ACF Soumyaranjan ଡେଥ ମିଷ୍ଟ୍ରି: ତଦନ୍ତକାରୀ ଟୀମ କଲା ନୂଆ ଖୁଲାସା, କହିଲେ କିଛି ଏମିତି…ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ବ୍ରେକିଂ ନ୍ୟୁଜ ପାଲଟି ଥିବା ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ଆପଣ ମାନେ ନିଶ୍ଚିତ ଅବଗତ ଥିବେ । ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି ।

ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।

ତେବେ ପୋଲିସ ର ଏକ ସ୍ପେଶାଲ ଟିମ ବିଦ୍ୟା ଭାରତୀ ତଥା ତାଙ୍କ ବାପା ମାଆ ସମସ୍ତ ଙ୍କୁ ଜେରା କରିଛି ସମସ୍ତ ଙ୍କୁ ଏହି ସଂପର୍କ ରେ ଅନେକ ପ୍ରଶ୍ନ ମଧ୍ୟ ପଚାରିଛି । ଏହାଛଡା ବର୍ତ୍ତମାନ ଶୁଣିବାକୁ ମିଳୁଛି କି ତଦନ୍ତ କରୁଥିବା ପୋଲିସ ମାନଂକୁ କିଛି ତଥ୍ୟ ମିଳିଛି । ତେବେ ତାଙ୍କୁ ସେହି ଘରେ କିଛି ଅଧା ଜଳି ପୋଡି ଯାଇଥିବା ଅଂଶ ମିଳିଛି ଯାହାକୁ ସେମାନେ ସଂଗ୍ରହ କରିଛନ୍ତି ।

ତଥା ସେଠାରେ ଥିବା କାଠ କବାଟ ଯାହା ଭିତରୁ ପଟୁ ଜଳି ଯାଇଛି ତାହାକୁ ମଧ୍ୟ ସଂଗ୍ରହ କରାଯାଇଛି ଏହା ଦ୍ୱାରା ସେମାନେ ନିଶ୍ଚିତ ହେଲେ କି ଏହି ଦୁର୍ଘଟଣା ଟି ଘରେ ହିଁ ଘଟିଛି ।
ତେବେ ଏହି ମାମଲା ରେ ଥିବା ସବୁ ଅଭିଯୋଗ ବିଷୟରେ ମଧ୍ୟ ତଦନ୍ତ କରାଯାଇଛି ଏବଂ ଖୁବ ଶୀଘ୍ର ସବୁ ସତ୍ୟତା ସାମ୍ନା କୁ ଆସିବ ବୋଲି ମଧ୍ୟ ସୂଚନା ମିଳିଛି ଏବଂ ଅପରାଧୀଙ୍କୁ ଶୀଘ୍ର ଗିରଫ ମଧ୍ୟ କରାଯିବ ବୋଲି ସୂଚନା ଦିଆଯାଇଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *