ବନ୍ଧୁଗଣ ଗତ ବହୁତ ଦିନ ହେବ ଏସିଏଫ ସୋମ୍ୟ ରଞ୍ଜନ ମୃତ୍ୟୁ ମାମଲାର ତଦନ୍ତ ଚାଲିଛି । ପୋଲିସ ନିଜ ତଦନ୍ତ ଠିକ ଭାବରେ କରୁ ନାହାନ୍ତି ବୋଲି ସୋମ୍ୟଙ୍କ ପରିବାର ଲୋକ କହୁଛନ୍ତି । ଏହି ମାମଲାର ଅଧିକାଂଶ ପ୍ରମାଣ ବିଦ୍ୟାଙ୍କ ବିରୋଧରେ ରହିଛି ହେଲେ ପୋଲିସ ବିଦ୍ୟାଙ୍କୁ ଥାନାରେ ଜେରା ନକରି ତାଙ୍କ ଘରେ କରୁଛି ।
ପୋଲିସ ତଦନ୍ତ ଉପରେ ବହୁତ ପ୍ରଶ୍ନ ଉଠିଛି । ବିଦ୍ୟା ଭାରତୀଙ୍କୁ ନେଇ ପ୍ରତି ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି ହେଲେ ବର୍ତ୍ତମାନ ଯେଉଁ ବଡ ଖବର ବିଦ୍ୟାଙ୍କ ବିଷୟରେ ଆସିଛି ତାହା ବିଷୟରେ ଜାଣିଲା ପରେ ଆପଣଙ୍କ ହୋସ ଉଡିଯିବ । ବିଦ୍ୟା ଭାରତୀଙ୍କୁ ନେଇ ଏକ ବଡ ଖୁଲାସା ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ କଲେଜ ସମୟରୁ ବିଦ୍ୟା ଭାରତୀ ନିଜ ପ୍ରେମିକା ମାନଙ୍କ ସହ ସମ୍ପର୍କ ରଖି ଆସୁଛନ୍ତି । ଏହା ବିଷୟରେ ବିଦ୍ୟାଙ୍କ ଗାଁ ଲୋକ କହିଛନ୍ତି । ବିଦ୍ୟାଙ୍କ ବିଷୟରେ ତାଙ୍କ ଗାଁ ଲୋକ ଯେଉଁ ସବୁ କଥା କହୁଛନ୍ତି ତାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ।
ବିଦ୍ୟାଙ୍କ ଗାଁ ଲୋକଙ୍କ ମତରେ, ବିବାହ ପୂର୍ବରୁ ବିଦ୍ୟା ଅନେକ ପୁଅଙ୍କ ସହ ସମ୍ବନ୍ଧରେ ରହି ଆସିଛନ୍ତି । ବିବାହ ପୂର୍ବରୁ ଜ୍ୟୋତି ପାଣିଗ୍ରାହୀ, ଅକ୍ଷୟ ଓ ଅମିତ ଆଦି ଅନେକ ଯୁବକଙ୍କ ସହ ବିଦ୍ୟା ପ୍ରେମ ସ-ମ୍ବ-ନ୍ଧ ରଖିଥିଲେ । ବିବାହ ପରେ ବିଦ୍ୟା ଡିଏଫଓଙ୍କ ସହ ସ-ମ୍ବ-ନ୍ଧ-ରେ ରହିଥିଲେ । ସୁନ୍ଦରୀ ହେବାର ସଠିକ ଫାଇଦା ଉଠାଇ ଥିଲେ ବିଦ୍ୟା ।
ବନ୍ଧୁଗଣ ସମାଜ ସେବି ଆଦିତ୍ୟ ଦାସ ମାମଲାରେ କେନ୍ଦ୍ରବିନ୍ଦୁ ପାଲଟିଥିବା ସମାଜ ସେବି ସୁବାସିସ ଷଡଙ୍ଗୀ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ବଡ ଖୁଲାସା କରିଛନ୍ତି । ସୁବାସିସଙ୍କ ମତରେ, ବିଦ୍ୟା ଭାରତୀ ବିବାହ ପୂର୍ବରୁ ଅନେକ ପୁଅଙ୍କ ସହ ସମ୍ପର୍କ ରଖିଥିଲେ ।
ଏମିତିକି ସେ କଲେଜରେ ବହୁତ ବୟଫ୍ରେଣ୍ଡ ରଖିଥିଲେ । ହେଲେ ସୁବାସିସ ସେମାନଙ୍କ ନାମ ନେବାକୁ ମନା କରି ଏହି ବଡ ଖୁଲାସା କରିଛନ୍ତି । ସିବାସୀସ ଆଗକୁ କହିଛନ୍ତି- କଲେଜ ସମୟରେ ପଢିବା ବେଳେ ବିଦ୍ୟା ୨୦ ଦିନ ପର୍ଯ୍ୟନ୍ତ ଏକ ପୁଅ ସହ ସ-ମ୍ବ-ନ୍ଧ-ରେ ରହିଥିଲେ । ସେହି ପୁଅ ଜଣକ ତଳ ଜାତିର ଥିଲେ ଓ ପୁଅଟି ଗରିବ ଥିଲେ । ସେହି ପୁଅ ଜଣକଙ୍କ ବାପା ଏକ ଶିକ୍ଷକ ଥିଲେ । ସେତେବେଳେ ବିଦ୍ୟାଙ୍କ ବାପା ନିଜ ଝିଅକୁ କହିଲେ, ତା ପାଖରେ ପଇସା ନାହିଁ ଫେରି ଆସେ ।
ଏହା ପରେ ବିଦ୍ୟା ଫେରି ଆସିଥିଲେ । ବିଦ୍ୟାଙ୍କ ଦୋଷ ପ୍ରବଳ, ଖେଳ ମଧ୍ୟ ପ୍ରବଳ ହେଲେ ଆକ୍ଟିଙ୍ଗ ଦୁର୍ବଳ ବୋଲି ସୁବାସିସ କହିଛନ୍ତି । ଯେଉଁ ପିଲାଙ୍କ ସହ ବିଦ୍ୟା ପଳାଇ ଥିଲେ ସେ ବର୍ତ୍ତମାନ ଶିକ୍ଷକ ଚାକିରି କରି ବହୁତ ଖୁସିରେ ଅଛନ୍ତି । ବିଦ୍ୟା ସେହି ପୁଅ ସହ ସବୁ କିଛି କରିଛନ୍ତି । ବିବାହ ପୂର୍ବରୁ ବିଦ୍ୟା ପୁଣି ଆଉ ଜଣଙ୍କ ସହ ଏକ ମାସ ପାଇଁ ଫେରାର ହୋଇଯାଇଥିଲେ ।
ଏହା ପରେ ପୁଣି ତାଙ୍କ ବାପା ତାଙ୍କୁ ଫେରାଇ ଆଣି ଥିଲେ । ବିଦ୍ୟାଙ୍କ ଗାଁ ଲୋକଙ୍କ ଠାରୁ ଏଭଳି କିଛି ତଥ୍ୟ ସଂଗ୍ରହ କରିଛନ୍ତି ସମାଜ ସେବି ସୁବାସିସ ଷଡଙ୍ଗୀ । ତା ହେଲେ ବନ୍ଧୁଗଣ ବିଦ୍ୟାଙ୍କର ଏହି ସବୁ କାର୍ଣ୍ଣମା ଉପରେ ଆପଣ ମାନଙ୍କ ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।