ବୋବାଲ୍ ରାବଣ ଡାଏଲଗ୍ ମାରିଲେ ସୁର ଭାଇ (Sura Routray), କରିଦେଲେ ଥରହର, ପୁରା Video ଦେଖିଲେ ଆପଣ ହସି ହସି ଗଡିଯିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ କଂଗ୍ରେସ ର ରାଜନେତା ସୁର ରାଉତରାୟ ଙ୍କୁ ନିଶ୍ଚିତ ଜାଣିଥିବେ । ସେ ସର୍ଵଦା ଲୋକ ମାନଂକୁ ସାହାର୍ଯ୍ୟ କରିବାରେ ଆଗଭର ଥାଆନ୍ତି ଏବଂ ସମସ୍ତ ଙ୍କ ସହ ଖୁବ ଭଲ ରେ ମିଶି ମଧ୍ୟ ଯାଇଥାନ୍ତି । ସେ ମି-ଡ଼ି-ଆ ରେ ସର୍ଵଦା ନିଜର ମନକଥା ଏକଦମ ଖୋଲି କି କହି ଦେଇଥାନ୍ତି । ଏହା ଛଡା ତାଙ୍କର ମଜାଳିଆ କଥା କୁ ଲୋକମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବିଗତ କିଛି ଦିନ ତଳେ କଂଗ୍ରେସ ବିଧାୟକ ସୁର ରାଉତରାୟ ମିଡିଆ ସାମ୍ନା ରେ କହିଥିଲେ ଯେ, ସେ ଥରେ ଏକ ଅଭିନୟ ରେ ଲଙ୍କା ର ରାଜା ରାବଣ ର ରୋଲ ରେ ଅଭିନୟ କରିଥିଲେ । ପିଲାମାନେ ତାଙ୍କ ଭିତରେ ନାଚ, ଗୀତ ଓ ଅଭିନୟ ପ୍ରତି ରୁଚି ଥିଲା । ଖେଳ ରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ରହିଛି । ପିଲାବେଳେ ସେ ଫୁଟବଲ ମଧ୍ୟ ଖେଳୁଥିଲେ ।

ସେ ରାବଣ ଭୂମିକା ରେ ଯେଉଁ ଅଭିନୟ କରିଥିଲେ ସେତେବେଳେ ତାଙ୍କ ଅଭିନୟ ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା । ସେ ମିଡିଆ ସାମ୍ନା ରେ ଏକ ଡାଇଲଗ ମଧ୍ୟ କହିଥିଲେ ଯେ, “ସାମାନ୍ୟ ଏହି ଜଟାଧାରୀ ରାମ ମୋର କିଛି କରି ପାରିବ ନାହିଁ, ମୁଁ ହେଉଛି ବିଶ୍ୱ ବିଜୟୀ । ସ୍ୱର୍ଗ ମର୍ତ୍ତ ଓ ପାତାଳ ର ବିଜୟୀ ହେଉଛି ରାବଣ” । ଏହିପରି କିଛି ଡାଇଲଗ ସେ ମିଡିଆ ଆଗରେ କହିଥିଲେ ।

ତାଙ୍କର କହିବା ଶୈଳୀ କିଛି ଲୋକ ପସନ୍ଦ କରିଛନ୍ତି ଏବଂ କିଛି ଲୋକ ଭିନ୍ନ ପ୍ରତିକ୍ରିୟା ମଧ୍ୟ ପ୍ରକାଶ କରିଛନ୍ତି । ତେବେ ଆପଣ ଏହି ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ କମେଣ୍ଟ ମାଧ୍ୟମରେ ଜଣାଇବେ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *