South ଇଣ୍ଡଷ୍ଟ୍ରି ର 4 ଜଣ ଫେମସ ଅଭିନେତା ଯେଉଁମାନେ 2-3 ଥର କରିଛନ୍ତି ବିବାହ, 1 ନମ୍ବର Actor ଙ୍କ ବିଷୟରେ ଜାଣିଲେ ତ ଆପଣ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସାଉଥର ଏପରି କିଛି ଦିଗଜ ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଦୁଇ ରୁ ଅଧିକ ଥର ବିବାହ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତା ମାନେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ, ଯେଉଁ ମାନଙ୍କ ବିବାହ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।

ପ୍ରକାଶ ରାଜ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସାଉଥ ଓ ବଲିଉଡର ଦିଗଜ ଖଳନାୟକ ପ୍ରକାଶ ରାଜ । ଆପଣ ମାନେ ସମସ୍ତେ ପ୍ରକାଶଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ହେଲେ ବନ୍ଧୁଗଣ ପ୍ରକାଶ ୧୯୯୪ ମସିହାରେ ପ୍ରଥମେ ଲଳିତା କୁମାରୀଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି ହେଲେ ବନ୍ଧୁଗଣ ୨୦୦୯ ମସିହାରେ ପ୍ରକାଶ ଲଳିତାଙ୍କୁ ତଲାକ ଦେଇଥିଲେ । ଏହାପରେ ସେ ୨୦୧୦ ମସିହାରେ ପୋନି ବର୍ମାଙ୍କ ସହ ଦୁତୀୟ ବିବାହ କରିଥିଲେ ଓ ଏହି ଦୁଇଜଣଙ୍କର ଗୋଟେ ପୁଅ ମଧ୍ୟ ଅଛି ।

କମଲ ହସନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା କମଲ ହସନ । କମଲ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ହେଲେ ବନ୍ଧୁଗଣ କମଲ ୧୯୭୮ ମସିହାରେ ପ୍ରଥମେ ବାନୀ ଗଣପତିଙ୍କ ସହ ବିବାହ କରିଥିଲେ ।

ହେଲେ ବନ୍ଧୁଗଣ ଏହି ଦୁଇଜଣଙ୍କ ସମ୍ପର୍କ ୧୯୮୮ ମସିହାରେ ଭାଙ୍ଗି ଯାଇଥିଲା । ଏହାପରେ ସେ ୧୯୮୮ ମସିହାରେ ଅଭିନେତ୍ରୀ ସାରିକାଙ୍କୁ ବିବାହ କରିଥିଲେ କିନ୍ତୁ ବନ୍ଧୁଗଣ ୨୦୦୪ ମସିହାରେ କମଲ ତାଙ୍କୁ ତଲାକ ଦେଇଥିଲେ । ସାରିକା ଓ କମଲଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଯେଉଁ ମାନଙ୍କୁ ଆପଣ ଫିଲ୍ମରେ ଦେଖିଥିବେ ।


ନାଗାର୍ଜୁନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା ନାଗାର୍ଜୁନ । ନାଗାର୍ଜୁନ ସାଉଥରେ ବହୁତ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ନାଗାର୍ଜୁନ ପ୍ରଥମେ ୧୯୮୪ ମସିହାରେ ଲକ୍ଷ୍ମୀ ଦଗୁବତୀଙ୍କ ସହ ବିବାହ କରିଥିଲେ ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ୧୯୯୦ ମସିହାରେ ଭାଙ୍ଗି ଯାଇଥିଲା । ଏହାପରେ ନାଗାର୍ଜୁନ ଅମଲାଙ୍କ ସହ ୧୯୯୨ ମସିହାରେ ଦୁତୀୟ ବିବାହ କରୁଥିଲେ । ନାଗାର୍ଜୁନଙ୍କର ଦୁଇଟି ସ୍ତ୍ରୀଙ୍କର ଦୁଇଟି ପୁଅ ଅଛନ୍ତି ।


ପବନ କଲ୍ୟାଣ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ସାଉଥର ଫେମସ ଅଭିନେତା ପବନ କଲ୍ୟାଣ । ବନ୍ଧୁଗଣ ପବନ ପ୍ରଥମେ ୧୯୭୭ ମସିହାରେ ନନ୍ଦିନୀଙ୍କ ସହ ବିବାହ କରିଥିଲେ ହେଲେ ଏହି ଦୁଇଜଣଙ୍କ ସମ୍ପର୍କ ୨୦୦୮ ମସିହାରେ ଭାଙ୍ଗି ଯାଇଥିଲା । ଏହାପରେ ୨୦୦୯ ମସିହାରେ ରେଣୁ ଦେସାଇଙ୍କ ସହ ବିବାହ କରି ୨୦୧୨ ମସିହାରେ ତଲାକ ଦେଇଥିଲେ । ଶେଷରେ ସେ ୨୦୧୩ ମସିହାରେ ଅନା ଲେଝନାଭାଙ୍କ ସହ ତୃତୀୟ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ମନୋରଞ୍ଜନ ଦୁନିଆର କିଛି ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *