ସୁନ୍ଦର ଦେଖାଯିବା ପାଇଁ ସବୁ ସୀମା ଟପିଗଲେ Bollywood ର ଏହି 5 ଜଣ ହିରୋଇନ, ନମ୍ବର 4 ଙ୍କ କଥା ଜାଣିଲେ ତ ଆପଣ ବିଶ୍ଵାସ ବି କରି ପାରିବେନି

ବନ୍ଧୁଗଣ ସୁନ୍ଦରତା ପାଇଁ ବହୁତ ହିରୋଇନ ମାନଙ୍କୁ ବିଭିନ୍ନ ପ୍ରକାରର ପୁରସ୍କାର ମିଳିଥାଏ । କେତେଜଣଙ୍କୁ ମିସ ୱାର୍ଲ୍ଡ ଓ ମିସ ୟୁନିଭର୍ସର ଟାଇଟଲ ମଧ୍ୟ ମିଳିଛି । ହେଲେ ବଲିଉଡର କେତେଜଣ ଅଭିନେତ୍ରୀ ସୁନ୍ଦର ବା କିଛି ଅଲଗା ଦେଖାଯିବା ପାଇଁ ସର୍ଜରୀର ସାହାର୍ଯ୍ୟ ମଧ୍ୟ ନେଇଛନ୍ତି । ଏହା ଛଡା କେତେଜଣ ବ୍ରେଷ୍ଟ ଏନଲାର୍ଜମେଣ୍ଟ ସର୍ଜରୀ ମଧ୍ୟ କରାଇଛନ୍ତି । ଏହି ସର୍ଜରୀ କରି ଅଭିନେତ୍ରୀ ନିଜ ଫିଗରକୁ ସୁନ୍ଦର କରାଇ ଥାନ୍ତି । ବନ୍ଧୁଗଣ ଐଶ୍ଵର୍ୟ୍ୟା ରାୟ ମଧ୍ୟ ଏହି ସର୍ଜରୀର ସାହାରା ନେଇଥିଲେ ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି ଅଭିନେତ୍ରୀ ମାନଙ୍କର ନାମ କହିବୁ ଯେଉଁ ମାନେ ସୁନ୍ଦର ଦେଖାଯିବା ପାଇଁ ଏହି ସର୍ଜରୀର ସାହାରା ନେଇଥିଲେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ଶିଲ୍ପା ସେଟି- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ନିଶ୍ଚୟ ଜାଣିଥିବେ । ଦର୍ଶକ ମାନେ ଶିଲ୍ପାଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ଶିଲ୍ପା ନିଜର ଫିଗର ପାଇଁ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି, ହେଲେ ଶିଲ୍ପାଙ୍କ ସୁନ୍ଦରତା ପଛରେ କସମେଟିକ ସର୍ଜରୀ ଓ ବ୍ରେଷ୍ଟ ଏନଲାର୍ଜମେଣ୍ଟ ସର୍ଜରୀ ମଧ୍ୟ ରହିଛି । ହେଲେ ଏହା ବିଷୟରେ ବହୁତ କମ ଲୋକ ହିଁ ଜାଣିଛନ୍ତି ।


ବିପାଶା ବାସୁ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ବିପାଶା ବାସୁଙ୍କୁ ନିଶ୍ଚୟ ଜାଣିଥିବେ । ଏକ ରିପୋର୍ଟ ଅନୁସାରେ ଜଣା ପଡିଛି ବିପାଶା ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ବ୍ରେଷ୍ଟ ଏନଲାର୍ଜମେଣ୍ଟ ସର୍ଜରୀ କରିଦେଇଥିଲେ । ଏହା ବ୍ୟତୀତ ବିପାଶା ନିଜର ମଡେଲିଙ୍ଗ କାରିୟରରେ ମଧ୍ୟ ବିକିନି ଆଦି ବୋଲ୍ଟ ଫଟୋଜ ଉଠାଇ ନିଜ ଫିଗରର ପଦର୍ଶନ କରାଇଥିଲେ ।

କଙ୍ଗନା ରାଣାବତ- ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ କ୍ଵିନ କଙ୍ଗନା ରାଣାବତ । ବନ୍ଧୁଗଣ ‘ଜ୍ଞାଙ୍ଗଷ୍ଟାର’ ଫିଲ୍ମରେ ଡେବ୍ୟୁ କରିଥିବା ଅଭିନେତ୍ରୀ କଙ୍ଗନା ଫିଲ୍ମ ‘ରାସକେଲ୍ସ’ରେ ଅଭିନୟ କରିବା ପୂର୍ବରୁ ନିଜର ବ୍ରେଷ୍ଟ ଏନଲାର୍ଜମେଣ୍ଟ ସର୍ଜରୀ କରିଦେଇଥିଲେ । ଏହି ଫିଲ୍ମରେ ତାଙ୍କର ବିକିନି ଲୁକ୍ ବହୁତ ଅଧିକ ଭାଇରାଲ ହୋଇଥିଲା ।


ଆଈଶା ଟାକିଆ- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଆଈଶା ଟାକିଆ । ଆପଣ ମାନେ ସମସ୍ତେ ଆଈଶାଙ୍କୁ ବହୁତ ଫିଲ୍ମରେ ଅଭିନୟ କରିଥିବାର ଦେଖିଥିବେ । ହେଲେ ବର୍ତ୍ତମାନ ଆଈଶା ବଲିଉଡକୁ ତ୍ୟାଗ କରିସାରିଛନ୍ତି । ବନ୍ଧୁଗଣ ଆଈଶା ପ୍ରଥମେ ଏକ ଆଲବମ ଜରିଆରେ ବଲିଉଡରେ ଏଣ୍ଟ୍ରି କରିଥିଲେ ହେଲେ ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ଆଈଶା ନିଜର ବ୍ରେଷ୍ଟ ଏନଲାର୍ଜମେଣ୍ଟ ସର୍ଜରୀ କରିଦେଇଥିଲେ । ଯାହା ଫଳରେ ସେ ବଲିଉଡରେ ବହୁତ ଚର୍ଚାରେ ରହୁଥିଲେ ।

ମଲ୍ଲିକା ସେରାବତ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତ୍ରୀ ମଲ୍ଲିକା ସେରାବତଙ୍କୁ ନିଶ୍ଚୟ ଜାଣିଥିବେ । ବନ୍ଧୁଗଣ ବଲିଉଡରେ ଏଣ୍ଟ୍ରି କରିବା ପରେ ମଲ୍ଲିକା ବ୍ରେଷ୍ଟ ଏନଲାର୍ଜମେଣ୍ଟ ସର୍ଜରୀ କରିଥିଲେ । ହେଲେ ମଲ୍ଲିକା ଏହି କଥାକୁ କେବେ ହେଲେ ମାନି ନଥିଲେ । ଏହି ସର୍ଜରୀ କରିବା ପରେ ମଲ୍ଲିକା ବହୁତ ଚର୍ଚାରେ ରହିଥିଲେ ଓ ପୂର୍ବ ଅପେକ୍ଷା ବହୁତ ଅଧିକ ସୁନ୍ଦର ନଜର ଆସିଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *