ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ । ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ ।
ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି । ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ । ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ ।
ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ । ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ ।
ବିବାହ ଏକ ପବିତ୍ର ବନ୍ଧନ ବିବାହ କେବଳ ଦୁଇ ଜଣ ବ୍ୟକ୍ତି ଙ୍କ ଭିତରେ ନୁହେଁ ଦୁଇ ପରିବାର ଭିତରେ ହୋଇଥାଏ । କିନ୍ତୁ ବିବାହ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବ୍ୟକ୍ତି । ଅର୍ଥାତ ଭଲ ବ୍ୟକ୍ତି ସହ ବିବାହ କଲେ ଜୀବନ ସୁଖ ମେ ହୋଇଥାଏ । କିନ୍ତୁ ଖରାପ ବ୍ୟକ୍ତି ସହ ବିବାହ କଲେ ଜୀବନରେ ଦୁଃଖ ର ଲହରୀ ଆସିଯାଏ । ତେଣୁ ବିବାହ ସର୍ଵଦା ଭାବି ଚିନ୍ତି ଏବଂ ସତର୍କତା ର ସହିତ କରିବା ଆବଶ୍ୟକ । ଶାସ୍ତ୍ର ଅନୁସାରେ ଏପରି କିଛି ନାରୀ ଅଛନ୍ତି ଯେଉଁ ମାନଙ୍କ ସହିତ ଭୁଲ ରେ ବି ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ । ତେବେ ସେ ସ୍ତ୍ରୀ ମାନେ କିଏ ଆସନ୍ତୁ ଜାଣିନେବା ।
୧- ପ୍ରଥମ ରେ ହେଉଛି ଅବିବାହିତ ସ୍ତ୍ରୀ । ଶାସ୍ତ୍ର ଅନୁସାରେ ଏକ ପୁରୁଷ କୁ କେବେବି ଅବିବାହିତ ନାରୀ ସହିତ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ ଏହାକୁ ପାପ ର ସ୍ଥାନ ଦିଆ ଯାଇଛି । ସର୍ଵଦା ବିବାହ ପରେ ହିଁ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ । ଏବଂ ଯଦି କୌଣସି ବ୍ୟକ୍ତି ଅବିବାହିତ ନାରୀ ସହ ସମ୍ପର୍କ ରଖୁଛି । ତେବେ ତାକୁ ସେହି ନାରୀ ସହିତ ବିବାହ କରିବାକୁ ପଡିବ ।
୨- ଦ୍ୱିତୀୟ ରେ ହେଉଛି ବିଧବା ସ୍ତ୍ରୀ । ବିଧବା ସ୍ତ୍ରୀ ସହିତ କୌଣସି ବ୍ୟକ୍ତି କୁ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ । ଯଦି କିଏ ଭୁଲ ରେ ରଖେ ତେବେ ତାକୁ ତା ସହିତ ବିବାହ କରିବାକୁ ପଡ଼ିବ । ଏବଂ ଶାସ୍ତ୍ର ରେ ଏହାକୁ ଘୋର ପା-ପ ବୋଲି କୁହାଯାଇଛି ।
୩- ତୃତୀୟ ରେ ହେଉଛି ଵ୍ରହ୍ମ ଚାରୀ ପାଳନ କରୁଥିବା ସ୍ତ୍ରୀ । କୌଣସି ବି ସ୍ତ୍ରୀ ଯଦି ଵ୍ରହ୍ମ ଚାରିଣୀ କିମ୍ବା କୌଣସି ତପସ୍ୟା କରୁଥାଏ ତେବେ ତାହା ସହ କେବେବି ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ଉଚିତ ନୁହେଁ । ଏହା ଦ୍ୱାରା ତାର ସାଧନା ଭଙ୍ଗ ହୁଏ ଏବଂ ଆପଣ ପା-ପି ହୋଇ ଯାଆନ୍ତି ।
୪- ଚତୁର୍ଥ ରେ ହେଉଛି ବନ୍ଧୁ ର ସ୍ତ୍ରୀ । ନିଜ ବନ୍ଧୁ ର ପତ୍ନୀ ବିଷୟରେ ଖରାପ ଚିନ୍ତା ଧାରା ରଖିବା ଏବଂ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାପ ଅଟେ । ଏହା ନିଜ ବନ୍ଧୁ ସହ ବିଶ୍ୱାସ ଘା-ତ-କ-ତା ମଧ୍ୟ ।
୫-ପଞ୍ଚମ ରେ ହେଉଛି ଶିଷ୍ୟ ର ପତ୍ନୀ । ଗୁରୁ ଏବଂ ଶିଷ୍ୟ ର ସମ୍ପର୍କ ସବୁଠୁ ପବିତ୍ର ଏବଂ ଶୁଦ୍ଧ । ତେଣୁ ଏଥିରେ କୌଣସି ପାପ କୁ ସାମିଲ କରିବା ଉଚିତ ନୁହେଁ । ନିଜ ଶିଷ୍ୟର ପତ୍ନୀ ଙ୍କ ସହ ଶା-ରୀ-ରି-କ ସ-ମ୍ପ-ର୍କ ରଖିବା ମହାପାପ ଅଟେ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ