ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହିଛନ୍ତି । ସୋସିଆଲ ମିଡିଆରେ ଆପଣ ଦୁନିଆରେ ହେଉଥିବା ସମସ୍ତ ଘଟଣା ବିଷୟରେ ଜାଣିବାକୁ ପାଇବେ । ବର୍ତ୍ତମାନର ଦୁନିଆରେ ଏପରୁ ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ଘଟଣା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।
ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯେଉଁଠି ଏକ ଯୁବକ ଗାଡି ଚଳଉଥିବା ସମୟରେ ଏକ ବିବାହିତା ମହିଳାଙ୍କୁ ଗେଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଏହି ଆଧୁନିକ ଦୁନିଆରେ କେତେକ ଯୁବପିଢି ନିଜ ସଂସ୍କାର ଓ ପରମ୍ପରା ଭୁଲି ଯାଇଛନ୍ତି । ଏହି ଯୁବପିଢି ମାନେ ଏପରି କିଛି କାର୍ଯ୍ୟ କରୁଛନ୍ତି ଯାହା ବହୁତ ଲାଜ୍ୟାଜନକ ।
https://www.youtube.com/watch?v=mNZTjkyenIA
ଏହି ଯୁବପିଢି ମାନେ ଏତେ ଖରାପ ଦିଗରେ ଗତି କରୁଛନ୍ତି ଯେ, ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ପରି ଏକ ପବିତ୍ର ସମ୍ପର୍କର ମୂଲ୍ୟକୁ ମଧ୍ୟ ଏମାନେ ପାଦରେ ଆଡେଇ ଦେଇ ନିଜର ପ୍ରେମ ପାପରେ ବ୍ୟସ୍ତ ରହୁଛନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଏକ ବାଇକରେ ସ୍ଵାମୀ ସ୍ତ୍ରୀ ଯାଉଥିବାର ନଜର ଆସିଛନ୍ତି । ସ୍ଵାମୀ ସ୍ତ୍ରୀ ଯାଉଥିବା ସମୟରେ ହଠାତ ଏକ ଯୁବକ ସ୍ତ୍ରୀ ପାଖକୁ ଆସୁଛି ।
ଚାଲୁଥିବା ବାଇକରେ ସେହି ଯୁବକ ଜନକ ଅନ୍ୟ କାହାର ସ୍ତ୍ରୀର ଗାଲରେ ହାତ ମାରୁଥିବାର ଓ ଚୁ-ମ୍ବ-ନ କରୁଥିବାର ନଜର ଆସିଛନ୍ତି । ଅବଶ୍ୟ ସେହି ଚୁ-ମ୍ବ-ନଟି ପ୍ରତ୍ୟକ୍ଷ ଚୁ-ମ୍ବ-ନ ନଥିଲା । ଯୁବକ ଜଣକଙ୍କର ଏହି ପରି ବ୍ୟବହାରରେ ସ୍ତ୍ରୀ ଜଣକ ରାଗି ନଯାଇ ଯୁବକଙ୍କର ଏହି ପ୍ରତିକ୍ରିୟାକୁ ଦେଖି ବହୁତ ଖୁସି ଅନୁଭବ କରୁଥିବାର ଭିଡିଓରେ ନଜର ଆସୁଛନ୍ତି । ବନ୍ଧୁଗଣ ଅନ୍ୟ ପକ୍ଷରେ ଆଗରେ ବାଇକ ଚଲାଉଥିବା ଯୁବତୀଙ୍କ ସ୍ଵାମୀଙ୍କୁ ଏହି ଘଟଣା ବିଷୟରେ ଜାଣି ପାରୁ ନାହାନ୍ତି ।
ଯୁବକ ଜଣକଙ୍କର ଚୁ-ମ୍ବ-ନ ଦେବାର ପ୍ରତିକ୍ରିୟାରେ ମହିଳା ଜଣକ ଯୁବକଙ୍କ ଚୁ-ମ୍ବ-ନକୁ ଖୁସିରେ ଗ୍ରହଣ କରିଥିଲେ । ମିଡିଆ ରିପୋର୍ଟ ଅନୁସାରେ ଏହା ଖବର ମିଳିଛି ଯେ ଯୁବକ ଜଣକ ସେହି ବିବାହିତ ମହିଳାଙ୍କ ବୟଫ୍ରେଣ୍ଡ ଥିଲେ । ତେବେ ଏହି ଘଟଣାକୁ କେହି ଜଣେ ସୋସିଆଲ ମିଡିଆରେ ସେୟାର କରିଛି । ଏହି ଭିଡିଓଟିକୁ ଦେଖି ଲୋକ ମାନେ ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।