କିଏ ୯୦ ତ କିଏ ବନିଲା ୩୨୪ ବର୍ଷର ବୁଢା, ଯେତେବେଳେ ନିଜ ଦମଦାର ଲୁକ୍ ରେ Bollywood ର ଏହି 5 ଜଣ ଷ୍ଟାର ଫ୍ୟାନ୍ସଙ୍କୁ ଦେଲେ ଝଟକା…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ପ୍ରାୟ ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଜାଣିଥିବେ । ଗୋଟେ କଳାକାର ସବୁବେଳେ ତାକୁ ଦିଆଯାଇଥିବା ଭୂମିକା ଉପରେ ଅଧିକ ଗୁରୁତ୍ଵ ଦେଇଥାଏ । ଏମିତି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ କିଛି ଫିଲ୍ମରେ ସଂପୂର୍ଣ୍ଣ ଭାବରେ ନିଜ ଲୁକ୍ ଚେଞ୍ଜ କରି ଦେଇଛନ୍ତି ଯାହାଙ୍କୁ ଦେଖିବା ପରେ ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

କଳାକାର ମାନେ ନିଜ ଭୂମିକାକୁ ସୁନ୍ଦର ଓ ଦମଦାର କରିବା ପାଇଁ ବହୁତ କଷ୍ଟ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏପରି କିଛି କଳାକାର ମାନଙ୍କ ବିଷୟରେ କହିବୁ ଯେଉଁ ମାନେ କିଛି ଫିଲ୍ମରେ ନିଜ ସଂପୂର୍ଣ୍ଣ ଲୁକକୁ ବଦଳାଇ ଥିଲେ । ଆପଣ ମାନେ ତାଙ୍କର ସେହି ଲୁକକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅମିତାବ ବଚ୍ଚନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଅମିତାବ ବଚ୍ଚନ । ଅମିତାବ ଏକ ପ୍ରସିଦ୍ଧ ଅଭିନେତା ହେବା ସହ ବଲିଉଡ ଇଣ୍ଡଷ୍ଟ୍ରିରେ ସେ ସଫଳତା ହାସଲ କରିଛନ୍ତି । ସେ ବଲିଉଡକୁ ଅନେକ ସୁପର ହିଟ ଫିଲ୍ମ ଦେଇଛନ୍ତି । ପ୍ରାୟତଃ ଅଧିକାଂଶ ଫିଲ୍ମରେ ସେ ଭିନ୍ନ ଭିନ୍ନ ଲୁକ୍ ରେ ନଜର ଆସନ୍ତି । ୨୦୦୯ ମସିହାରେ ସେ ‘ପା’ ଫିଲ୍ମରେ ନିଜ ଲୁକ୍ କୁ ସଂପୂର୍ଣ୍ଣ ବଦଳାଇ ଦେଇଥିଲେ । ତାଙ୍କର ସେହି ଲୁକ୍ କୁ ଦେଖି ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଗଲେ । ଅମିତାବଙ୍କ ସେହି ଲୁକ୍ ଅନ୍ତଃ ରାଷ୍ଟ୍ରୀୟ ମେକ ଅପ୍ ଆର୍ଟିଷ୍ଟ କ୍ରିସ୍ଟୀନ ଟିନ୍ସଲେ କରିଥିଲେ । ଅମିତାବଙ୍କ ସେହି ଲୁକ୍ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ରାଜ କୁମାର ରାଓ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରାଜ କୁମାର ରାଓ । ରାଜ କୁମାର ବଲିଉଡରେ ବହୁତ ସୁପର ହିଟ ଫିଲ୍ମ କରିଛନ୍ତି । ସେ ବଲିଉଡ ଫିଲ୍ମ ‘ରାବତା’ରେ ଏକ ୩୨୪ ବର୍ଷ ମଣିଷର ଭୂମିକାରେ ଆସିଥିଲା । ରାଜ କୁମାରଙ୍କ ସେହି ଲୁକ୍ ଦେଖି କେହି ଲୋକ ବିଶ୍ଵାସ କରିପାରିଲେ ନାହିଁ । ତାଙ୍କୁ ଏହି ଲୁକ୍ ମେକ ଅପ୍ ଆର୍ଟିଷ୍ଟ ଜୋହଲ ଦେଇଥିଲେ ।

କମଲ ହସନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ସାଉଥର ଦିଗଜ ଅଭିନେତା କମଲ ହସନ । କମଲ ହସନ ନିଜ ଧିକାଂଶ ଫିଲ୍ମରେ ନିଜ ଲୁକ୍ ଉପରେ କମ କରନ୍ତି । ୧୯୯୬ ମସିହାରେ ଆସିଥିବା ଫିଲ୍ମ ‘ଇଣ୍ଡିଆନ’ରେ ସେ ଡବଲ ରୋଲ କରିଥିଲେ । ସେ ଏକ ୭୦ ବର୍ଷ ବୃଦ୍ଧ ମଣିଷର ଭୂମିକାରେ ନଜର ଆସିଥିଲେ ତାଙ୍କୁ ଚିହ୍ନିବା ବି ବହୁତ କଷ୍ଟକର ଥିଲା । ତାଙ୍କର ଏହି ଲୁକ୍ କୁ ମେକ ଅପ୍ ଆର୍ଟିଷ୍ଟ ମାଇକଲ ବେସ୍ଟମୋର ଦେଇଥିଲେ ।

ହ୍ରୀତିକ ରୋଷନ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ସୁପର ଷ୍ଟାର ହ୍ରୀତିକ ରୋଷନ । ହ୍ରୀତିକଙ୍କୁ ଅଧିକାଂଶ ଲୋକ ବହୁତ ପସନ୍ଦ କରନ୍ତି । ସେ ନିଜ ସୁପର ହିଟ ଫିଲ୍ମ ‘ଧୁମ ୨’ରେ ଦୁଇଟି ଭିନ୍ନ ଲୁକ୍ ରେ ନଜର ଆସିଥିଲେ । ପ୍ରଥମ ଲୁକ୍ ହେଉଛି ବୃଦ୍ଧ ମହିଳା ଓ ଦ୍ଵିତୀୟ ଲୁକ୍ ହେଉଛି ଏକ ବୃଦ୍ଧ ଲୋକ । ଏହି ଲୁକ୍ କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

Leave a Reply

Your email address will not be published. Required fields are marked *