ସନ୍ନୀ ଲିୟୋନଠୁ କମ ସୁନ୍ଦର ନୁହନ୍ତି ତାଙ୍କ ଭାଉଜ, ଦେଖିଲେ ତାଙ୍କ ଦିବନା ହେଇଯିବେ

ସନୀ ଲିୟୋନୀ ବଲୀଉଡ ଇଣ୍ଡଷ୍ଟ୍ରିରେ ବର୍ତ୍ତମାନ ସମୟରେ ଏକ ସଫଳ ଅଭିନେତ୍ରୀ ଅଟନ୍ତି । କିନ୍ତୁ ଆଜି ଯେଉଁ ସ୍ଥାନରେ ସେ ଅଛନ୍ତି ସେହି ସ୍ଥାନକୁ ପହଞ୍ଚିବା ପାଇଁ ସେ ବହୁତ ପରିଶ୍ରମ କରିଛନ୍ତି । ପ୍ରଥମେ ତାଙ୍କୁ ବିଗ ବସରେ ଏଣ୍ଟ୍ରି ମିଳିଲା । ଏହା ପରେ ସେ ଧୀରେ ଧୀରେ ଫିଲ୍ମରେ କାମ କରିବା ଆରମ୍ଭ କରିଲେ । କିନ୍ତୁ ସେହି ସମୟରେ କିଛି ଲୋକମାନେ ଚାହୁଁ ନ ଥିଲେ କି ପୋର୍ନ ଇଣ୍ଡଷ୍ଟ୍ରିରୁ ଆସି କେହି ବି ବଲୀଉଡର ନାଁ ଖରାପ ନ କରୁ ।

Image courtesy: Google

ଏହି କାରଣରୁ ଆରମ୍ଭର କିଛି ସମୟ ପର୍ଯ୍ୟନ୍ତ କିଛି ଲୋକମାନେ ତାଙ୍କୁ ପସନ୍ଦ କରୁ ନ ଥିଲେ । କିନ୍ତୁ ଏହା ସତ୍ବେ ବି ସନ୍ନୀ ଲିୟୋନୀ ଫିଲ୍ମରେ କାମ କରିଲେ ଓ ଦର୍ଶକମାନେ ବି ତାଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲେ । ଶେଷରେ ସନ୍ନୀ ଲିୟୋନୀ ନିଜ ପରିଶ୍ରମ ବଳରେ ସେ ଏକ ସଫଳ ଅଭିନେତ୍ରୀ ହୋଇ ପାରିଛନ୍ତି । ଆଜି ତାଙ୍କୁ ବଡ ବଡ ଷ୍ଟାରଙ୍କ ସହିତ କାମ କରିବା ପାଇଁ ଚାନ୍ସ ମିଳୁଛି । ବର୍ତ୍ତମାନ ସମୟରେ ସନ୍ନୀ ଲିୟୋନୀ ଏକ ବ୍ରାଣ୍ଡ ହୋଇ ଯାଇଛନ୍ତି ।

Image courtesy: Google

ତାଙ୍କର ଗୋଟିଏ ଝଲକ ପାଇଁ ରାସ୍ତାରେ ଲୋକମାନଙ୍କ ଭିଡ ଲାଗିଯାଏ । କହିବାକୁ ଗଲେ ସନ୍ନୀ ଲିୟୋନୀଙ୍କ ସ୍ଵାମୀ ଡେନିୟଲ ୱେବର ସବୁ କ୍ଷେତ୍ରରେ ତାଙ୍କର ସାଥ ଦିଅନ୍ତି । କିନ୍ତୁ ଆଜି ଆମେ ସନ୍ନୀ ଲିୟୋନୀଙ୍କ ବିଷୟରେ ନୁହେଁ ତାଙ୍କ ଭାଇଙ୍କ ପତ୍ନୀଙ୍କ ବିଷୟରେ କଥା ହେବୁ । ଯିଏକି ସୁନ୍ଦରତା ମାମଲାରେ ସନ୍ନୀଙ୍କ ଠାରୁ ବି କମ ନୁହନ୍ତି । ଆପଣଙ୍କୁ କହିଦେଉଛୁ କି ୨୦୧୬ରେ ସନ୍ନୀ ଲିୟୋନୀଙ୍କ ଭାଇ ସନ୍ଦୀପ ବୋହରା ନିଜର ଗର୍ଲଫ୍ରେନ୍ଡ କରିଶ୍ମା ନାୟଡୁଙ୍କ ସହିତ ବିବାହ କରିଥିଲେ ।

Image courtesy: Google

ସେମାନେ ଲସ ଏଂଜେଲେସର ଏକ ଗୁରୁଦ୍ଵାରରେ ବିବାହ କରିଥିଲେ । ସନ୍ନୀ ନିଜ ଭାଇ ଓ ଭାଉଜଙ୍କ ବିବାହର କିଛି ଫଟୋ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର ବି କରିଥିଲେ । ସନ୍ନୀ ଲିୟୋନୀଙ୍କ ଭାଉଜ କରିଶ୍ମା ନାୟଡୁ ବି ଇଂସ୍ଟାଗ୍ରାମରେ ବହୁତ ଆକ୍ଟିବ ରୁହନ୍ତି ଓ ଏମିତିରେ ପ୍ରାୟତଃ ସେ ନିଜର କିଛି ଫଟୋ ବି ଶେୟାର କରିଥାନ୍ତି । କହିବାକୁ ଗଲେ କରିଶ୍ମା ନାୟଡୁ ବହୁତ ସ୍ଟାଇଲିସ ବି ଅଟନ୍ତି ।

ଯାହା ଆପଣ ତାଙ୍କର ଫଟୋକୁ ଦେଖି ଜାଣି ପାରିବେ । ସନ୍ନୀ ଲିୟୋନୀଙ୍କ ଭାଇ ସନ୍ଦୀପ ବୋହରା ୟୁଏସରେ ପ୍ରସିଦ୍ଧ ପବ ‘କିଂଗ୍ସ ରୋ ଗେସ୍ଟ୍ରୋ’ରେ ଏଗ୍ଜୀକ୍ୟୁଟିଭ ଶେଫ ର କାମ କରୁଛନ୍ତି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଶେୟାର କରିବେ ଓ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *