ସ୍ତ୍ରୀ କୁ ସ୍ଵାମୀ ଉପରେ ହେଲା ସନ୍ଦେହ ତ ଚୁପକେ ସେ ଲଗେଇଦେଲା ସିସିଟିଭି କ୍ୟାମେରା, ଆଉ ତା’ ପରେ ଦେଖିଲା କିଛି ଏମିତି କି ଉଡିଗଲା ହୋସ

ବନ୍ଧୁଗଣ ଏହି ଦୁନିଆର ସମସ୍ତ ସମ୍ପର୍କ ମଧ୍ୟରୁ ସ୍ଵାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ଅଧିକ ଅମୂଲ୍ୟ ହୋଇଥାଏ । ଏହି ସମ୍ପର୍କ ପ୍ରେମ ଓ ବିଶ୍ଵାସର ସମ୍ପର୍କ ଅଟେ । ଯେତେବେଳେ ଏହି ସମ୍ପର୍କରେ ଉଭୟଙ୍କ ମଧ୍ୟରେ ସ-ନ୍ଦେ-ହ ଆଦି ଆସିଥାଏ ସେତେବେଳେ ଏହି ସମ୍ପର୍କ ଧୀରେ ଧୀରେ ଭାଙ୍ଗିବାରେ ଲାଗେ ।

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ସ୍ଵାମୀ ସ୍ତ୍ରୀଙ୍କ ଜୀବନ ସହ ଜଡିତ ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା ସାମ୍ନାକୁ ଆସିଛି । ଏହି ମାମଲାଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ମାମଲା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମା-ମ-ଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମା-ମ-ଲା ବିଷୟରେ । 

ମିଡିଆ ରିପୋର୍ଟ ଅନୁସାରେ ଏହି ମା-ମ-ଲା-ଟି ହେଉଛି ଗୋରଖପୁରର ହାଥିତାଲ କଲୋନୀର । ଏହି ସ୍ଥାନରେ ହିମାଂଶୁ ଅଗ୍ରୱାଲ ନାମକ ଏକ ବିଦ୍ୟୁତ ମଣ୍ଡଲର ଇଞ୍ଜିନିୟର ରହୁଥିଲେ । ହଠାତ ତାଙ୍କ ଘରୁ ଲକ୍ଷ ଲକ୍ଷ ଟଙ୍କା ଚୋ-ରୀ ହୋଇଯାଇଛି । ଯେତେବେଳେ ପୋ-ଲି-ସ ଏହାର ତ-ଦ-ନ୍ତ କରିଲା ସେତେବେଳେ ଜଣା ପଡିଥିଲା ଏହି ଚୋ-ରୀ ଆଉ କେହି ନୁହେଁ ହିମାଂଶୁଙ୍କ ପତ୍ନୀ କରିଛନ୍ତି । ସିସି ଟିଭି ଫୁଟେଜ ଦ୍ଵାରା ଏହି ମାମଲା ବିଷୟରେ ଜଣା ପଡିଥିଲା । 


ବନ୍ଧୁଗଣ ଏମପିଇବିର ସିନିୟର ଇଞ୍ଜିନିୟର ହିମାଂଶୁ ଅଗ୍ରୱାଲଙ୍କ ପତ୍ନୀ ମଧ୍ୟ ସେହି ସ୍ଥାନରେ ଇଞ୍ଜିନିୟର ଭାବେ କାମ କରୁଥିଲେ । ୨୦୧୫ ମସିହାରେ ହିମାଂଶୁ ଓ ତାଙ୍କ ପତ୍ନୀ ବର୍ଷିକା ଅଗ୍ରୱାଲ ପ୍ରେମ ବିବାହ କରିଥିଲେ । ବିବାହ ହେବାର କିଛି ମାସ ପରେ ଏହି ଦୁଇଜଣଙ୍କ ମଧ୍ୟରେ ଅନେକ ବା-ଦ-ବି-ବା-ଦ ଲାଗି ରହିଥିଲା ତେଣୁ ଏହି ଦୁଇଜଣ ଅଲଗା ହୋଇ ରହିବାକୁ ଲାଗିଥିଲେ । 

ଗତ ଶୁକ୍ରବାର ଦିନ ଯେତେବେଳେ ହିମାଂଶୁ ନିଜ ଘରକୁ ଫେରିଲେ ସେତେବେଳେ ସେ ଦେଖିଲେ ତାଙ୍କ ଘରର ତାଲା ଭା-ଙ୍ଗି ଯାଇଛି ଓ ଘରର ସମସ୍ତ ଜିନିଷ ଏପଟସେପଟ ହୋଇ ପଡିଥିଲା । ହିମାଂଶୁ ଏହାକୁ ଦେଖି ଜାଣିପାରିଥିଲେ ଯେ ତାଙ୍କ ଘରେ ଚୋ-ରୀ ହୋଇଛି ସେହି ସମୟରେ ସେ ତୁରନ୍ତ ପୋ-ଲି-ସ-କୁ ଏହାର ସୂଚନା ଦେଇଥିଲେ । ଏହା ପରେ ସ୍ଥାନୀୟ ପୋ-ଲି-ସ କର୍ମୀ ମାନେ ସେହି ସ୍ଥାନରେ ପହଞ୍ଚି ଘ-ଟ-ଣା-ର ତ-ଦ-ନ୍ତ କରିଥିଲେ । 

ପୋ-ଲି-ସ ଘରର ଛାନ ବିନ କରିଥିଲା ଓ ଘରେ ଲାଗିଥିବା ସିସି ଟିଭି କ୍ୟାମେରାର ଫୁଟେଜକୁ ମଧ୍ୟ ଦେଖିଥିଲା  । ସିସି ଟିଭି କ୍ୟାମେରା ଦେଖିବା ଦ୍ଵାରା ଜଣା ପଡିଥିଲା ଯେ, ସେହି ଚୋ-ରୀ ଆଉ କେହି ନୁହେଁ ହିମାଂଶୁଙ୍କ ନିଜ ପତ୍ନୀ କରିଛନ୍ତି । ସିସି ଟିଭି ଫୁଟେଜରେ ଏମିତି ବହୁତ ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା । ସିସି ଟିଭି କ୍ୟାମେରାରୁ ଜଣା ପଡିଥିଲା ଯେ, ସନ୍ଧ୍ୟା ୬ ଟା ୪୭ ମିନିଟରେ ବର୍ଷିତା ଦୁଇଟି ଯୁବକଙ୍କ ସହ ଘରେ ପଶିଥିଲେ । ସେହି ଦୁଇଟି ଯୁବକଙ୍କୁ ସେ ଘର ତାଲା ଭା-ଙ୍ଗି-ବା ପାଇଁ ଡକେଇ ଥିଲେ । 


ଏହା ପରେ ସେ ଘରେ ପଶି ସମସ୍ତ ସୁନା ଗହଣା ଓ ହିମାଂଶୁଙ୍କ ଜରୁରୀ କାଳୀନ କାଗଜ ପତ୍ର ଆଦିକୁ ଚୋ-ରୀ କରି ସେହି ଦୁଇ ଯବକଙ୍କ ସହ ଏକ ମଟର ସାଇକେଲରେ ବସି ଚାଲି ଯାଇଥିଲେ । ହିମାଂଶୁଙ୍କ ସହ ପୋ-ଲି-ସ ଏହି ମା-ମ-ଲା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଯାଇଛି । ବର୍ତ୍ତମାନ ପୋ-ଲି-ସ ଏହି ମାମଲାର ତ-ଦ-ନ୍ତ କରୁଛି ଓ ବହୁତ ଶୀଘ୍ର ହିମାଂଶୁଙ୍କ ପତ୍ନୀ ଧରା ପଡିବେ ବୋଲି ପୋ-ଲି-ସ କହିଛି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *