ମୁହଁ ଖୋଲିଲେ ବହିସ୍କାର ! ତେବେ ଏପରି କିଛି କଡା ମନ୍ତବ୍ୟର ଉତ୍ତର ରଖିଛନ୍ତି ବିଜେଡି ବିଧାୟକ ସୌମ୍ଯରଞ୍ଜନ ପଟ୍ଟନାୟକ । ତେବେ ଖାଲି ସୌମ୍ୟରଞ୍ଜନ କାହିଁକି ଏପରି ବହୁତ ଅଛନ୍ତି । ଯେଉଁ ରାଜନେତାମାନେ ନିଜର ମନ୍ତବ୍ୟ ପାଇଁ ବହୁ ବାର ଚର୍ଚାର ପରିସରକୁ ଆସିଛନ୍ତି । ତେବେ ସେହିପରି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୁହଁରୁ ଏପରି କିଛି ଶୁଣିବାକୁ ମିଳିଛି । ତେବେ ଯେଉଁଠାରେ ବିଧାୟକ ସୌମ୍ୟରଞ୍ଜନ କହିଛନ୍ତି ।

ଯେ ଆମେ ସିନା ଚାକିରିଆ ବୋଲି କିଛି କହିପାରିବୁନି । ଚାକିରି କରୁଥିବା ଲୋକମାନେ ନିଜର ଚାକିରି ପ୍ରତି ତ ନିଶ୍ଚୟ ଭୟ ରହିବ । କାଳେ ପନିସମେଣ୍ଟ ମିଳିବ ସେହି ଭୟରେ କିଛି ମୁହଁ ଖୋଲି କହିପାରିବୁନି । ଆମେ ଯଦି କୌଣସି ଦଳରେ ରହିବୁ । ତେବେ ବି କିଛି ଖୋଲାଖୋଲି ଭାବରେ ନିଜର ମନ୍ତବ୍ୟ ରଖି ପାରିବୁନି । କାରଣ ପ୍ରତ୍ଯେକଟି ଦଳର ରାଜନେତା ମାନଙ୍କୁ କୋଊଠି ନ କୋଊଠି ମନରେ ନିଶ୍ଚୟ ଭୟ ରହିଥିବ । ଦଳରୁ ବହିସ୍କୃତ କଲେ ହୋଇଯିବୁ ।
ଆମେ ସିନା ଅନ୍ୟ କିଛି ପ୍ରଲୋଭନରେ ଅଛୁ ବୋଲି ଆମେ କିଛି କହିପାରିବୁ ନାହିଁ । କାରଣ ସ୍ଵାର୍ଥରେ ବାଧା ଆସିଯିବାର ସମ୍ଭାବନା ରହିଥାଏ । ତେବେ କୋରୋନା ମହାମାରୀ ଭୟାଭୟତା ଚାଲିଯାଇଛି । ଲୋକଙ୍କ ମୁହଁରେ ଆଉ ତୁଣ୍ଡି ନାହିଁ ସତ କିନ୍ତୁ ଆଜି ପର୍ଯ୍ୟନ୍ତ ମଧ୍ୟ ଅନେକଙ୍କର ତୁଣ୍ଡ ଖୋଲି ପାରିନାହିଁ । ତେବେ ବିଜେଡି ବିଧାୟକ ସୌମ୍ଯରଞ୍ଜନଙ୍କ କହିବା ଅନୁସାରେ ସେ କହିଛନ୍ତି । ଯେ ମୁଁ ଆଜି ଆହ୍ଵାନ କରୁଛି ।
ସ୍କୁଲ କଲେଜର ପୁରୁଣା ଛାତ୍ରଛାତ୍ରୀ ମାନେ ସେମାନଙ୍କର ଭୟ କାହାକୁ ରହିଛି । ସେମାନେ କଳା କୋର୍ଟ ପିନ୍ଧି ନିଜର ଔଜଲ୍ୟ ପୂର୍ଣ୍ଣ ମନ୍ତବ୍ୟ ଦ୍ଵାରା ଜଜଙ୍କର ଦ୍ରୁଷ୍ଟି ଆକର୍ଷଣ କରନ୍ତୁ । ଅନ୍ୟାୟ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରନ୍ତୁ । ତେବେ ଆମ ସମ୍ବିଧାନକୁ ସୁରକ୍ଷିତ ରଖିବା ପାଇଁ ସର୍ବଦା ଚେଷ୍ଟା କରନ୍ତୁ । ଦେଶର ପ୍ରତ୍ଯେକଟି ନାଗରିକ ମାନଙ୍କର ଯେପରି ମୌଳିକ ଅଧିକାର କ୍ଷୁଣ୍ଣ ନହୁଏ ।

ସେଥିପ୍ରତି ମଧ୍ୟ ସର୍ବଦା ଜାଗ୍ରତ ରହିବା ଉଚିତ । ତେବେ ଏପରି କିଛି ମନ୍ତବ୍ୟ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

