ବାହାଘର ପରେ ପୁଣି ଥରେ ସେଟକୁ ଫେରିଲେ ଫେମସ ଓଡିଆ ସିଙ୍ଗର Dipti Rekha Padhi

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଗୀତ ଗାଉଥିବା ସମସ୍ତ ସିଙ୍ଗର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କିଛି ଦିନ ହେବ ଆମ ଅଲିଉଡ ସିଙ୍ଗର ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି ଏକ ସିଙ୍ଗରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ସେହି ସିଙ୍ଗର ଜଣକ ହେଉଛନ୍ତି ଦୀପ୍ତି ରେଖା ପାଢି, ଆପଣ ମାନେ ସମସ୍ତେ ଦୀପ୍ତି ରେଖାଙ୍କ ଗୀତ ଗୁଡିକୁ ନିଶ୍ଚୟ ଶୁଣିଥିବେ । ଦୀପ୍ତି ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ସୁପଟ ହିଟ ଫିଲ୍ମରେ ଗୀତ ଗାଈ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଦୀପ୍ତି ଜଣେ ସୁନ୍ଦର ଗାୟିକା ହେବା ସହିତ ଜଣେ ସୁନ୍ଦର ଅଭିନେତ୍ରୀ ମଧ୍ୟ ଅଟନ୍ତି । ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ କେତେକ ଧାରାବାହିକରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଏହି କିଛି ଦିନ ହେବ ଦୀପ୍ତି ନିଜ ବିବାହକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।


ଏହି ମାସ ଗତ ୧୨ ତାରିଖରେ ବିବାହ କରିଥିଲେ । ବନ୍ଧୁଗଣ ଦୀପ୍ତି ଗତ ୧୨ ତାରିଖ ଦିନ ଭୁବନେଶ୍ବରର ଜଣେ ବଡ ଶିଳ୍ପପଟି ସୋମ୍ୟରଞ୍ଜନଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ବନ୍ଧୁଗଣ ବିବାହ ପରେ ସେ ନିଜ ଶାଶୁ ଘରେ ରହୁଥିଲେ । ହେଲେ କିଛି ଦିନ ପରେ ସେ ସୁଟିଙ୍ଗ ସେଟକୁ ଫେରିଛନ୍ତି ।

ବନ୍ଧୁଗଣ ଦୀପ୍ତି ରେଖା ସୁଟିଙ୍ଗ ସେଟକୁ ଫେରିବା ପରେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ କେତେକ ଫଟୋ ସେୟାର କରି ନିଜ ଫ୍ୟାନ୍ସ ମାନଙ୍କୁ ଜଣାଇଛନ୍ତି । ତାଙ୍କର ଏହି ସମସ୍ତ ଫଟୋ ଗୁଡିକ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଦୀପ୍ତିଙ୍କୁ ସୁଟିଙ୍ଗ ସେଟରେ ଦେଖି ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ଖୁସି ହୋଇଛନ୍ତି ।

କାରଣ ବନ୍ଧୁଗଣ ଦୀପ୍ତି ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ସୁପର ହିଟ ଫିଲ୍ମରେ ଗୀତ ଗାଇଛନ୍ତି । ଦୀପ୍ତିଙ୍କ ମଧୁର ସ୍ଵରକୁ ଶୁଣିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ବନ୍ଧୁଗଣ ସୋସିଆଲ ମିଡିଆରେ ଦୀପ୍ତିଙ୍କର ବହୁତ ଫ୍ୟାନ୍ସ ଫଲୋଇଙ୍ଗ ରହିଛି । ନିଜର ସିଙ୍ଗିଙ୍ଗ କ୍ୟାରିୟରକୁ ବିବାହ ପରେ ପୁଣି ଆରମ୍ଭ କରିବା ପାଇଁ ଦୀପ୍ତି ବର୍ତ୍ତମାନ ବହୁତ ଚର୍ଚାରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *