ଏହି ବଲିଉଡ ଆକ୍ଟରଙ୍କୁ ଭଲ ପାଉଥିଲେ ଶିଲ୍ପା ଶେଠୀ, ୨୨ ବର୍ଷ ବୟସରେ ହିଁ ହରାଇ ଦେଇଥିଲେ ଭର୍ଜିନିଟି

ଶିଳ୍ପା ସେଠି ବଲିଉଡର ଜଣେ ନାମି ଦାମି ଅଭିନେତ୍ରୀ ଅଟନ୍ତି , ୯୦ ଦଶକରେ ଶିଳ୍ପା ସେଠି ଅନେକ ହିଟ ଫିଲ୍ମ ଦେଇଛନ୍ତି । ଶିଳ୍ପା ସେଠି ଜଣେ ନାମି ଦାମି ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କ ସହିତ ବିବାହ କରିଥିଲେ । ଶିଳ୍ପା ରାଜ କୁନ୍ଦ୍ରାଙ୍କର ଦ୍ଵିତୀୟ ସ୍ତ୍ରୀ ଅଟନ୍ତି , ଶିଳ୍ପା ଓ ରାଜଙ୍କର ଏକ ସୁନ୍ଦର ପୁଅ ଅଛି ଯାହାର ନାମ ବିୟାନ କୁନ୍ଦ୍ରା ଅଟେ , ଏହି କିଛିଦିନ ହେବ ଶିଳ୍ପା ନିଜର ୪୫ ତମ ଜନ୍ମଦିନ ପାଳନ କରିଥିଲେ । ଶିଳ୍ପା ଆଜିକାଲି ଫିଲ୍ମ ବଦଳରେ ନିଜ ଫିଟନେସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

୪୫ ବୟସ ହେବାପରେ ମଧ୍ୟ ସେ ୩୦ ବୟସ ପରି ଲାଗିଛନ୍ତି । ଶିଳ୍ପା ସେଠିଙ୍କ ଅଫେୟାର ବଲିଉଡରେ କେତେକ ଲୋକଙ୍କ ସହିତ ରହିଛି କିନ୍ତୁ ସବୁଠୁ ଅଧିକ ସମୟ ସେ ଅକ୍ଷୟ କୁମାରଙ୍କ ସହ କାଟିଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ମାତ୍ର ୨୨ ବର୍ଷ ବୟସରେ ନିଜର ଭର୍ଜିନିଟି ହରେଇ ବସିଥିଲେ ।

ବିଗ୍ ବ୍ରଦର୍ସରେ କହିଥିଲେ

ଗୋଟେ ସମୟରେ ଅକ୍ଷୟ କୁମାର ଓ ଶିଳ୍ପା ସେଠିଙ୍କ ପ୍ରେମକୁ ନେଇ ବହୁତ ଚର୍ଚ୍ଚାରେ ଥିଲା । ଶିଳ୍ପା ସେଠି ଅକ୍ଷୟ କୁମାରଙ୍କ ପ୍ରେମରେ ଏମିତି ପାଗଳ ଥିଲେ କି ତାଙ୍କୁ ସେ ଗୋଟେ ସେକଣ୍ଡ ନ ଦେଖିଲେ ରହୁ ନଥିଲେ ।

ଶିଳ୍ପା ପ୍ରଥମ ଥର ଲଣ୍ଡନରେ ଗୋଟେ ଟିଭି ସୋ ‘ବିଗ୍ ବ୍ରଦର୍ସ’ ରେ ଅକ୍ଷୟଙ୍କୁ ନେଇ ଗୋଟେ ବଡ଼ କଥା କହିଥିଲେ । ସୋ ରେ ସେ କହିଥିଲେ କି ସେ ମାତ୍ର ୨୨ ବର୍ଷ ବୟସରେ ନିଜ ଭର୍ଜିନିଟି ହରେଇ ବସିଥିଲେ ଯାହା ପଛରେ ଅକ୍ଷୟ କୁମାର ଥିଲେ , କହିଲେ ଫିଲ୍ମ ‘ ମେ ଖିଲାଡ଼ି ତୁ ଅନାରି ‘ ସୁଟିଙ୍ଗ ସମୟରେ ଅକ୍ଷୟ ଓ ଶିଳ୍ପାଙ୍କ ମଧ୍ୟରେ ନିକଟତା ବଢିବାରେ ଲାଗିଥିଲା , ଏହି ଫିଲ୍ମରୁ ଦୁଇ ଜଣଙ୍କ ଅଫେୟାର ଆରମ୍ଭ ହୋଇଥିଲା ଓ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥିଲା ।

ବିବାହକୁ ନେଇ ଉଠିଥିଲା ଖବର

ଶିଳ୍ପା ଜଣେ ପ୍ରତିଯୋଗିଙ୍କୁ କହିଥିଲେ କି ଅକ୍ଷୟ କୁମାରଙ୍କ ଆଗରୁ ତାଙ୍କୁ କେହି କିସ ବି କରିନଥିଲେ , ତାଙ୍କ ଜୀବନରେ ଆସିଥିବା ପ୍ରଥମ ମଣିଷ ଅକ୍ଷୟ କୁମାର ହିଁ ଥିଲେ , ସେହି ସମୟରେ ଅକ୍ଷୟ କୁମାର ଓ ଶିଳ୍ପାଙ୍କୁ ନେଇ ବହୁତ ଖବର ଶୁଣିବାକୁ ମିଳିଥିଲା । କୁହାଯାଏ କି ଶିଳ୍ପା, ଅକ୍ଷୟଙ୍କ ସହିତ ବିବାହ କରିବାକୁ ପାଗଳ ଥିଲେ ଓ ସେ ତାଙ୍କୁ ନେଇ ସିକୌର ବି ହେବାକୁ ଚାହୁଁଥିଲେ ।

ଏମିତିରେ ଫିଲ୍ମ ସୁଟିଙ୍ଗ ଭିତରେ ସେ ତାଙ୍କର ଭର୍ଜିନିଟି ହରେଇ ବସିଥିଲେ । ଅକ୍ଷୟ ନିଜର ଓ ଶିଳ୍ପାଙ୍କ ବିଷୟରେ ନିଜର ଗୋଟେ ସାଙ୍ଗକୁ ବି କହିଥିଲେ ଓ ସେଇଠୁ ହିଁ ଏହି କଥା ଲିକ ହୋଇଥିଲା, ଅକ୍ଷୟ ନିଜ ସାଙ୍ଗକୁ କହିଥିଲେ କି ଶିଳ୍ପା ପର୍ଦାରେ ଯେତିକି ସିଧା ସରଳ ଲାଗନ୍ତି , ବେଡ଼ ଉପରେ ସେ ସେତିକି ଆକ୍ଟିଭ ହୋଇଯାଇ ଥାଆନ୍ତି ।

ଟ୍ଵିଙ୍କଲ ଙ୍କ କାରଣରୁ ହେଇଥିଲା ବ୍ରେକଅପ

କିନ୍ତୁ କିଛି ସମୟ ପରେ ଅକ୍ଷୟ ଓ ଶିଳ୍ପାଙ୍କର ବ୍ରେକପର ଖବର ସାମ୍ନାକୁ ଆସିଲା , କୁହାଯାଏ କି ଅକ୍ଷୟଙ୍କ ଜୀବନରେ ଟ୍ଵିଙ୍କଲ ଖାନା ଆସିବା ପରେ ଦୁଇ ଜଣଙ୍କର ବ୍ରେକପ ହୋଇଥିଲା । ବ୍ରେକପ ପରେ ଶିଳ୍ପା କହିଥିଲେ କି ‘ଯେତେବେଳେ ଆଉ କେହି ମିଳିଗଲେ ତେବେ ମୋତେ ସେ ଛାଡି ଦେଇଥିଲେ । ସେ ଏକ ମାତ୍ର ମଣିଷ ଅଟନ୍ତି, ଯାହାଙ୍କ ଉପରେ ମୁଁ ରାଗିଥିଲି, ନିଜର ପାଷ୍ଟ ଏତେ ଶୀଘ୍ର ଭୁଲିଯିବା ସହଜ ହୋଇ ନଥାଏ , କିନ୍ତୁ ମୁଁ ଲକି ଅଟେ କି ମୋ ପାଖରେ ମୁଭ ଅନ କରିବାର ସାହସ ଅଛି । ଆଜି ସେ ଏକ ଭୁଲି ଯାଇଥିବା ପାଠ ଅଟେ, ମୁଁ ତାଙ୍କ ସହ କେବେ ବି ଫିଲ୍ମ କରିବି ନାହିଁ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *