ଚାନ୍ଦ ଠାରୁ ବି ଆହୁରି ସୁନ୍ଦର ଅଟନ୍ତି ଏହି ସାଉଥ ଅଭିନେତାଙ୍କ ପତ୍ନୀମାନେ, ଦେଖିଲେ ଲାଖିଯିବ ନଜର

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଫେମସ ଷ୍ଟାର ମାନଙ୍କ ବିଷୟରେ କହିବୁ ଏବଂ ଏହା ସହିତ ଏହି ସାଉଥ ଅଭିନେତା ମାନଙ୍କ ରିୟଲ ଲାଇଫ ପତ୍ନୀ ମାନଙ୍କ ବିଷୟରେ ମଧ୍ୟ କହିବୁ । ବନ୍ଧୁଗଣ ଏହି ଅଭିନେତା ମାନଙ୍କ ପତ୍ନୀ ମାନେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ଆସନ୍ତୁ ଜାଣିବା ଏହି ସାଉଥ ଅଭିନେତା ଓ ଏମାନଙ୍କ ପତ୍ନୀଙ୍କ ବିଷୟରେ ।

ସୁର୍ୟ୍ୟା-


ସାଉଥ ସୁପର ଷ୍ଟାର ସୁର୍ୟ୍ୟା ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି । ସୁର୍ୟ୍ୟା ଓ ଅଭିନେତ୍ରୀ ଜ୍ୟୋତିକା ଏକା ସହ ୧୯୯୯ରେ ଏକ ଫିଲ୍ମରେ କାମ କରିଥିଲେ । ଏହି ଫିଲ୍ମ ପରେ ଏମାନେ ପରସ୍ପରକୁ ପ୍ରେମ କରିଥିଲେ ଓ ବିବାହ ମଧ୍ୟ କରିଥିଲେ ।

ନାଗାର୍ଜୁନ-

ସାଉଥ ସୁପର ଷ୍ଟାର ନାଗାର୍ଜୁନ ନିଜର କୋ ଷ୍ଟାର ଅଭିନେତ୍ରୀ ଅମଲାଙ୍କ ସହ ୧୯୯୨ ମସିହାରେ ବିବାହ କରିଥିଲେ । ଅମଲା ହେଉଛନ୍ତି ନାଗାର୍ଜୁନଙ୍କ ଦ୍ଵିତୀୟ ପତ୍ନୀ ।

ମହେଶ ବାବୁ

ସମଗ୍ର ଭାରତ ବର୍ଷରେ ମହେଶଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ । ୪୫ ବର୍ଷ ବୟସରେ ମହେଶ ନିଜର ପ୍ରଡ଼କ୍ସନ୍ ଖୋଲି ସାରିଛନ୍ତି । ମହେଶ ବଲିଉଡ ଅଭିନେତ୍ରୀ ନମ୍ରତା ଶିରୋଡକରଙ୍କ ସହ ୨୦୦୫ରେ ବିବାହ କରିଥିଲେ ।

ରାମ ଚରଣ

ଲୋକପ୍ରିୟ ଅଭିନେତା ରାମ ଚରଣ ୨୦୦୭ରେ ଆସିଥିବା ଫିଲ୍ମ ଚିରୁଥାରେ ନିଜ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ବହୁତ ନାମ ଅର୍ଜନ କରି ସାରିଛନ୍ତି । ସମଗ୍ର ଭାରତ ବର୍ଷର ଲୋକମାନେ ତାଙ୍କ ଫିଲ୍ମ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ରାମ ଚରଣ ଏକ ଭଲ ଅଭିନେତା ହେବା ସହ ଏକ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ସେ ୨୦୧୨ରେ ଉପାସନା କାମିନେନୀଙ୍କ ସହ ବିବାହ କରିଥିଲେ ।

ଅଲୁ ଅର୍ଜୁନ


ସମଗ୍ର ଭାରତ ବର୍ଷରେ ଅଲୁ ଅର୍ଜୁନଙ୍କ ଲୋକପ୍ରିୟତା ବହୁତ ଅଧିକ । ସାଉଥର ଦିଗ୍ଗଜ ଷ୍ଟାରଙ୍କ ମଧ୍ୟରୁ ଅଲୁ ଅର୍ଜୁନ ହେଉଛନ୍ତି ଅନ୍ୟତମ । ଅଲୁ ଅର୍ଜୁନଙ୍କ ଅଭିନୟ ଓ ଡ୍ୟାନ୍ସକୁ ଦେଖିବା ପାଇଁ ଲୋକମାନେ ବହୁତ ପସନ୍ଦ କରନ୍ତି । ଅଲ୍ଲୁ ଅଧିକାଂଶ ତାମିଲ ଫିଲ୍ମରେ କାମ କରିଛନ୍ତି । ଅଲୁ ଅର୍ଜୁନ ସ୍ନେହା ରେଡିଙ୍କ ସହ ବିବାହ କରିଛନ୍ତି । ସ୍ନେହା ବହୁତ ସୁନ୍ଦର ଏବଂ ଆକର୍ଷିତ ଦେଖାଯାନ୍ତି ।

ପ୍ରଭାସ

ସାଉଥ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ଦିଗ୍ଗଜ ଅଭିନେତା ହେଉଛନ୍ତି ପ୍ରଭାସ । ବାହୁବଳୀ ଫିଲ୍ମ ପର ଠାରୁ ପ୍ରଭାସଙ୍କ ଲୋକପ୍ରିୟତା ସମଗ୍ର ବିଶ୍ଵରେ ବଢିଛି । ପ୍ରଭାସ ତେଲୁଗୁ, ତାମିଲ ଏବଂ ହିନ୍ଦୀ ଫିଲ୍ମରେ କାମ କରିଛନ୍ତି । ବାହୁବଳୀ ପରେ ପ୍ରଭାସଙ୍କୁ ବହୁତ ପ୍ରପୋଜାଲ ଆସିଛି ହେଲେ ସେ ସମସ୍ତ ପ୍ରପୋଜାଲକୁ ମନା କରିଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଭାସ ବିବାହ କରି ନାହାନ୍ତି ।

ୟଶ

କେଜିଏଫ ଫିଲ୍ମ ପରଠାରୁ ଏମିତି କୌଣସି ଲୋକ ନଥିବ ଯିଏ ସାଉଥର ଷ୍ଟାର ୟଶଙ୍କୁ ଜାଣି ନଥିବ । ୟଶଙ୍କ ଲୋକପ୍ରିୟତା ବହୁତ ଅଧିକ ଅଛି । ୟଶ ୨୦୧୬ରେ ଟିଭି ଅଭିନେତ୍ରୀ ରାଧିକା ପଣ୍ଡିତଙ୍କ ସହ ବିବାହ କରିଥିଲେ । ରାଧିକା ପଣ୍ଡିତ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *