ଏହା ହେଉଛି ସାଉଥ ର ଫେମସ ଆକ୍ଟର Ram Pothineni ଙ୍କ ରିଅଲ ଲାଇଫ ଫାମିଲି

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ସାଉଥ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ସାଉଥ ଅଭିନେତା ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ସାଉଥର ଦିଗଜ ଅଭିନେତା ରାମ ପୋଥିନେନୀ । ଆପଣ ମାନେ ନିଶ୍ଚୟ ତାଙ୍କର ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ । ସୋସିଆଲ ମିଡିଆରେ ରାମଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି ।

ଆପଣ ମାନେ ରାମଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କର ପରିବାର ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ରାମଙ୍କ ରିଅଲ ଲାଇଫ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ରାମଙ୍କ ପରିବାର ବିଷୟରେ ।

ରାମ ପୋଥିନେନୀ ଆନ୍ଦର ପ୍ରଦେଶର ଏକ ଫିଲ୍ମି ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ରାମଙ୍କୁ ପିଲା ଦିନରୁ ଅଭିନୟରେ ବହୁତ ରୁଚି ଥିଲା ସେଥିପାଇଁ ସେ କେବଳ ୧୬ ବର୍ଷ ବୟସରେ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ବନ୍ଧୁଗଣ ରାମଙ୍କ ପରିବାରରେ ସମୁଦାଯ ପାଞ୍ଚ ଜଣ ସଦସ୍ୟ ଅଛନ୍ତି । ତାଙ୍କ ପରିବାରରେ ତାଙ୍କ ମା, ବାପା, ଭାଇ ଓ ଭଉଣୀ ରୁହନ୍ତି ।

ବନ୍ଧୁଗଣ ରାମଙ୍କର ପିତାଙ୍କ ନାମ ହେଉଛି ମୁରୁଲି ମୋହନ ପୋଥିନେନୀ । ମୁରୁଲିଙ୍କୁ ବର୍ତ୍ତମାନ ୫୫ ବର୍ଷ ବସ ହୋଇସାରିଛି ଓ ସେ ବର୍ତ୍ତମାନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଫିଲ୍ମ ନିର୍ମାତା ଅଛନ୍ତି । ମୁରୁଲି ଲାଇମ ଲାଇଟ ଠାରୁ ଦୂରରେ ରହିବା ପାଇଁ ପସନ୍ଦ କରନ୍ତି ସେଥିପାଇଁ ତାଙ୍କର ଅଧିକାଂଶ ଫଟୋ ସୋସିଆଲ ମିଡିଆରେ ନାହିଁ ।


ରାମଙ୍କ ମାଙ୍କ ନାମ ହେଉଛି ପଦ୍ମଶ୍ରୀ ପୋଥିନେନୀ । ପଦ୍ମଶ୍ରୀଙ୍କୁ ବର୍ତ୍ତମାନ ୫୦ ବର୍ଷ ବୟସ ହୋଇସାରିଛି ଓ ସେ ବର୍ତ୍ତମାନ ମଧ୍ୟ ବହୁତ ସୁନ୍ଦର ନଜର ଆସନ୍ତି । ପଦ୍ମଶ୍ରୀ ଲାଇମ ଲାଇ ଠାରୁ ଦୂରରେ ରୁହନ୍ତି ଓ ସେ ନିଜ ଘରକୁ ସମ୍ଭାଳନ୍ତି । ରାମଙ୍କର ବଡ ଭାଇଙ୍କ ନାମ ହେଉଛି କ୍ରୀଷ୍ଣା ଚୈତନ୍ୟ ପୋଥିନେନୀ । କ୍ରୀଷ୍ଣା ମଧ୍ୟ ନିଜ ପିତାଙ୍କ ପରି ଜଣେ ଫିଲ୍ମ ନିର୍ମାତା ଅଟନ୍ତି ଯିଏ ସାଉଥର ବହୁତ ଫିଲ୍ମ କରିସାରିଛନ୍ତି ।


ବନ୍ଧୁଗଣ ରାମଙ୍କର ବଡ ଭଉଣୀଙ୍କ ନାମ ହେଉଛି ମଧୁସ୍ମିତା । ମଧୁସ୍ମିତା ପେସାରୁ ଏକ ନେଚର ଲଭ ଫଟୋଗ୍ରାଫର ଅଟନ୍ତି । ମଧୁସ୍ମିତାଙ୍କ ଦ୍ଵାରା ଉଠା ଯାଇଥିବା ଫଟୋ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରାଯାଇଥାଏ । ମଧୁସ୍ମିତା ଅଭିନେତା ସର୍ବାନନ୍ଦଙ୍କ ବଡ ଭାଇ କଲ୍ୟାଣଙ୍କ ସହ ବିବାହ କରିଛନ୍ତି ।

ବନ୍ଧୁଗଣ ରାମ ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି କିନ୍ତୁ ସେ ଅନୁପମା ପରମେଶ୍ଵରମ ଙ୍କ ସହିତ ରିଲେସନ ରେ ଅଛନ୍ତି ଓ ସେ ନିଜ କାରିୟର ଉପରେ ଅଧିକ ଧ୍ୟାନ ଦେଉଛନ୍ତି । ତେବେ ଫ୍ରେଣ୍ଡ୍ସ ଆପଣଙ୍କୁ ରାମ ପୋଥିନେନୀ ଙ୍କ ଆକଟିଂ କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ତାଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *