ସୁନ୍ଦରତାରେ ପ୍ରିୟଙ୍କାଙ୍କୁ ବି ପଛରେ ପକାଇ ଦିଅନ୍ତି ତାଙ୍କ ଜା, ବୟସରେ ୧୪ ବର୍ଷ ସାନ

ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ବଲିଉଡରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବଲିଉଡକୁ ସେ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ପ୍ରିୟଙ୍କା ତାଙ୍କର ଲୁକ୍ସ ଓ ଅଭିନୟ ପାଇଁ ବର୍ତ୍ତମାନ ସାରା ବିଶ୍ବରେ ପରିଚିତ ଅଛନ୍ତି । ବଲିଉଡରେ କାମ କରିବା ପରେ ପ୍ରିୟଙ୍କା ହଲିଉଡରେ ମଧ୍ୟ କାମ କରିସାରିଛନ୍ତି । ଏହି କିଛି ବର୍ଷ ପୂର୍ବରୁ ପ୍ରିୟଙ୍କା ନିକ ଜୋନାଶଙ୍କ ସହ ପ୍ରେମ କରି ବିବାହ କରିଥିଲେ । ନିକ ପ୍ରିୟଙ୍କାଙ୍କ ଠାରୁ ବୟସରେ ସାନ ହେବେ । ହେଲେ ଆଜି ଆମେ ଆପଣ ମାନଙ୍କୁ ପ୍ରିୟଙ୍କାଙ୍କ ବଡ ଯାଆଙ୍କ ବିଷୟରେ କହିବାକୁ ଯାଉଛୁ, ତେବେ ଆସନ୍ତୁ ଜାଣିବା ପ୍ରିୟଙ୍କାଙ୍କର ବଡ ଯାଆଙ୍କ ବିଷୟରେ ।


ପ୍ରିୟଙ୍କା ଓ ନିକ ଙ୍କ ବିବାହ ବହୁତ ଧୂମ ଧାମରେ ହୋଇଥିଲା । ତାଙ୍କର ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ଭାଇରାଲ ହେଉଛି । ତାଙ୍କର ବିବାହ ଫଟୋରେ ପ୍ରିୟଙ୍କାଙ୍କର ବଡ ଯାଆଙ୍କର ଫଟୋ ମଧ୍ୟ ରହିଛି । ପ୍ରିୟଙ୍କାଙ୍କର ବଡ ଯାଆଙ୍କର ନାମ ହେଉଛି ସୋଫି ଟର୍ନର । ସେ ଦେଖିବା ପାଇଁ ପ୍ରିୟଙ୍କାଙ୍କ ଠାରୁ ଅଧିକ ସୁନ୍ଦର ଓ ଆକର୍ଷିତ ଅଟନ୍ତି ।


ସୋଫି ଟର୍ନରଙ୍କ ବୟସ ହେଉଛି ମାତ୍ର ୨୪ ବର୍ଷ । ଏହି କମ ବୟସରେ ମଧ୍ୟ ସେ ପ୍ରିୟାଙ୍କାଙ୍କ ଠାରୁ ଅଧିକ ଫେମସ ଅଛନ୍ତି । ସୋଫି ଟର୍ନର ଏକ ବଡ ହଲିଉଡ ଆକ୍ଟ୍ରେସ ରୂପେ ପରିଚିତ । ସେ ‘ଗେମ ଅଫ ଥ୍ରୋନ୍ସ’ ପରି ବିଶ୍ଵ ପ୍ରସିଦ୍ଧ ସିରିଜରେ ଅଭିନୟ କରିଥିଲେ । ଲୋକମାନେ ସୋଫିଙ୍କ ଅଭିନୟକୁ ବହୁତ ପସନ୍ଦ କରିଥିଲେ । ନିକଙ୍କ ବଡ ଭାଇ ଜୋ ଜୋନସଙ୍କ ସହ ସୋଫି ୨୦୧୬ରେ ବିବାହ କରିଥିଲେ ।


ସୁନ୍ଦରତା ଦେଖିବାକୁ ହେଲେ ପ୍ରିୟଙ୍କାଙ୍କୁ ପଛରେ ପକାଇ ଦେବେ ସୋଫି । ସୋଫିଙ୍କ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ତାଙ୍କ ଲୁକ୍ସ ପ୍ରତି ଆଟ୍ରାକ୍ଟ ହେଉଛନ୍ତି । ସୋଫିଙ୍କ ପାଇଁ ବହୁତ ଲୋକ ପାଗଳ ଅଛନ୍ତି । ପ୍ରିୟଙ୍କା ଓ ନିକଙ୍କ ବିବାହରେ ମଧ୍ୟ ସୋଫି ବହୁତ ସୁନ୍ଦର ଓ ଆକର୍ଷିତ ଦେଖା ଯାଉଥିଲେ । ସୋଫିଙ୍କ ସୁନ୍ଦରତାକୁ ଆପଣ ନିଜେ ଦେଖି ଦିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *