ଏମାନେ ହେଲେ ‘ସିନ୍ଦୁରର ଅଧିକାର’ ଧାରାବାହିକର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ Real life ଜୀବନ ସାଥି

ନମସ୍କାର ବନ୍ଧୁଗଣ ପ୍ରାୟତଃ ଲୋକମାନେ ସିନେମା ପାଇଁ ବହୁତ ପାଗଳ ଥାଆନ୍ତି ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ ।

ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆପଣ ମାନେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଧାରାବାହିକ ସିନ୍ଦୁର ର ଅଧିକାର ନିଶ୍ଚିତ ଦେଖୁଥିବେ ଏବଂ ଏହି ଧାରାବାହିକ ରେ ଅଭିନୟ କରୁଥିବା ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ର ପ୍ରକୃତ ଜୀଵନ ସାଥି କିମ୍ବା ପ୍ରେମିକା ଓ ପ୍ରେମିକ କିଏ ତେବେ ଆସନ୍ତୁ ସେହି ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ବିଷୟରେ ଏବଂ ତାଙ୍କ ଜୀଵନ ସାଥୀ କିଏ ଆସନ୍ତୁ ସେ ବିଷୟରେ ଜାଣିନେବା ।

୧- ପ୍ରଥମ ରେ ହେଉଛନ୍ତି ଲିକୁନ ଯିଏ କି ଏହି ଧାରାବାହିକ ରେ ମିଠୁ ଚରିତ୍ର ରେ ଅଭିନୟ କରିଛନ୍ତି । ଲିକୁନ ପୂର୍ବ ରୁ ବିବାହିତ କରିଛନ୍ତି ଏବଂ ତାଙ୍କ ସ୍ତ୍ରୀ ଙ୍କ ନାମ ହେଉଛି ସ୍ଵାଗତିକା । ଯାହାକୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ।

୨- ଦ୍ଵିତୀୟ ରେ ହେଉଛନ୍ତୁ ସୁଚାରିତା ସ୍ୱାଇଁ । ଯାହାଙ୍କୁ ଆପଣ ଉର୍ବୀ ଚରିତ୍ର ରେ ଦେଖୁଥିବେ । ସେ ଏହି ଧାରା ବାହିକ ରେ ଖୁବ ସୁନ୍ଦର ଅଭିନୟ କରିଥିବା ର ନଜର ଆସୁଛନ୍ତି । ତେବେ ତାଙ୍କ ରିୟଲ ଲାଇଫ ପାର୍ଟନର ବିଷୟରେ କିଛି ଜଣା ନାହିଁ ଏବଂ ସେ

୩- ତୃତୀୟ ରେ ହେଉଛନ୍ତି ଚୁନି ରିୟା ଯିଏ କି ଏହି ଧାରାବାହିକ ରେ ଦାମିନୀ ଚରିତ୍ର ରେ ଅଭିନୟ କରୁଥିବାର ନଜର ଆସୁଛନ୍ତି । ତେବେ ସେ ନିଜର ଚମତ୍କାର ଅଭିନୟ ରେ ମଧ୍ୟ ଲୋକ ମାନଙ୍କ ହୃଦୟ ଜିଣି ବାରେ ସଫଳ ହୋଇଛନ୍ତି । ତେବେ ତାଙ୍କ ରିୟଲ ଲାଇଫ ପାର୍ଟନର ଙ୍କୁ ଆପଣ ଏହି ଫୋଟୋ ରେ ଦେଖି ପାରୁଥିବେ ତେବେ ତାଙ୍କର ଏକ କୁନି ପୁଅ ମଧ୍ୟ ଅଛି ।

୪- ଚତୁର୍ଥ ରେ ହେଉଛନ୍ତି ସନୋଜ କୁମାର ଯିଏ କି ଏହି ଧାରାବାହିକ ରେ ଆରବ ଭୁମିକା ରେ ନଜର ଆସୁଛନ୍ତି । ତେବେ ସେ ଏହି ଧାରା ବାହିକ ରେ ବହୁତ ଭଲ ଅଭିନୟ କରିଛନ୍ତି । ତେବେ ତାଙ୍କ ରିୟଲ ଲାଇଫ ପାର୍ଟନର କେହି ନାହାଁନ୍ତି ସେ ସିଙ୍ଗଲ ଅଛନ୍ତି ।

୫- ପଞ୍ଚମ ରେ ହେଉଛନ୍ତି ନିଳାଖି ପାତ୍ର ଯିଏ ଏହି ଧାରାବାହିକ ରେ ଇତି ଭୂମିକା ରେ ଅଭିନୟ କରୁଛନ୍ତି ତେବେ ସେ ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଛନ୍ତି ତେବେ ତାଙ୍କ ର ବୟଫ୍ରେଣ୍ଡ ବିଷୟରେ କୌଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *