ନମସ୍କାର ବନ୍ଧୁଗଣ ପ୍ରତିଦିନ କିଛି ନା କିଛି ଅଦ୍ଭୁତ ଖବର କିମ୍ବା ଘ-ଟ-ଣା ସାମ୍ନା କୁ ଆସୁଛି । ତେବେ ବର୍ତ୍ତମାନ ଫୁଣି ଏକ ଯୌ-ତୁ-କ ନି-ର୍ଯ୍ୟା-ତ-ନା ଖବର ସାମନା କୁ ଆସିଛି । କିନ୍ତୁ ଏଥର ଜଣେ ନୁହେଁ ବରଂ ଦୁଇ ଜଣ ଯୁବତୀ ନିଜ ସ୍ୱାମୀ ଏବଂ ଶାଶୂ ଘର ଲୋକଙ୍କ ନାମ ରେ ଯୌ-ତୁ-କ ନି-ର୍ଯ୍ୟା-ତ-ନା ଏବଂ ଧୋ-କା ର ଅ-ଭି-ଯୋ-ଗ ଆଣିଛନ୍ତି ।
ଏହି ଦୁଇ ଜଣ ଯୁବତୀ ଙ୍କ ସ୍ୱାମୀ ହେଉ-ଛନ୍ତି ଜ-ଣେ । ତେବେ ସେହି ସ୍ୱାମୀ ଜଣକ ନିଜକୁ ବିଲଡର ବୋଲି ପରିଚୟ ମଧ୍ୟ ଦେଉଛନ୍ତି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା । ବିବାହ ଏକ ପବିତ୍ର ବନ୍ଧନ କିନ୍ତୁ ଏହି ର-ସି-କି-ଆ ବିଲଡର ନିଜର ସବୁ ସୀ-ମା କୁ ପା-ର କରି ନେଇଛି ।
ସେ ଅନେକ ଯୁବତୀ ଙ୍କ ସ-ହ ସ-ମ୍ପ-ର୍କ ରଖିଛି ଏବଂ ସମସ୍ତ ଙ୍କ ଠାରୁ ସୁ-ନା ଗ-ହ-ଣା ଏବଂ ଟଙ୍କା ପଇ-ସା ଲୁ-ଟି ଏବଂ ସେମାନଙ୍କ ସହ ଶା-ରୀ-ରି-କ ସଂ-ପ-ର୍କ ରଖି ସେମାନଙ୍କୁ ଏ-କୁ-ଟିଆ ଛାଡି ଦିଏ । ସେହି ର-ସି-କି-ଆ ବିଲଡର ନାମ ହେଉଛି ପ୍ରିୟବ୍ରତ । ପ୍ରିୟବ୍ରତ ସହିତ ତାର ସମ୍ପୂର୍ଣ୍ଣ ପରିବାର ଲୋକଙ୍କ ନାମରେ ବର୍ତ୍ତମାନ ଏକ ଅ-ଭି-ଯୋ-ଗ କ୍ୟା-ପି-ଟାଲ ଥା-ନା ରେ କରାଯାଇଥିବା ବେଳେ ଆଉ ଏକ ଅ-ଭି-ଯୋ-ଗ ମ-ହି-ଳା ଥା-ନା-ରେ କରାଯାଇଛି ।-
ଦୁଇ ଜଣ ଯୁବତୀ ଯାହାଙ୍କୁ ପ୍ରିୟବ୍ରତ ବିବାହ କରି ସେମାନଙ୍କ ଠାରୁ ଟ-ଙ୍କା ଗ-ହଣା ନେଇ ସେମାନଙ୍କୁ ଛା-ଡି ଦେ-ଇଥିଲା । ତେବେ ଜଣଙ୍କୁ ସେ ୨୦୧୮ ଜୁଲାଇ ୧୫ ରେ ବିବାହ କରିଥିଲେ । ତାଙ୍କ ସହ ମାତ୍ର ୫ ରୁ ୬ ମା-ସ ରହିଛନ୍ତି ଏବଂ ତାଙ୍କର ଗ-ର୍ଭ-ପା-ତ କ-ରାଇବା ପାଇଁ ମଧ୍ୟ ଚେ-ଷ୍ଟା କରିଥିଲେ । ତାପରେ ସେ ଛୁଆ ତାଙ୍କର ନୁହେଁ ବୋଲି କହି ତାଙ୍କୁ ଘରୁ ବି-ତା-ଡ଼ି-ତ କରିଦେଲେ । ତେବେ ତାଙ୍କ ଠାରୁ ସେ କାର ଏବଂ ୨୧ ଲକ୍ଷ ରୁ ଅଧିକ ଟଙ୍କା ତଥା ତାଙ୍କର ସମସ୍ତ ସୁ-ନା ଗ-ହ-ଣା ସହ ଅନ୍ୟାନ୍ୟ ସାମଗ୍ରୀ ।
ତେବେ ଦ୍ଵିତୀୟ ବିବାହ ସେ ୯ ଫେବୃଆରୀ ୨୦୨୧ ରେ ଆଉ ଜଣେ ଯୁବତୀ ଙ୍କୁ ବିବାହ କଲେ । କିନ୍ତୁ ବିବାହ ର ଏକ ମାସ ପରେ ଜଣେ ଝିଅ ଘରେ ଆସି ଗ-ଣ୍ଡ-ଗୋ-ଳ କରିବାରୁ ସେ ଜାଣି ପାରିଥିଲେ କି ତାଙ୍କ ସ-ହ ଧୋ-କା ହେଇଛି । ଏହି ଯୁବତୀ ଙ୍କ ଠାରୁ ମଧ୍ୟ ସେ ଅନେକ ଯୌ-ତୁ-କ ନେ-ଇଛ-ନ୍ତି ।
ତେବେ ଏହା ପରେ ଏହି ର-ସି-କି-ଆ ବିଲଡର ନାମ ରେ କ୍ୟା-ପିଟା-ଲ ଥା-ନା ଏବଂ ମ-ହି-ଳା ଥା-ନା-ରେ ଅ-ଭି-ଯୋ-ଗ ହୋଇଥିଲା । ଏହା ପରେ ପୋ-ଲି-ସ ତାକୁ ଗି-ର-ଫ କରି ଜେ-ରା କରିବା ଦ୍ୱାରା ଏହା ଜଣା ପଡିଲା କି ସେ ଅନେକ ଝି-ଅ ମା-ନ-ଙ୍କ ସହ ଖେ-ଳି ତାଙ୍କୁ ଧୋ-କା ଦେଇ ଏବଂ ସୁ-ନା ଗ-ହ-ଣା ଲୁ-ଟି-ବା ପରେ ଅଧିକ ଯୌ-ତୁ-କ ନି-ର୍ଯ୍ୟା-ତ-ନା ଦେବା ସହ ତାକୁ ଛାଡି ଦେଇଥାଏ । ତେବେ ସେହି ଦୁଇ ଯୁବତୀ ଏହା ଅ-ନୁ-ରୋ-ଧ କରିଛନ୍ତି କି ଏହି ର-ସି-କି-ଆ ବିଲଡର କୁ କ-ଠୋ-ର ରୁ କ-ଠୋ-ର- ଶା-ସ୍ତି ମିଳୁ ।
ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।