ହେ ପ୍ରଭୁ ! ସୁନାମିର ପ୍ରଳୟଙ୍କାରୀ ତାଣ୍ଡବ, ଦେଖନ୍ତୁ Tsunami ର ଏହି Video

ବନ୍ଧୁଗଣ ବର୍ତ୍ତମାନ ପ୍ରତି ସେକେଣ୍ଡର ଜଳବାୟୁ ବଦଲୁଛି ଯାହାର ପ୍ରଭାବ ଏବେ ବାୟୁ ମଣ୍ଡଳରେ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି । ପୁରା ବିଶ୍ଵ ଏବେ ମହାମାରୀର ସମ୍ମୁଖୀନ ହେଉଥିବା ବେଳେ ଏବେ ଶୁଣିବାକୁ ମିଳୁଛି ଆଉ ଏକ ଘଟଣା । ଏକ ଜ୍ଵାଳାମୁଖୀ ଜ୍ଵାଳାର ସାଂଘାତିକ ଚିତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯଦିଓ ଏ ସବୁ ଘଟଣା ବାରମ୍ବାର ଘଟୁଛି କିନ୍ତୁ ଏ ସବୁ ହେଉଛି ବିଶ୍ଵ ପାଇଁ ସତର୍କର ଘଣ୍ଟି ।

ତା ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ନ୍ୟୁଜଲାଣ୍ଡ ପାସ୍ଵବର୍ତୀ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଏକ ଜ୍ଵଳାମୁଖୀ ବିସ୍ପରଣ ହୋଇଛି ।

ଯାହାଦ୍ୱାରା ପୃଥିବୀର ଚତୁଃଦିଗରେ କିଛି ଭିନ୍ନ ପରିସ୍ଥିତି ଉପୁଜିଥିଲା ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଏହି ଜ୍ଵାଳାମୁଖୀ ଆରମ୍ଭ ହୋଇ ଆଫ୍ରିକା ଯିବା ସହ ପୁଣି ସେହି ସ୍ଥାନକୁ ଫେରି ଆସିଥିଲା । ହେଲେ ଏହାର ରୂପ ଅତ୍ୟନ୍ତ ଭୟାବହ ଥିଲା । ଏହି ଜ୍ଵାଳାମୁଖୀର ନାମ ଟୋଙ୍ଗା ଦିଆଯାଇଛି ଏହି ବିସ୍ପରଣର ଶବ୍ଦ ୨୩୦୦ କିଲୋମିଟର ଯାଏଁ ଶୁଣା ଯାଇଥିଲା ଅର୍ଥାତ ଦିଲ୍ଲୀରୁ ଚେନାଇର ଦୁଆରତା ଯାଏଁ ।

ଏହା ସହ ୪ ଫୁଟ ଉଚ୍ଚ ସୁନାମୀର ଭୟଙ୍କର ପରିସ୍ଥିତି ସାମ୍ନାକୁ ଆସଥିଲା । ଯାହାର କ୍ଷତି ଅତ୍ୟନ୍ତ ଦୁଃଖ ଦାୟକ ଥିଲା । ଜ୍ଵାଳାମୁଖୀର ୨୨ କିଲୋମିଟର ଯାଏଁ କିଛି ବି ଦୃଶ୍ୟମାନ ହୋଇନଥିଲା ଏକ ଏଭଳି ପରିବେଶ ଯାହାକୁ ଦେଖିଲି କେହି ବି ବୟାନ କରିପାରିବେ ନାହିଁ । ସୁନାମୀ ୨୫୦ କିଲୋମିଟର ଯାଏଁ ତାର ତାଣ୍ଡବ ରଚିଛି । ବିଶେଷଜ୍ଞ ମାନଙ୍କ ମତରେ, ଟୋଙ୍ଗା ଜ୍ଵାଳାମୁଖୀ ୨୦୧୪ରେ ମଧ୍ୟ ଆସିଥିଲା । ଏଥର ଏହାର ତେଜ୍ ପାଖାପାଖି ୧୦୦୦ ଡିଗ୍ରୀ ରହିଥିଲା ।

ଏହା ୨୦୦୦ ଡିଗ୍ରୀ ସମୁଦ୍ର ପାଣିରେ ମିଶିବା ପରେ ଏହା ସଙ୍ଗେ ସଙ୍ଗେ ବିସ୍ପରଣ ହୋଇଥିଲା । ହେଲେ ବଡ କଥା ସମୁଦ୍ର ମଧ୍ୟରେ ଏହି ଜ୍ଵାଳାମୁଖୀ ମିଶି ଯାଇଥିଲା । ଏହା ବାୟୁ ମଣ୍ଡଳ ପାଇଁ ଖତରନାକ ମଧ୍ୟ ହୋଇପାରେ । ଏହି ବିଶପରଣ ୧୫ ଜାନୁୟାରୀ ୨୦୨୨ରେ ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *