ସାପକୁ ରାକ୍ଷୀ ବାନ୍ଧି ସବୁ ଦିନ ପାଇଁ ଶୋଇଗଲା ଭାଇ, ଏହି ଭାଇରାଲ Video ରେ ଦେଖନ୍ତୁ ଛାତିଥରା ଦୃଶ୍ୟ, ଆପଣଙ୍କ ଆଖିରେ ବି ଆସିଯିବ ଲୁହ !

ବନ୍ଧୁଗଣ ଗତ ରବିବାର ଥିଲା ରାକ୍ଷୀ ପୂର୍ଣ୍ଣିମା ପର୍ବ । ଏହା ହେଉଛି ଆମ ହିନ୍ଦୁ ମାନଙ୍କ ପାଇଁ ଏକ ମହତ୍ଵପୂର୍ଣ୍ଣ ପର୍ବ । ଏହି ପର୍ବରେ ସମସ୍ତ ଭଉଣୀ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥାନ୍ତି । ୨୨ ଅଗଷ୍ଟ ଦିନ ସମସ୍ତ ଭାଇ ଭଉଣୀ ମାନେ ବହୁତ ଖୁସି ଓ ଆନନ୍ଦର ସହ ଏହି ପର୍ବ ପାଳନ କରିଥିଲେ । ହେଲେ ଏହି ଦୁନିଆରେ ଏପରି କିଛି ମହାନ ଲୋକ ଅଛନ୍ତି ଯେଉଁ ମାନେ କିଛି ଭିନ୍ନ କାମ କରିବା ପାଇଁ ଚେଷ୍ଟା କରନ୍ତି ।

ଏହି ରାକ୍ଷୀ ପୂର୍ଣ୍ଣିମାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯାହା ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହିଛି । ଏହି ରାକ୍ଷୀ ପୂର୍ଣ୍ଣିମାରେ ଏକ ଲୋକ ସାପକୁ ରାକ୍ଷୀ ବାନ୍ଧୁ ଥିଲା ହେଲେ ଗିଫ୍ଟରେ ସାପ ଚୋ-ଟ ଖା-ଇ-ଲା । ବ୍ୟକ୍ତି ଜଣକ ସାପ ଚୋ-ଟ ଖା-ଇ ନିଜ ଜୀବନ ହରାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।

ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ବିହାରର ସାରଣ ଜିଲ୍ଲାର ମନମୋହନ ସାପ ଚୋ-ଟ-ରେ ଜୀବନ ହରାଇଛନ୍ତି । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଭାଇ ସମସ୍ତଙ୍କୁ ଛାଡି ଚାଲିଯାଇଛି । ମନମୋହନ ସାପକୁ ରାକ୍ଷୀ ବାନ୍ଧିବାକୁ ନିଜ ଭଉଣୀକୁ କହିଥିଲେ। କିନ୍ତୁ ସେ ଭୟ ପାଇ ଏଥିରୁ ଦୂରେଇ ରହିଥିଲେ । ପରେ ମନମୋହନ ଦୁଇଟି ସାପକୁ ଧରି ମୁଣ୍ଡରେ ଟିକା ଲଗାଇ ରାକ୍ଷୀ ବାନ୍ଧୁଥିଲେ ।

କିନ୍ତୁ ତାଙ୍କୁ ଜଣାନଥିଲା ଏହି ରକ୍ଷାବନ୍ଧନ ତାଙ୍କ ଜୀବନର ଶେଷ ଦିନ । ଟୀକା ଲଗାଇବା ସମୟରେ ଦୁଇଟି ସାପ ମଧ୍ୟରୁ ଗୋଟିଏ ସାପ ମନମୋହନଙ୍କ ଗୋଡ ଆଙ୍ଗୁଠିକୁ ଚୋ-ଟ ମା-ରି-ଥି-ଲା । ସେହି ସମୟରେ ମନମୋହନ କିଛି ବୁଝିପାରିଲେ ନାହିଁ । ଏହାର ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ୍‌ ହେଉଛି । ପ୍ରକୃତରେ ମନମୋହନ ସାପକୁ ଭାରି ଭଲ ପାଉଥିଲେ ।

ବି-ଷ-ଧ-ର ସାପକୁ ଉ-ଦ୍ଧା-ର କରି ଦୂର ସ୍ଥାନରେ ଛାଡ଼ୁଥିଲେ ମନମୋହନ । ଏପରିକି ସାପ ସହ ତାଙ୍କର ଦୋସ୍ତି ପ୍ରାୟ ୧୦ ବର୍ଷର ଥିଲା । ସାପ କା-ମୁ-ଡି-ବା-ରେ ମଧ୍ୟ ମନମୋହନ ବହୁତ ଖୁସି ଆନନ୍ଦରେ ରାକ୍ଷୀ ପାଳନ କରିଥିଲେ । ହେଲେ କିଛି ସମୟ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା ।

ପରିବାର ଲୋକ ତାଙ୍କୁ ହସ୍ପିଟାଲ ନନେଇ ଝଡାଫୁଙ୍କା କରିଥିଲେ । ହେଲେ ଝଡାଫୁଙ୍କାରେ କିଛି ଭଲ ରେଜଲ୍ଟ ନମିଳିବାରୁ ତାଙ୍କୁ ଶେଷ ଅବସ୍ତାରେ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲ ପହଞ୍ଚିବା ମାତ୍ରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *