ଦୁନିଆ ରେ ଏମିତି ବହୁତ ପ୍ରକାର ର ଜୀବାଣୁ ଅଛି ଯାହା ଆମକୁ ହୋଇଥାଏ ଏବଂ ଆମେ ସୁସ୍ଥ ମଧ୍ୟ ହୋଇଥାଏ, ଏହାକୁ ଆମେ ମାନିଥାଉ କି ଆମ ଶରୀର ରେ ଏହାର ଆଣ୍ଟିବଡି ଜୀବନ ସାରା ରହିଗଲା ।
ଯଥା ଆପଣଙ୍କୁ ହେପାଟଏସ ବି ସଂକ୍ରମଣ ହେଲା ଓ ଆପଣ ସୁସ୍ଥ ହୋଇଗଲେ ତ ଯେଉଁ ଆଣ୍ଟିବଡୀ ହୁଏ ବିଜ୍ଞାନ ଏମିତି ମାନେ କି ଆପଣଙ୍କୁ ଜୀବନସାରା କେବେ ବି ହେପାଟଏସ ବି ହେବ ନାହିଁ । ତ କିଛି ରୋଗ ଏମିତି ଥାଏ ଯାହା ଆପଣଙ୍କୁ ଏମିତି ଆଣ୍ଟିବଡୀ ଦିଅନ୍ତି ଯେମିତି ଆପଣଙ୍କୁ ସେ ରୋଗ ଆଉ ହେବ ନାହିଁ । ବର୍ତ୍ତମାନ ୧.୫ ବର୍ଷ ହେବ ଆମେ କୋଭିଡ ଜୀବାଣୁ ସହ ଲଢ଼ି ଆସୁଛୁ ।
ଏହି ସମ୍ପକରେ ବିଜ୍ଞାନ ଓ ବୈଜ୍ଞାନିକ ମାନେ ଆମକୁ ବିଭିନ୍ନ ତଥ୍ୟ ଦେଇଛନ୍ତି ଯଥା ଏହା ଆର.ଏନ.ଏ ଜୀବାଣୁ, ଏହା ୩ଟି ଫେଜ, ଏହା ବାୟୁଦ୍ୱାରା ବ୍ୟାପିଥାଏ । ଏବେ ସବୁ ସହର ଓ ଗାଁ ରେ ଟୀକାକରଣ ହେଉଛି । ଏହା ମଧ୍ୟ କୁହାଯାଇଛି ଯଦି ଆପଣଙ୍କୁ କୋରାନା ହୋଇଥାଏ ଏବଂ ଆପଣ ଭଲ ହୋଇଗଲେ ତ ୩ ମାସ ପରରେ ଆପଣ ଟୀକା ନେଇପାରିବେ । ଆପଣ ଭାବିବେ କି ଆପଣଙ୍କ ଶରୀର ରେ ଆଣ୍ଟିବଡୀ କେବଳ ୩ ମାସ ରହେ ?
ଯଦି ବ୍ୟଜ୍ଞାନିକ ଭାବେ ଦେଖିବାକୁ ଯିବା ତେବେ ‘ନେଚର ଦ ହ୍ୟୁମାନ ଜେନମ’ ଏହି ବହି ଓୟସିଂଟନ ରୁ ଆସିଛି । ଯଦି ଆପଣଙ୍କୁ କିଛି ମାସ ଯାଏଁ କୋରାନା ସଂକ୍ରମଣ ଅଳ୍ପ ମାତ୍ରା ରେ ବ ଥାଏ ତେବେ ବ ଆପଣଙ୍କ ଶରୀର ରେ ଦେଖାଯାଏ କି ପ୍ରତିରକ୍ଷା କୋଷ ଯାହାକି କୋରାନା ବିରୁଦ୍ଧରେ ଆଣ୍ଟିବଡୀ ବନାଇ ଚାଲିଥାଏ ଓ ଆପଣଙ୍କୁ ସୁରକ୍ଷା ଦେଇଚାଲିଥାଏ, ଏହା ଜୀବନ ସାରା ରାହିଥାଏ । ଯଦି ୧୧ ମାସ ପର୍ଯ୍ୟନ୍ତ ଆପଣଙ୍କୁ ଆଣ୍ଟିବଡୀ ମିଳିଥାଏ ବିଜ୍ଞାନ ଏହା ମାନେ କି ଏହା ଜୀବନ ସାରା ରହିବ । ଆପଣଙ୍କୁ ଯଦି କିଛି ଭାଇରାଲ ସଂକ୍ରମଣ ହୁଏ ତେବେ ଆଣ୍ଟିବଡୀ ଉତ୍ପନ୍ନ ହୁଏ ।
ଆମ ଶରୀର ରେ ଏମିତି କିଛି ପ୍ରତିରକ୍ଷା କୋଷ ଯାହା ଆଣ୍ଟିବଡୀ ଉତ୍ପନ୍ନ କରିଥାଏ । ଯେମିତି ସମୟ ଗଡିଚାଲେ ପ୍ରତିରକ୍ଷା କୋଷ ଶେଷ ହୋଇ ଚାଲେ ଓ ଆଣ୍ଟିବଡୀ ସ୍ତର ହ୍ରାସ ପାଇଚାଲେ । ଏହା ଦୂତୀୟ ପାର୍ଶ୍ୱ ରେ ଦେଖିବାକୁ ଗଲେ କିଛି କୋଷ ଆମ ବୋନମ୍ୟାରୋ ରେ ଚାଲିଯାଏ । ବୋନମ୍ୟାରୋ ମାନେ ଆମ ହାଡ଼ ମଝିରେ ଥିବା ରକ୍ତ ଗତିରେ ଏହି କୋଷ ଚାଲି ଯାଏ । ଏହାକୁ ପ୍ଲାଜ୍ମା ସେଲ କୁହନ୍ତି । ଏହା ଜୀବନ ସାରା ରହିଥାଏ ଓ ଅଳ୍ପ ମାତ୍ରା ରେ ଆମକୁ ଆଣ୍ଟିବଡୀ ଯୋଗାଇ ଥାଏ।ଜୀବାଣୁ ରୁ ରକ୍ଷା କରିଥାଏ ।
ଏହାମାନେ ଏହା ନୁହେଁ କି ଆପଣ ଟୀକା ନେବେ ନାହିଁ, ୩ ମାସ ପରେ ଆପଣ ଟୀକା ନିଅନ୍ତୁ । କାରଣ ଆମେ କେହି ବି ଏ ରୋଗ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବେ ଜାଣିନେ ଏହା ସମୟ ଆନୁସାରେ ପରିବର୍ତ୍ତନ ହେଉଛି, ଏହା ଏକ ବଡ଼ ଜୀବାଣୁ ଅଟେ । ତେଣୁ ଟୀକା ନିଅନ୍ତୁ ଓ କୋରାନା ବିରୁଦ୍ଧରେ ପାଇଁ ଯେଉଁ ସବୁ ନିୟମ ଅଛି ତାକୁ ମାନି ଚଳନ୍ତୁ, ଯେମିତି ମାସ୍କ ପିନ୍ଧିବା, ହାତ ଧୋଇବା,ସାନିଟାଇଜ , ସାମାଜିକ ଦୂରତା ରକ୍ଷା କରିବା ଏହି ସବୁ ମାନିବା ମଧ୍ୟ ଜରୁରୀ ଅଟେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ