କରୋନାରୁ ସୁସ୍ଥ ହେବା ପରେ ଶରୀରରେ ଦେଖା ଦେଉଥିବା ସମସ୍ୟାରୁ କିପରି ବଞ୍ଚିବେ ? Dr. Bimal Chhajer

ପୁରା ବିଶ୍ବରେ କୋରୋନାର ଦିତୀୟ ଲହରରେ କେତେ ଯେ ଲୋକଙ୍କର ପ୍ରା-ଣ ହା-ନି ଘଟିଲାଣି ତାହା କହିବ ଶମ୍ଭ ନୁହେ । କିନ୍ତୁ କିଛି ମାତ୍ରାରେ କୋରୋନାରେ ଆକ୍ରାନ୍ତ ହୋଇ ଲୋକ ମାନେ ସୁସ୍ଥ ମଧ୍ୟ ହେଉଛନ୍ତି ।

କିନ୍ତୁ କୋରୋନାରେ ସୁସ୍ଥ ହେଲା ପରେ ମଧ୍ୟ ଏମିତି କିଛି ଲକ୍ଷଣ ଶରୀରରେ ଦେଖା ଯାଉଛି ତାହା କଣ ଓ କେଉଁ ପ୍ରକାରର ଲକ୍ଷଣ ଅଟେ ସେହି ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ଯେଉଁ ମାନଙ୍କୁ କୋରୋନା ସଂକ୍ରମଣ ହୋଇଛି ବା ସେମାନେ ସୁସ୍ଥ ହୋଇଛନ୍ତି ସେମାନଙ୍କ ଠାରେ ଦେହ ହାତ ଦରଜ ହେବା ଓ ଅଳସୁଆ ଅନୁଭବ କରିବା ଲକ୍ଷଣ ଦେଖା ଯାଉଛି ।

ଏହା ଛଡା ଶ୍ଵାସ ଫୁଲିବା ଓ ଅଧିକ ଦିନ ଧରି କାଶ ବା ଥଣ୍ଡା ହେବା ଆଦି ସମସ୍ୟା ଦେଖା ଯାଉଛି । ଏହା ପରେ ଗୋଡରେ ଯନ୍ତ୍ରଣା ହେବା ବା ହାର୍ଟରେ ସମସ୍ଯା ହେବା ଦ୍ଵାରା କୋରୋନା ହୋଇପାରେ ବୋଲି ବୁଝା ଯାଉଛି । ଅଧିକାଂଶ ଲୋକଙ୍କ ଠାରେ ନିଦ ନ ହେବା, କୌଣସି କଥାକୁ ଭୁଲିଯିବା ବା କୌଣସି କାରଣରୁ ମାନସିକ ଚିନ୍ତାରେ ରହିବା ଆଦି ଲକ୍ଷଣ ଦେଖା ଯାଉଛି ।

ଯେଉଁ ମାନେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ବା ସୁସ୍ଥ ହୋଇଛନ୍ତି ସେମାନଙ୍କୁ ଭୋକ ନ ଲାଗିବା ବା ଓଜନ କମ ହେବା ଆଦି ସମସ୍ଯା ଦେଖା ଯାଉଛି । ଏହା ଛଡା ଅଧିକାଂଶ ଲୋକଙ୍କ ଠାରେ କୌଣସି ଜିନିଷର ବାସ୍ନା ବା ସ୍ମେଲ ନ ଜାଣିବାର ଲକ୍ଷଣ ଦେଖା ଯାଉଛି । କିଛି ଲୋକଙ୍କର ମୁଣ୍ଡ ବିନ୍ଧା ସମସ୍ୟା ଦେଖା ଯାଉଛି ଯାହା କୋରୋନା ଆକ୍ରାନ୍ତ ହେବାର ସମ୍ଭାବନା ରହିଛି ।  ଅନେକ ଲୋକଙ୍କ ଠାରେ ସାଧାରଣ ଜ୍ଵର ଅଧିକ ଦିନ ଯାଏଁ ଦେଖାଯାଏ ।

ଏହା ବ୍ଯତୀତ କିଛି ଲୋକଙ୍କର ପ୍ରା-ଣ ହା-ନି ମଧ୍ୟ ହେଉଛି । ଏହାର କାରଣ ହେଉଛି କ୍ଳଟିଙ୍ଗ ହେବା । ଏହା ଛଡା ଅନେକ ଲୋକ ମାନଙ୍କର ହାତ ଗୋଡରେ ଯନ୍ତ୍ରଣା ଦେଖା ଯାଉଛି । ଯେଉଁ ମାନଙ୍କଉ ଡାଇବେଟିସ ବା ଅନ୍ୟ କୌଣସି ରୋଗରେ ପୀଡିତ ଥାନ୍ତି ବା ଷ୍ଟେରୋଇଡ ନେଇଥାନ୍ତି ସେମାନଙ୍କୁ ଅଧିକ ମାତ୍ରାରେ କୋରୋନା ସଂକ୍ରମଣ ହେଉଛି । କୋରୋନାରୁ ସୁସ୍ଥ ହେବା ପରେ ବ୍ଲାକ ଫଙ୍ଗସ ବା ୱ୍ହାଇଟ ଫଙ୍ଗସ ଦେଖା ଯାଉଛି ।

ଏହି ସମସ୍ଯା ସେହି ବ୍ୟକ୍ତି ମାନଙ୍କୁ ହୋଇଥାଏ ଯେଉଁ ମାନଙ୍କୁ କୋରୋନା ସମୟରେ ଚିକିତ୍ସିତ ହେବା ପାଇଁ ଅକ୍ସିଜେନ ବା ଲିକ୍ଯୂଡି ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଯଦି ଉପରେ ଲିଖିତ କୌଣସି ସମସ୍ଯା ପରିଲକ୍ଷିତ ହେଉଥାଏ ତେବେ ଚିନ୍ତା କରିବାର କୌଣସି ବିଷୟ ବସ୍ତୁ ନାହି । ଏହି ସବୁ ଲକ୍ଷଣ କୋରୋନାରୁ ସୁସ୍ଥ ହେବା ପରେ ଧୀରେ ଧୀରେ ବନ୍ଦ ହୋଇଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *