‘ସିନ୍ଦୁର ର ଅଧିକାର’ ସିରିଏଲର ଲିଡ ନାୟିକା ପବିତ୍ରାଙ୍କ ଜୀବନୀ ଓ ପରିବାର, ଆଗରୁ କେବେ ବି ଜାଣି ନଥିବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ‘ସିନ୍ଦୁର ର ଅଧିକାର’ ସିରିଏଲରେ ଅଭିନୟ କରୁଥିବା ମୁଖ୍ୟ ଅଭିନେତ୍ରୀ ପବିତ୍ରା । ବନ୍ଧୁଗଣ ଆପଣ ମାନେ ସମସ୍ତେ ପବିତ୍ରାଙ୍କୁ ନିଶ୍ଚୟ ଦେଖିଥିବେ । ପବିତ୍ରା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଓଡିଆ ସିରିଏଲ ‘ସିନ୍ଦୁର ର ଅଧିକାର’ଟିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି କାରଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ଏହି ସିରିଏଲରେ ପବିତ୍ରା ମୁଖ୍ୟ ଅଭିନେତ୍ରୀର ଭୂମିକାରେ ନଜର ଆସିଛନ୍ତି ଓ ତାଙ୍କ ଅଭିନୟକୁ ଦେଖିବା ପାଇଁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି।

ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପବିତ୍ରାଙ୍କ ଜୀବନୀ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ପବିତ୍ରା ପ୍ରଥମେ ଓଡିଆ ସିରିଏଲ ‘ତୁଳସୀ’ରେ ନଜର ଆସିଥିଲେ । ହେଲେ ତୁଳସୀ ସିରିଏଲଟି ସାରିବା ପରେ ସେ କିଛି ଦିନ ଓଡିଆ ଟିଭି ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ । କିନ୍ତୁ କିଛି ଦିନ ପରେ ସେ ଓଡିଆ ଲୋକପ୍ରିୟ ଧାରାବାହିକ ‘ସିନ୍ଦୁର ର ଅଧିକାର’ରୁ ଏଣ୍ଟ୍ରି କରିଛନ୍ତି । ଏହି ସିରିଏଲରେ ସେ ନିଜ ସୁନ୍ଦରତା ଓ ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରୁଛନ୍ତି ।

ବନ୍ଧୁଗଣ ପବିତ୍ରା ନିଜ ପରିବାର ଲୋକଙ୍କ ସହ ଭୁବନେଶ୍ବରରେ ରହୁଛନ୍ତି । ତାଙ୍କ ପରିବାରରେ ତାଙ୍କ ବାପା, ମା ଏବଂ ତାଙ୍କ ଭାଇ ରୁହନ୍ତି । ବନ୍ଧୁଗଣ ବର୍ତ୍ତମାନର ସମୟରେ ପବିତ୍ରାଙ୍କୁ କେବଳ ୨୫ ବର୍ଷ ବୟସ ହୋଇଛି । ସେ ‘ସିନ୍ଦୁର ର ଅଧିକାର’ ସିରିଏଲର ଗୋଟିଏ ଏପିସୋଡ କରିବା ପାଇଁ ୧୦ ହଜାର ଟଙ୍କା ନେଇଥାନ୍ତି ।

ବର୍ତ୍ତମାନ ସମୟରେ ତାଙ୍କ ଦମଦାର ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି ଓ ଏହି କାରଣ ପାଇଁ ଏହି ସିରିଏଲଟି ବର୍ତ୍ତମାନ ବହୁତ ଚର୍ଚାରେ ରହିଛି । ତା ହେଲେ ବନ୍ଧୁଗଣ ଯଦି ଆପଣ ମାନଙ୍କୁ ପବିତ୍ରାଙ୍କ ଅଭିନୟ ପସନ୍ଦ ଆସିଥାଏ ତେବେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *