Exclsive ଭିଡିଓ: Sonali ମୋ ପୁଅ ସହ ଭଲ ପାଇବା ରୋଲ କରି ଅନ୍ୟ ପୁଅମାନଙ୍କ ସହିତ ହୋଟେଲ ରେ ସମ୍ପର୍କ ରଖେ ଆଉ…’ ସୋନାଲୀଙ୍କୁ ନେଇ Soumya ଙ୍କ ମା’ ଯାହା କହିଲେ ଶୁଣିଲେ ଆପଣ ଚମକି ପଡିବେ !

ବନ୍ଧୁଗଣ ଓଡିଶାର ବହୁ ଚର୍ଚ୍ଚିତ ମାମଲା ସୋମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ବିଷୟରେ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସୋମ୍ୟ ନିଜ ପ୍ରେମିକା ସୋନାଲି ନନ୍ଦଙ୍କ ପାଇଁ ପ୍ରାଣ ହରାଇଛନ୍ତି ବୋଲି ସେ ନିଜ ସୁସାଇଡ ନୋଟରେ ଲେଖି ଥିଲେ । ତେବେ ସୋମ୍ୟ ଯିବା ପରେ ଅନେକ ବିବାଦ ସୃଷ୍ଟି ହୋଇଛି । ଆଜି ସୋମ୍ୟ ନାହାନ୍ତି ଓ ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡୀ ଭାଙ୍ଗି ପଡିଛି ।

ତେବେ ଏହି ମାମଲାକୁ ନେଇ ସୋନାଲି ନନ୍ଦ କୌଣସି ପ୍ରତିକ୍ରିୟା ଦେଇ ନଥିବା ବେଳେ ତାଙ୍କ ବାପା ମା ଗଣମଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ । ଏବେ ସୋମ୍ୟଙ୍କ ମା ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୋମ୍ୟଙ୍କ ମା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଯେତେବେଳେ ତାଙ୍କ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ସୃଷ୍ଟି ହୋଇଛି ସେତେବେଳେ ଏହି ଦୁଇଜଣ ସାଙ୍ଗ ଥିଲେ । ଫ୍ରେଣ୍ଡ ହେବା ପରେ ଏମାନଙ୍କ ମଧ୍ୟରେ ଭଲ ପାଇବା ସୃଷ୍ଟି ହେଲା ଓ ସେତେବେଳେ ସେମାନେ ପୁରୀ ଯାଇଥିଲେ । ମୋ ପୁଅ ମଧ୍ୟ ମତେ କହିଥିଲା ଯେ, ସେ ସୋନାଲିଙ୍କ ପରିବାର ଲୋକଙ୍କୁ ନେଇ ପୁରୀ ଯାଉଛି ।ସେତେବେଳେ ଆମେ ଜାଣି ଥିଲୁ ସୋନାଲି ଆଉ ମୋ ପୁଅ ମଧ୍ୟରେ ଭଲ ପାଇବା ସମ୍ପର୍କ ଅଛି ବୋଲି’ ।

ଆଗକୁ ସେ କହିଛନ୍ତି-‘ପୁରୀ ଦର୍ଶନ କରି ଆସିବା ପରେ ତାଙ୍କ ମା ଆମ ଘରକୁ ଆସିଥିଲେ ଓ ଆସିକି ମୋତେ କହିଲେ ତମେ ବହୁତ ଭାଗ୍ୟବାନ ଏତେ ସୁନ୍ଦର ପୁଅଟି ପାଇଛ । ସେ କହିଥିଲେ ମୋ ଜ୍ଵାଇଁ ନୁହେଁ ପୁଅ ପାଇଲି । ଆଉ ଆମେ ଦୁହେଁ କଥା ବି ହୋଇ ଥିଲୁ ଯାହା ହେଉ ଦୁଇଜଣ ପରସ୍ପରଙ୍କୁ ଭଲ ପାଉଛନ୍ତି ବହୁତ ଖୁସିରେ ଆମେ ତାଙ୍କ ବାହାଘର କରିଦେବା ।ହେଲେ ମିଡିଆ ସାମ୍ନାରେ ସେ ଆସି କହିଲେ ସେ ଆମକୁ ଜାଣି ନାହାନ୍ତି ଓ ମୋ ପୁଅ କ୍ଷଣ କ୍ଷଣ କେ ରାଗେ ବୋଲି କହୁଛନ୍ତି’ ।

ଆଗକୁ ସେ କହିଛନ୍ତି-‘ଯଦି ସେ ଜାଣିଲେ ମୋ ପୁଅ ରାଗୁଛି ବୋଲି ତ ମୋତେ ଆସି ସେ କଥା କାହିଁକି କହି ନଥିଲେ । ଯଦି ମୋ ପୁଅ ରାଗିଛି ତା ହେଲେ ସେ ସୋନାଲିର ଭୁଲ ପାଇଁ ରାଗିଛି । ସୋନାଲି ମୋ ପୁଅ ସହ ଭଲ ପାଇବାର ନାଟକ କରି ଅନ୍ୟ ପୁଅ ମାନଙ୍କ ସହ ସମ୍ପର୍କ ରଖେ ଆଉ ଇଆଡେ ସିଆଡେ ଯାଏ ଫୋନ ଅଫ କରିଦିଏ ସେଥିପାଇଁ ମୋ ପୁଅ ରାଗେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ସୋମ୍ୟଙ୍କ ମା ସବୁ ସତ କଥା କହିଛନ୍ତି ।

Leave a Reply

Your email address will not be published. Required fields are marked *