ବନ୍ଧୁଗଣ ଆପଣ ମାନେ ଆପଣ ମାନେ ସମସ୍ତେ ବିଭିନ୍ନ ପ୍ରକରାର ପିମ୍ପୁଡି ନିଶ୍ଚୟ ଦେଖିଥିବେ ଓ ଆପଣ ମାନଙ୍କୁ ପିମ୍ପୁଡି ମଧ୍ୟ ନିଶ୍ଚୟ କା-ମୁ-ଡି-ଥିବ । ସାଧାରଣତଃ ଯେତେବେଳେ ପିମ୍ପୁଡି ଆମକୁ କା-ମୁ-ଡି ଦିଏ ସେତେବେଳେ ସେହି କା-ମୁ-ଡି ଥିବା ସ୍ଥାନରେ କିଛି ମିନିଟ ପର୍ଯ୍ୟନ୍ତ ଅଳ୍ପ କଷ୍ଟ ହୋଇଥାଏ ଓ ପରେ ତାହା ଠିକ ହୋଇଯାଇଥାଏ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ପିମ୍ପୁଡି ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ପିମ୍ପୁଡି ବିଷୟରେ କହିବାକୁ ଯାଉଛୁ ତାହା ବହୁତ ମା-ରା-ତ୍ମ-କ ଅଟେ । ଏହି ପିମ୍ପୁଡି କା-ମୁ-ଡି-ଲେ ମାତ୍ର ୧୫ ମିନିଟ ମଧ୍ୟରେ ମା-ଡି-ଆସେ ମୃ-ତ୍ୟୁ । ଆପଣ ମାନେ ନିଶ୍ଚୟ ଏହି କଥା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହୋଇଥିବେ ହେଲେ ଏହା ସତ ।
ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମା-ରା-ତ୍ମ-କ ପିମ୍ପୁଡି ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମା-ରା-ତ୍ମ-କ ପିମ୍ପୁଡି ବିଷୟରେ । ବନ୍ଧୁଗଣ ଏହି ପିମ୍ପୁଡିର ନାମ ହେଉଛି ବୁଲ୍ଡଗ ପିମ୍ପୁଡି ଓ ଏହା ହେଉଛି ଦୁନିଆର ସବୁଠାରୁ ମା-ରା-ତ୍ମ-କ ପିମ୍ପୁଡି । ଏହି ପିମ୍ପୁଡି ଯଦି କୌଣସି ମଣିଷକୁ କା-ମୁ-ଡି ଦିଏ ତା ହେଲେ ସେହି ମଣିଷ ମାତ୍ର ୧୫ ମିନିଟ ମଧ୍ୟରେ ନିଜ ପ୍ରାଣ ହରାଇଥାଏ । ଏହି ପିମ୍ପୁଡି ସାଧାରଣତଃ ଅଷ୍ଟ୍ରେଲିଆର କୋଷ୍ଟାଲ ଏରିଆରେ ଦେଖିବାକୁ ମିଳିଥାଏ ।
ଏହି ପ୍ରଜାତିର ପିମ୍ପୁଡି ବହୁତ ବି-ପ-ଦ ଜ-ନ-କ ଓ ଭ-ୟା-ନ-କ ହୋଇଥାଏ । ଜାତୀୟ ଗଣ ମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ଏପର୍ଜ୍ଯନ୍ତ ଏହି ପିମ୍ପୁଡି ୩ ଜଣଙ୍କ ଜୀବନ ନେଇସାରିଛି । ତେବେ ଏହି ପିମ୍ପୁଡି ଅତ୍ୟନ୍ତ ଆ-କ୍ରା-ମ-କ ହେବା ସହିତ ଏହା ଦ୍ରୁତ ଗତିରେ ଆ-କ୍ର-ମ-ଣ କରିଥାଏ । ବନ୍ଧୁଗଣ ଏହି ପିମ୍ପୁଡିର ପ୍ରତ୍ୟକ ଆ-ଟା-କ-ରେ ଭ-ୟ-ଙ୍କ-ର ବି-ଷ ରହିଥାଏ ।
ସୂଚନା ଅନୁଯାଇ ଏହି ପିମ୍ପୁଡି ଏତେ ମା-ରା-ତ୍ମ-କ ଯେ ଯଦି ଏହା କୌଣସି ମଣିଷକୁ କା-ମୁ-ଡି-ଥା-ଏ ତା ହେଲେ କେବଳ ୧୫ ମିନିଟ ମଧ୍ୟରେ ସେହି ମଣିଷର ମୃ-ତ୍ୟୁ ହେବାର ସମ୍ଭାବନା ରହିଛି । ବନ୍ଧୁଗଣ ଏହି ଭ-ୟ-ଙ୍କ-ର ପିମ୍ପୁଡିର ସନ୍ଧାନ ୧୭୯୩ ମସିହାରେ ହୋଇଥିଲା । ମିଳିଥିବା ସୂଚନା ଅନୁସାରେ ଏହି ପ୍ରଜାତିର ପିମ୍ପୁଡିର ଆୟୁଷ ମାତ୍ର ୨୧ ଦିନ ଅଟେ ।
ଏହି ପିମ୍ପୁଡିର ଆକାର ହେଉଛି ୨୦ ଏମଏମ ଓ ଏହାର ଓଜନ ୦.୦୧୫ ଗ୍ରାମ ଅଟେ । ବନ୍ଧୁଗଣ ଏହି ପିମ୍ପୁଡିଟି ଅତ୍ୟନ୍ତ ମା-ରା-ତ୍ମ-କ ଅଟେ । ତେବେ ଏଥିରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଧନ୍ୟବାଦ ।