ଦେଖନ୍ତୁ Video: ସ୍ତ୍ରୀ କୁ ହରାଇ ମୁଣ୍ଡ ପିଟି କାନ୍ଦୁଛି ସ୍ଵାମୀ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି, ଆପଣଙ୍କ ଆଖିରେ ବି ଲୁହ ରହିବନି…

ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ର ସବୁ ଘଟଣା ଦେଖି ନିଶ୍ଚିତ ଆପଣ ଦୁଃଖିତ ଏବଂ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ଏହା ଛଡା ଆପଣ ବହୁତ ଚିନ୍ତା ରେ ରହୁଥିବେ କାରଣ ସବୁ ଦିନ କିଛି ନା କିଛି ଖରାପ ଖବର ଶୁଣିବାକୁ ମିଳୁଛି ।

କିଏ କରୋନା ରେ ମୃ-ତ୍ୟୁ ବରଣ କରିଛି ତ କିଏ ଦୁ-ର୍ଘ-ଟ-ଣା ରେ ମୃ-ତ୍ୟୁ ବରଣ କରୁଛି । ତେବେ ବର୍ତ୍ତମାନ ସେହି ଭଳି ଏକ ଦୁଃଖଦ ଖବର ଶୁଣିବାକୁ ମିଳିଛି ସୋର ଅଞ୍ଚଳ ରୁ । ଜଣେ ଗ-ର୍ଭ-ବ-ତୀ ପ୍ର-ସ-ବ ଯ-ନ୍ତ୍ର-ଣା ସ-ହି ନ ପାରି ସେ ମୃ-ତ୍ୟୁ ବରଣ କରିଛନ୍ତି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟରେ ଆଲୋଚନା କରି ନେବା ।

ସୋର ଅଞ୍ଚଳ ର ଜଣେ ବାସିନ୍ଦା ଯିଏ କି ନିଜ ପରିବାର ସହିତ ରୁହନ୍ତି ତେବେ ତାଙ୍କ ସ୍ତ୍ରୀ ଗ-ର୍ଭ-ବ-ତୀ ଥିଲେ କିନ୍ତୁ ସେ ନିଜର ଯ-ନ୍ତ୍ର-ଣା କୁ ସ-ହି ନ ପାରି ସବୁଦିନ ପାଇଁ ଆଖି ବୁଜି ଦେଇଛି ।
ତେବେ ତାଙ୍କ ସ୍ୱାମୀ ଙ୍କ ଅନୁସାରେ ସେହି ମହିଳା ଜଣକ ସକାଳୁ ସୁସ୍ଥ ଥିଲେ ଠିକ ଥିଲେ ।

ଗାଧୋଇ ଖାଇ ପିଇ ନିଜର କାମ କରୁଥିଲେ ତେବେ ହଠାତ ସେ ନିଜର ଅଣ୍ଟା ବିନ୍ଧା ହେଉଛି ବୋଲି କହିଲେ ଏବଂ ତାଙ୍କ ସ୍ୱାମୀ ଅଣ୍ଟା ଚିପିଦେଲେ କିନ୍ତୁ ସେତେବେଳେ ତାଙ୍କ ସ୍ତ୍ରୀ କହିଲେ କି ତାଙ୍କୁ ପ୍ର-ସ-ବ ଯ-ନ୍ତ୍ର-ଣା ଆରମ୍ଭ ହେଉଛି ।

ତେବେ ଏହା ଶୁଣି ତାଙ୍କ ସ୍ୱାମୀ ଆଶା ଦିଦି ଙ୍କୁ ଡାକିଲେ ଏବଂ ଆମ୍ବୁଲାନ୍ସ ରେ ଡାକ୍ତର ଙ୍କ ପାଖକୁ ନେଇଗଲେ । ତେବେ ହସ୍ପିଟାଲରେ ପହଁଚିବା ପରେ ଡାକ୍ତର ତାଙ୍କ ଗ-ର୍ଭ-ବ-ତୀ ସ୍ତ୍ରୀ ଙ୍କୁ ମୃ-ତ୍ୟୁ ବୋଲି ଘୋଷଣା କରିଛନ୍ତି । ତେବେ ଆଶା ଦିଦି ମଧ୍ୟ କହିଛନ୍ତି କି ସେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ନେଇ ଯାଇଥିଲେ କିନ୍ତୁ ଅଧ ଘଂଟା ଯିବା ପରେ ସେ ସେହି ଆମ୍ବୁଲାନ୍ସ ରେ ହିଁ ଆଖି ବୁଜି ଦେଲେ ।

ତେବେ ଏହି ଖବର ତାଙ୍କ ପରିବାର କୁ ବହୁତ ମ-ର୍ମା-ହ-ତ ଏବଂ ଭା-ଙ୍ଗି ଦେଇଛି । ତାଙ୍କ ସ୍ୱାମୀ ନିଜ ସ୍ତ୍ରୀ ଏବଂ ପିଲା ଙ୍କୁ ହରାଇ ଅସହାୟ ହୋଇ ପଡିଛନ୍ତି ଏବଂ ନିଜ ସ୍ତ୍ରୀ କୁ ଧରି ବହୁତ ଜୋର ରେ କାନ୍ଦୁଛନ୍ତି ମଧ୍ୟ । ଏହି ଦୃଶ୍ୟ ଦେଖି ସମସ୍ତ ଙ୍କ ଆଖି ଭିଜି ଯାଇଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *