ମଙ୍ଗଳବାରର ରାଶିଫଳ 21 ଜୁଲାଇ 2020, ବଜରଙ୍ଗବଲିଙ୍କ କୃପା ରହିବ ଏହି 5ଟି ରାଶି ଉପରେ, ପାରିବାରିକ ଜୀବନ ଖୁସିରେ କଟିବ

ଆଜି 21 ଜୁଲାଇ 2020 ମଙ୍ଗଳବାର । ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ । ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ

ଏହି ରାଶିର ବ୍ୟବସାୟ ସବନ୍ଧିତ ସମସ୍ୟା ଦୂର ହେବ । କୌଣସି ମାଙ୍ଗଳିକ କାମର ଆୟୋଜନ ହୋଇ ପାରେ । ଚାକିରିରେ ଅଧିକାର ବଢିପାରେ । ଖୁସି ରହିବେ । ବ୍ୟକ୍ତିଗତ ଜୀବନ ସବନ୍ଧିତ ସମସ୍ୟା ଦେଇ ଗତି କରୁଥିବା ଲୋକଙ୍କୁ ନିଜ ଲୋକଙ୍କ ପାଇଁ ସମୟ ବାହାର କରିବାକୁ ପଡିବ । ଅଧିକ ଖର୍ଚ ହେବା କାରଣରୁ ମନ ଅଶାନ୍ତ ରହିପାରେ । ସାମାନ୍ୟ କଥାରେ ବିବାଦ ହୋଇ ପାରେ । ଭାଇ ଭଉଣୀଙ୍କ ସହିତ ସମୟ ଅତିବାହିତ ହେବ । ପରିଶ୍ରମ ଏବଂ ଯୋଜନା ମାଧ୍ୟମରେ ସବୁ କିଛି ପାଇ ପାରିବେ ।

ବୃଷ

ଆଜି ଆପଣଙ୍କର ଆକର୍ଷଣୀୟ ବ୍ୟବହାର ଅନ୍ୟ ମାନଙ୍କର ଧ୍ୟାନ ଆପଣଙ୍କ ଆଡକୁ ଆକର୍ଷିତ କରିବ । ପୁରୁଣା ରୋଗ ବାହାରି ପାରେ । ବ୍ୟସ୍ତ ରହିବେ । ବେପାର ବ୍ୟବସାୟ ଠିକ ଚାଲିବ । ଆୟରେ ନିଶ୍ଚିନ୍ତତା ରହିବ । ଆପଣଙ୍କ ବୈବାହିକ ଜୀବନ ପାଇଁ ଏହା କଠିନ ସମୟ ଅଟେ । ଅଫିସ କାମରେ ବାଧା ସୃଷ୍ଟି ହେବାର ସମ୍ଭାବନା ଅଛି । ହନୁମାନଙ୍କ କୃପାରୁ ବିଗିଡି କିମ୍ବା ଅଟକି ଥିବା କାମ ଶୀଘ୍ର ପୁରା ହେବ । ସବୁ ଜାଗାରେ ଆପଣଙ୍କୁ ସଫଳ ହେବାରେ କେହି ଅଟକାଇ ପାରିବେ ନାହିଁ । ଆପଣଙ୍କ ସମ୍ପର୍କରେ ସୁଧାର ଆସିବ ।

ମିଥୁନ

ଆଜି ନିଜ କଥା ଉପରେ ନିୟତ୍ରଣ ରଖିବା ବହୁତ ଆବଶ୍ୟକ ଅଟେ । ଉର୍ଣ୍ଣତିର ମାର୍ଗ ପ୍ରଶସ୍ତ ହେବ । ଚାକିରିରେ ଦାୟିତ୍ଵ ବଢିପାରେ । ପାର୍ଟନରଙ୍କ ସହଯୋଗ ମିଳିବ । ଆଜିର ଦିନ ଛାତ୍ର ମାନଙ୍କ ପାଇଁ ଟିକେ କଠିନ ହୋଇ ପାରେ । ଜୀବନସାଥିଙ୍କ ସହିତ ରୋମାନ୍ସ ଏବଂ ମନୋରଞ୍ଜନରେ ଦିନ ଅତିବାହିତ ହେବ, ଆପଣ ପରସ୍ପର ନିକଟତର ହୋଇ ପାରନ୍ତି । ହନୁମାନଙ୍କର ପୂଜା କରିବା ଆପଣଙ୍କ ଜୀବନ ପାଇଁ ଲାଭକାରୀ ରହିବ ଏବଂ ଆପଣଙ୍କ ଜୀବନରେ ହନୁମାନଙ୍କର କୃପା ରହିବ ।

କର୍କଟ

ଆଜି କୌଣସି ପାଖ ସାଙ୍ଗ ଆପଣକର ସାଥ ଦେବ । ଏହି ସାଙ୍ଗ ଆପଣଙ୍କ ଜୀବନସାଥୀ କିମ୍ବା ଭାଇ ଭଉଣୀ ମଧ୍ୟ ହୋଇ ପାରନ୍ତି । ଚିନ୍ତା ଏବଂ ଚାପରେ ବୃଦ୍ଧି ହେବ କିନ୍ତୁ ଆପଣଙ୍କ ପିଲାମାନେ ଘରେ ଖୁଶିର ବାତାବରଣ ସୃଷ୍ଟି କରି ପାରନ୍ତି । ଲାଭର ସୁଯୋଗ ମିଳିବ । କୌଣସି ଅପ୍ରତ୍ଯାଶିତ ଖର୍ଚ ସାମନାକୁ ଆସିବ । ଲୋନ କରିବାକୁ ପଡିପାରେ । ପୁରୁଣା ରୋଗ ଚିନ୍ତାର କାରଣ ହୋଇ ପାରେ । ଆଜି ଦିନରେ ଆପଣ ସାବଧାନ ରହିବା ଜରୁରୀ ଅଟେ । ସ୍ଵାସ୍ଥ୍ୟର ଖାସ ଧ୍ୟାନ ରଖନ୍ତୁ ।

ସିଂହ

ଆଜି ଆପଣଙ୍କୁ ନୂଆ ସୁଯୋଗ ଅପେକ୍ଷା କରିଛି । ପଢିବା ସମୟରେ ଏକାଗ୍ରତା ରଖିବା ପାଇଁ ପରିଶ୍ରମ କରିବାକୁ ପଡିବ । ଡର ରହିବ । ଯାତ୍ରା ଏବଂ ଶିକ୍ଷା ସବନ୍ଧିତ କାମ ଆପଣଙ୍କର ସଚେତନତାକୁ ବୃଦ୍ଧି କରିବ । କୌଣସି ନୂଆ ଜିନିଷ କିଣିବେ । ରୋଜଗାରରେ ବୃଦ୍ଧି ହେବ । ବ୍ୟବସାୟୀକ ଯାତ୍ରା ସଫଳ ରହିବ । ଶେୟାର ବଜାରରେ କାମ କରୁଥିବା ଲୋକଙ୍କୁ ଧନ ଲାଭ ହୋଇ ପାରେ ଏବଂ ବ୍ୟବସାୟ କରୁଥିବା ଲୋକ ନିଜ ଜୀବନରେ ପ୍ରଗତି କରି ପାରିବେ ।

କନ୍ୟା

ଆଜି କୌଣସି ବଡ ସମସ୍ୟାର ସାମନା କରିବେ । ଭାଗ୍ୟର ସାଥ ମିଳିବ । ନିଜ ଜୀବନ ଉପରେ ନିୟତ୍ରଣ ରଖନ୍ତୁ ଏବଂ ସମସ୍ତେ କଣ କହନ୍ତି କିମ୍ବା କରନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ ନାହିଁ । ଯଦି ଆପଣ ବହୁତ ଦିନ ଧରି ଫଳ ପାଇଁ ଅପେକ୍ଷା କରିଛନ୍ତି ତାହେଲେ ତାହା ଆଜି ଆପଣଙ୍କୁ ମିଳିପାରେ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । ସହଯୋଗୀଙ୍କ ସମସ୍ୟାକୁ ଧର୍ଯ୍ୟର ସହିତ ସମାଧାନ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ଆପଣ ହନୁମାନ ମନ୍ଦିନ ଯାଇ ଭଗବାନଙ୍କୁ ଦର୍ଶନ କରନ୍ତୁ । ଏହାଦ୍ୱାରା ଆପଣଙ୍କ ଜୀବନରେ ଆସୁଥିବା ସବୁ ସମସ୍ୟା ଦୂର ହୋଇଯିବ ।

ତୁଳା

ଆଜି ପରିବାର ଲୋକଙ୍କର ସହଯୋଗ ମିଳିବ । ଘରେ ଶାନ୍ତିର ବାତାବରଣ ରହିବ । ନିଜର ଇଛା ଏବଂ ଆବଶ୍ୟକତାକୁ ବୁଝିବା ପାଇଁ ଚେଷ୍ଟା କରିବେ ଏବଂ ତାହାର ବିଶ୍ଳେଷଣ କରିବେ ଯେମିତି କି କୌଣସି ସ୍ପଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରିବେ । ଆପଣଙ୍କୁ ହଠାତ କୌଣସି ବଡ ଖୁସି ଖବର ମିଳିପାରେ ଯାହାଦ୍ୱାରା ଆପଣଙ୍କ ମନ ଖୁସି ରହିବ । ଆପଣଙ୍କୁ ବ୍ୟବସାୟୀକ ରୂପରେ ମଧ୍ୟ ବାଧାର ସାମନା କରିବାକୁ ପଡିବ, କିନ୍ତୁ ଏହା ବହୁତ ଶୀଘ୍ର ଶେଷ ମଧ୍ୟ ହୋଇଯିବ । ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜିର ଦିନ ବହୁତ ଭଲ ଅଟେ ।

ବିଛା

ଆଜି ଆପଣଙ୍କୁ କାମରେ ସଫଳତା ଏବଂ ପ୍ରତିଯୋଗୀଙ୍କ ଉପରେ ବିଜୟ ମିଳିବା ଦ୍ଵାରା ଆପଣଙ୍କ ମନରେ ଖୁସି ରହିବ । ନିଜ ଅବସ୍ଥାର ଅଭିଯୋଗ କରିବା ଦ୍ଵାରା ଏବଂ ତାହାକୁ ନେଇ ଦୁଃଖି ହେବା ଦ୍ଵାରା କିଛି ହାସଲ କରିହେବ ନାହିଁ । ନିଜ କଥାରେ ମଧୁରତା ରଖନ୍ତୁ ଏବଂ ମତିଷ୍କକୁ ଶାନ୍ତ ରଖନ୍ତୁ । କର୍ଜ ନିଅନ୍ତୁ ନାହିଁ । ମଧୁମେହ ରୋଗୀଙ୍କୁ ଆଜି ବିଶେଷ ସାବଧାନ ରହିବା ଆବଶ୍ୟକ ଅଟେ କାରଣ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆଜିର ଦିନ ଆପଣଙ୍କୁ ଭଲ ଖବର ଦେଇ ଯିବ ।

ଧନୁ

ଆପଣଙ୍କୁ ଆପଣଙ୍କ ଅଫିସରେ କିମ୍ବା ଘରେ କଷ୍ଟ ଅନୁଭବ ହୋଇ ପାରେ । ବ୍ୟବସାୟୀ ଅନ୍ୟ ଉଜ୍ଵଳ ଯୋଜନା ସହିତ ଆଗାମୀ ନିବେଶ ପାଇଁ ଯୋଜନା ମଧ୍ୟ କରିବେ । କାରୋବର ସହିତ ଯୋଡି ହୋଇଥିବା କୌଣସି ଯାତ୍ରା କରି ପାରନ୍ତି । ଆପଣଙ୍କ ପ୍ରେମ ଜୀବନ ଭଲ ରହିବ । ପରିବାରର ଜଣେ ବୟସ୍କଙ୍କ ପରାମର୍ଶ ସୌଭାଗ୍ୟ ଏବଂ ସମୃଦ୍ଧି ଆଣିବ । ଆପଣଙ୍କ ଆଖପାଖର ଲୋକ ରାଗରେ ରହିବେ ଯାହାର ପ୍ରଭାବ ଆପଣଙ୍କ ମନ ଉପରେ ମଧ୍ୟ ପଡିପାରେ ।

ମକର

ଏହି ରାଶି ପାଇଁ ସମୟ ଅନୁକୂଳ ଅଛି କେବଳ ଟିକେ ପରିଶ୍ରମ ଦ୍ଵାରା ପୁରା ଫଳ ମିଳିବାର ସମ୍ଭାବନା ଅଛି । ପରିବାର ଲୋକ ଆପଣଙ୍କୁ ସହଯୋଗ କରିବେ । ଆପଣଙ୍କ ରାଗ ଉପରେ ନିୟତ୍ରଣ ରଖିବା ଆବଶ୍ୟକ ଅଟେ ନହେଲେ ଆପଣଙ୍କୁ ବଡ କ୍ଷତି ହୋଇ ପାରେ । ପାରିବାରିକ ଜୀବନ ଖୁସିରେ କଟିବ । ଆପଣଙ୍କ ଜୀବନରେ ଏକ ଗୁରୁତ୍ଵପୂର୍ଣ ପରିବର୍ତ୍ତନ ହୋଇ ପାରେ ଯାହାଦ୍ୱାରା ଆପଣଙ୍କୁ ଖୁସିର ଅନୁଭବ ହୋଇ ପାରେ ।

କୁମ୍ଭ

ଆଜି ଆପଣ ଅନ୍ୟ ମାନଙ୍କ କଥାରେ ଦଖଲ ଦିଅନ୍ତୁ ନାହିଁ । ସକାରାତ୍ମକ ରହିବେ, ଚିନ୍ତା ବାହିତ ଶୀଘ୍ର ଦୂର ହୋଇଯିବ । ଛୋଟ ରହଣିର ଆୟୋଜନ ଆପଣ କରି ପାରିବେ । କୌଣସି ପାଖ ଲୋକଙ୍କ ଠାରୁ ପରାମର୍ଶ ନେଇ କାମ ଆପଣଙ୍କ ପାଇଁ ଭଲ ହେବ । କାମରେ ନିର୍ଦ୍ଧାରିତ ସଫଳତା ପାଇବେ ନାହିଁ । ରୋଜଗାର କରିବା ଚେଷ୍ଟାରେ ସଫଳତା ମିଳିପାରେ । କୌଣସି ପାର୍ଟ ଟାଇମ କାମ ମଧ୍ୟ ଆପଣଙ୍କୁ ମିଳିପାରେ ।

ମୀନ

ଆଜି ତମ୍ବାର କୌଣସି ଜିନିଷ କିଣିବା ଲାଭଦାୟକ ହେବ । ଯାତ୍ରା ସବନ୍ଧିତ କାମରେ ନୂଆ ଟିପ୍ପଣୀରେ ପରିବର୍ତ୍ତନ କରି ପାରନ୍ତି । ଛାତ୍ର ମାନଙ୍କ ପାଇଁ ଆଜିର ଦିନ ଭଲ ଅଟେ । ଆପଣଙ୍କୁ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ ଭଲ ଲାଭ ଦେଖିବାକୁ ମିଳିବ । ହନୁମାନଙ୍କ କୃପାରୁ ଆଜି ଆପଣଙ୍କୁ ଅନେକ ସଫଳତା ମିଳିବ । ପ୍ରେମ ସବନ୍ଧିତ ଲୋକଙ୍କ ପାଇଁ ମଧ୍ୟ ଆଜିର ଦିନ ଭଲ ରହିବ । ଜୀବନର ଲକ୍ଷ ଉପରେ ଧ୍ୟାନ ଦେବେ । ସବୁଦିନ ନିଜ ରାଶି ସମ୍ବନ୍ଧରେ ଜାଣିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *