ଦେଖନ୍ତୁ Video: ହାଇଦର ର ଏନକାଉଣ୍ଟର ହେବା ପରେ Sura Routray ମିଡିଆ ସାମ୍ନାରେ କହିଲେ କିଛି ଏମିତି…ଶୁଣିଲେ ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ଗତ ଦୁଇ ଦିନ ହେବ ଓଡିଶାର ପ୍ରକ୍ଷାତ ଗ୍ୟା-ଙ୍ଗ-ଷ୍ଟ-ର ହାଇ-ଦ-ରର ମୃ-ତ୍ୟୁ ହୋଇଛି । ପୋଲିସ ଏ-ନ-କା-ଉ-ଣ୍ଟ-ର ଦ୍ଵାରା ହା-ଇ-ଦ-ରର ମୃତ୍ୟୁ ହୋଇଛି । ପ-ରି-ସ୍ରା କରିବା ବାହାନାରେ ଫେ-ରା-ର ହେବାକୁ ଚାହୁଁ ଥିଲା ହା-ଇ-ଦ-ର ହେଲେ ଠିକ ସମୟରେ ପୋଲିସ ତାର ଏ-ନ-କା-ଉ-ଣ୍ଟ-ର କରିଥିଲା ।

କାରଣ ବନ୍ଧୁଗଣ ଗତ ଥର ମଧ୍ୟ ଏସିବି ମେଡିକାଲରୁ ଫେ-ରା-ର ହୋଇ ପୋଲିସକୁ ବୋକା ବନେଇଥିଲା ହା-ଇ-ଦ-ର ଓ ଏଥର ମଧ୍ୟ ସେ ଏହା କରିବାକୁ ଚାହୁଁ ଥିଲା । ହା-ଇ-ଦ-ରର ମୃତ୍ୟୁ ପରେ ତାଙ୍କ ପରିବାରରେ ବହୁତ ଅସନ୍ତୋଷ ମହୋଲ ସୃଷ୍ଟି ହୋଇଛି । ହାଇଦରଙ୍କ ମୃତ୍ୟୁ ପାଇଁ ନବୀନ ପଟନାୟକ ଓ ପୋଲିସ ପ୍ରଶାସନ ଦାୟୀ ବୋଲି ହାଇଦରଙ୍କ ପତ୍ନୀ କହିଛନ୍ତି ।

ହାଇଦର ମୃତ୍ୟୁ ମାମଲାରେ କଂଗ୍ରେସ ନେତା ସୁର ରାଉତରାୟ ମିଡିଆ ସାମ୍ନାରେ ଏକ ବଡ ବୟାନ ଦେଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସୁର ରାଉତରାୟଙ୍କ ସେହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ରାଉରତାୟଙ୍କ ମତରେ-‘ ଆମେ ସମସ୍ତେ ଜନ୍ମ ନେଇଛୁ ଓ ଆମର ମୃତ୍ୟୁ ମଧ୍ୟ ଲେଖା ହୋଇଛି । ସେ (ହାଇଦର) ଆଜି ପର୍ଯ୍ୟନ୍ତ ତାଙ୍କ ଖେଳ ଖେଳି ଖେଳି ଯାଉଥିଲେ । ତାଙ୍କ ମୃତ୍ୟୁ ସମୟ ଆସି ନଥିଲା ହେଲେ ଯେତେବେଳେ ଆସିଗଲା ସେ ମୃତ୍ୟୁ ବରଣ କରିଲେ’ ।

ଏହାପରେ ଆଗକୁ ସୁର କହିଲେ-‘ତେଣୁ କରି ଯିଏ ଯାହା କରିବ ସେ ତାର ଫଳ ନିଶ୍ଚୟ ପାଇବ । ମୁ ଅତ୍ୟନ୍ତ ମ-ର୍ମା-ହ-ତ ଏ ଘଟଣା ପାଇଁ । କିନ୍ତୁ ଜନସାଧାରଣଙ୍କ ହିତ ପାଇଁ, ଆଇନ ଶୃଙ୍ଖଳାକୁ ସୁଦୂଢ କରିବା ପାଇଁ, କ୍ରି-ମି-ନା-ଲ ମାନଙ୍କୁ କଣ୍ଟ୍ରୋଲ କରିବା ପାଇଁ ସରକାର ଯେଉଁ ଆକ୍ସନ ନେଇଛନ୍ତି ତାହା ଠିକ ।

ତାର ସମୟ ଆସିଗଲା ସେହି ସମୟ ଅନୁସାରେ ସେ ସ୍ଵର୍ଗ, ପାତଳ ଓ ମର୍ତ୍ୟ ଏହି ମର୍ତ୍ୟରୁ ବିଦାୟ ନେଲା’ । ଆଗକୁ ସୁର କହିଲେ-‘ତେଣୁ ମୋର ଆଉ ବିଶେଷ କିଛି କହିବାର ନାହିଁ । ଆମେ ଯାହା ବି କରିବା ତାହା ଫଳ ଲେଖା, ଯିଏ ଭଲ କାମ କରିବ ସେ ଭଲ ଫଳ ପାଇବ ଓ ଯିଏ ଖରାପ କାମ କରିବ ସେ ଖରାପ ଫଳ ପାଇବ ।


ତେଣୁ ଆସନ୍ତୁ ଆମ ଓଡିଶାକୁ ସୁନ୍ଦରମୟ କରିବା ଓ ଆମ ଭୁବନେଶ୍ଵରକୁ ଶାନ୍ତିପୂର୍ଣ୍ଣ କରିବା । ଆମେ ଆମ ରାଜ୍ୟର ଉନ୍ନତି କରିବା ସମସ୍ତେ ମିଳି ମିଶି’ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *