ସୀମା ଓ ସଚିନଙ୍କ ଅସୀମ ପ୍ରେମ କାହାଣୀରେ ନେପାଳ ସତ ! ହୋଟେଲ ବେଡ୍ ରୁମ ଭିତରେ କଣ କରୁଥିଲେ ସୀମା -ସଚିନ , ସବୁ ସତ ସାମ୍ନାକୁ ଆସିଗଲା

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ସୀମା ଓ ସଚିନଙ୍କ ପ୍ରେମ କାହାଣୀ ସମ୍ପର୍କରେ ଜାର୍ଜ କରୁଥିବା ବେଳେ ଆସିଲା ସୀମା ଓ ସଚିନଙ୍କ ନେପାଳ ସତ । କାଠମାଣ୍ଡୁର ହୋଟେକ ରୁମ୍ ନମ୍ବର – 204 , ସିଙ୍ଗଲ୍ ବେଡ୍ ରୁମରେ ଦିନକୁ ଭଡା 500 ଶହ ଦେଇ ରହୁଥିଲେ ଉଭୟ । ତେବେ ପାକିସ୍ତାନୀ ମହିଳା ସୀମା ହାଇଦର ଓ ଭାରତୀୟ ଯୁବକ ସଚିନଙ୍କ ଅସୀମ ପ୍ରେମ କାହାଣୀ କୁ ନେଇ ATS  ଜାର୍ଚ ଆରମ୍ଭ କରିଥିଲେ ।

କାରଣ ସୀମା କେଉଁ ବାଟେ ଭାରତକୁ ଆସିଥିଲେ ତାହାକୁ ନେଇ ଅନେକ ସନ୍ଦେହମାନ ରହିଥିଲା । କାରଣ ପୋଲସିକ ଅନୁସନ୍ଧାନରେ କୋଣସି ପ୍ରମାଣ ମିଳିନଥିଲା । ମାତ୍ର ନେପାଳର ମିଷ୍ଟରି କୁ ନେଇ ଆସିଛି ବଡ ଖବର । ସୀମା ହାଇଦର ଓ ସଚିନ କାଠୁମାଣ୍ଡୁର ହୋଟେଲ ରହିଥିବା ସୂଚନା  ମିଳିଛି ଏବଂ ଏହା ସହିତ ଉଭୟ ମିଶି କରିଥିବା କେତେକ ରୀଲସ ଏବେ ସାମ୍ନାକୁ ଆସିଛି ।

ଏହି ଫୋଟକୁ ଦେଖିଲେ ଆପଣମାନେ ଜାଣିପାରିବେ କି ସୀମା ଓ ସଚିନ ବିବାହ କରି ରୀଲ୍ସ କରିଛନ୍ତି । ସୂଚନା ଅନୁଯାୟୀ ସୀମା ପାକିସ୍ତାନରୁ ସଚିନକୁ ଭେଟିବାକୁ ଭାରତ ନେପାଳର ରାଜଧନୀ କାଠୁମାଣ୍ଡୁର ଆସିଥିଳେ । ତେବେ ସଚିନ ସୀମାଙ୍କ ଆସିବାର ଗୋଟାଏ ଦିନ ପୂର୍ବରୁ କାଠୁମାଣ୍ଡୁର ନୟା ବିନାୟକ ହୋଟେଲ ସାତ ଦିନ ପାଇଁ ରୁମ୍ ବୁକିଂ କରି କହିଥିଲେ କି ମୋ ସ୍ତ୍ରୀ ମଧ୍ୟ ମୋ ସହିତ ରହିବେ ।

ସୀମା ନେପାଳ ବାଟୁ କାଠୁମାଣ୍ଡୁର କୁ ଆସି ପହଞ୍ଚିଥିଲେ ଏବଂ ସୀମା -ସଚିନ 204 ନମ୍ବର ରୁମ୍ ରେ ଦୀର୍ଘ ସପ୍ତାହ ରହିଥିଲେ । ହୋଟେଲର ମାନେଜର ଗଣେଶଙ୍କ କହିବା ଅନୁସାରେ ସୀମା ଓ ସଚିନ ଅଧିକାଂଶ ସମୟ ତାଙ୍କ ରୁମ୍ ରେ  ରହୁଥିଲେ । ସୀମା ବାରକୁ ଯିବାକୁ ପାଇଁ ଜିଦ୍ କରିଥିଲେ କିନ୍ତୁ ହୋଟେଲ ଲୋକେ କହିବାରୁ ମାନିଥିଲେ । ସୀମା ପିଲାମାନଙ୍କୁ ସମ୍ପର୍କୀୟଙ୍କ ଘରେ ରଖି ସଚିନଙ୍କ ପାଖକୁ  ଆସିଥିଲେ ।

ତେବେ ଏହି ଘଟଣା ସମ୍ପର୍କରେ 17 – 18 ତାରିଖ ଦୀର୍ଘ 18 ଘଣ୍ଟା ସୀମାଙ୍କୁ ପଚରାଉଚରା କରାଯାଇଛି । ତେବେ ସୀମା କହୁଥିବା କଥା ସତ ପରି ଲାଗୁଛି କିନ୍ତୁ ଏହା ସମ୍ପର୍କରେ କୋଣସି  ସ୍ପଷ୍ଟ ନିର୍ଣ୍ଣୟ ନିଆଯାଇ ନାହିଁ    । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *