ଯେତେବେଳେ Sidharth Shukla କହିଥିଲେ- “ମୋ ପାଇଁ Shehnaaz ସିଗ୍ରେଟ ଭଳି…ଜାଣିଛି ବର୍ବାଦ କରୁଛି ତଥାପି…

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ସବୁଠୁ ବଡ ଖବର ଜାଣିଥିବେ କି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ହୃ-ଦ-ଘା-ତ ରେ ମୃ-ତ୍ୟୁ ଘ-ଟି-ଛି । ତେବେ ସେ ବର୍ତ୍ତମାନ ୪୦ ବର୍ଷ ର ଥିଲେ । ସେ ବାଳିକା ବଧୂ, ଦିଲ ସେ ଦିଲ ତକ୍, ଆଦି ଧାରାବାହିକ ରେ ସେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଥିଲେ । ତେବେ ସେ ବିଗ ବସ ୧୩ ରେ ଅଧିକ ସଫଳତା ହାସଲ କରିଥିଲେ ।

ତେବେ ଏହି ବିଗ ବସ ରେ ସେ ଶେହନାଜ ଗିଲ ଙ୍କ ବହୁତ ନିକଟତର ହୋଇଥିଲେ ଏବଂ ଦର୍ଶକ ମାନେ ମଧ୍ୟ ଦୁହିଁଙ୍କ ଯୋଡି କୁ ଖୁବ ଭଲ ମଧ୍ୟ ପାଉଥିଲେ । ତେବେ ସିଦ୍ଧାର୍ଥ ଏବଂ ସେହନାଜ ଙ୍କ ସହ ଏକ ମ୍ୟୁଜିକ ଭି-ଡି-ଓ ମଧ୍ୟ ରିଲିଜ ହୋଇଥିଲା । ତେବେ ସିଦ୍ଧାର୍ଥ ଏବଂ ଶେହନାଜ ଙ୍କ ଫ୍ୟାନ ମାନେ ତାଙ୍କୁ ସିଡନାଜ ବୋଲି ମଧ୍ୟ ଡାକୁଥିଲେ । ତେବେ ଏହି ଦୁଃଖଦ ଖବର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତ ଙ୍କ ମନରେ ଦୁଃଖ ଭରି ଦେଇଯାଇଛି ।

ତେବେ ସୂଚନା ଅନୁସାରେ ଶେହନାଜର ବର୍ତ୍ତମାନ ହାଲତ ବହୁତ ଖରାପ ଅଛି । ସେ ଏହି ଖବର କି ବିଶ୍ୱାସ ବି କରି ପାରୁ ନାହାନ୍ତି । ସୂଚନା ରୁ ଜଣା ପଡ଼ିଛି କି ସବୁଦିନ ଭଳି ସିଦ୍ଧାର୍ଥ କୁ ସକାଳୁ ଡାକିବା ପାଇଁ ଯାଇଥିଲେ ତାଙ୍କ ମାଆ କିନ୍ତୁ ସେ ଉଠି ନଥିଲେ ପରେ ନିଜ କୋଳରେ ମଧ୍ୟ ଶୁଆଇ ଥିଲେ କିନ୍ତୁ ସିଦ୍ଧାର୍ଥ କୌଣସି ଉତ୍ତର ଦେଇ ନଥିଲେ । ତେବେ ପରେ ତାଙ୍କ ପରିବାର ଲୋକ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

ତେବେ ଶେହନାଜ ଙ୍କ ବାପାଙ୍କ କହିବା ଅନୁସାରେ ତାଙ୍କ ଝିଅ ଭା-ଙ୍ଗି ପଡିଛି ଏବଂ ସେ କହୁଛି କି ମୋ ହାତରେ ମୋ କୋଳରେ ସେ ଆଖିବନ୍ଦ କରିଦେଲା ମୁଁ ତା ବିନା କିପରି ବଞ୍ଚିବି । ସେ ଏହା ମଧ୍ୟ କହି ଛନ୍ତି କି ଆଉ ଟିକେ ପରେ ତାକୁ ଜାଲିଦେବେ ମୁ କେମିତି ରହିବି । ତେବେ ସିଦ୍ଧାର୍ଥ ଏବଂ ଶେହନାଜ ଙ୍କ ଯୋଡି କୁ ଲୋକମାନେ ବହୁତ ପସନ୍ଦ କରୁଥିଲେ ଏବଂ ବହୁତ ଭଲ ପାଇବା ମଧ୍ୟ ଦେଉଥିଲେ ।

ତେବେ ବିଗ ବସ ରେ ସିଦ୍ଧାର୍ଥ ଶେହନାଜ କୁ କହିଥିଲେ କି ତୁ ସି-ଗ-ରେ-ଟ ଭଳି ମୁଁ ଜାଣିଛି ତୁ ମୋତେ ବର୍ବାଦ କରିଦେବୁ କିନ୍ତୁ ତଥାପି ମୁଁ ତୋତେ ପିଉଛି । ତେବେ ସିଦ୍ଧାର୍ଥ ଏହା ମଧ୍ୟ କହି ଥିଲେ କି ଯେତେବେଳେ ଶେହନାଜ ରାଗି ଯାଆନ୍ତି ସେତେବେଳେ ସେ ବହୁତ ମନାନ୍ତି ତାଙ୍କୁ କିନ୍ତୁ ଯଦି ଶେହନାଜ ନ ମାନେ ତେବେ ସେ ମଧ୍ୟ ବହୁତ ମନ ଦୁଃଖ କରିଥାନ୍ତି । ତେବେ ଶେହନାଜ ଙ୍କୁ କେଉଁ ଭଳି ପୁଅ ବିବାହ ପାଇଁ ଦରକାର ଯେତେବେଳେ ଡାନ୍ସ ଦିୱାନେ ରେ ମାଧୁରୀ ପଚାରିଲେ ତେବେ ଶେହନାଜ ହସି କି ସିଦ୍ଧାର୍ଥ ଙ୍କ ଆଡ଼କୁ ଇସାରା କରିଥିଲେ ।

ତେବେ ଶେହନାଜ କୁହନ୍ତି କି ଆମ ଦୁଇ ଜଣଙ୍କ ସମ୍ପର୍କ ବହୁତ ପବିତ୍ର ଅଟେ ସେଥିପାଇଁ ଆମ ଫ୍ୟାନ ମାନେ ମଧ୍ୟ ଆମ ସହ କଣ୍ଟାକ୍ଟ ହୋଇ ପାରନ୍ତି । ତେବେ ଶେହନାଜ ଏବଂ ସିଦ୍ଧାର୍ଥ ଏକ ନୂଆ ମିୟୁଜିକ ସିଙ୍ଗଲ ବି କରିଥାନ୍ତି କିନ୍ତୁ ସିଦ୍ଧାର୍ଥ ଙ୍କ ଏହି ଅଚାନକ ମୃ-ତ୍ୟୁ ଯୋଗୁଁ ଏହି ପ୍ରୋଜେକ୍ଟ ଅଧୁରା ରହିଗଲା । ତେବେ ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ଏବଂ ସେ ଆମ ମନରେ ସର୍ଵଦା ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *