Sidharth Shukla ଙ୍କ ଶେଷ ଫଟୋ ଉଠେଇ, ମା’ ଛାତିରେ ଲଗେଇଲେ ଫୋନ, Video ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ହାଇଲାଇଟ ରେ ଥିବା ଖବର ଜାଣିଥିବେ କି ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ହୃ-ଦ-ଘା-ତ ରେ ମୃ-ତ୍ୟୁ ଘ-ଟି-ଛି । ତେବେ ସେ ବର୍ତ୍ତମାନ ୪୦ ବର୍ଷ ର ଥିଲେ । ସେ ବାଳିକା ବଧୂ, ଦିଲ ସେ ଦିଲ ତକ୍, ଆଦି ଧାରାବାହିକ ରେ ସେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଥିଲେ । ତେବେ ସେ ବିଗ ବସ ୧୩ ରୁ ଅଧିକ ପ୍ରସିଦ୍ଧି ଲାଭ କରିଥିଲେ । ତେବେ ଏହି ଦୁଃଖଦ ଖବର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତ ଙ୍କ ମନରେ ଦୁଃଖ ଭରି ଦେଇଯାଇଛି ।

ତେବେ ତାଙ୍କ ମାଆ ଣ କହିବା କଥା ଥିଲା କି ସିଦ୍ଧାର୍ଥ ରାତିରେ ଔଷଧ ଖାଇ ଶୋଇଥିଲେ କିନ୍ତୁ ଅଧ ରାତି ପ୍ରାୟତଃ ୩ ଟା କିମ୍ବା ୪ ଟା ରେ ଉଠିଥିଲେ ସେତେବେଳେ ତାଙ୍କ ମାଆ ଯୋଗ ପାଇଁ ଉଠିଥିଲେ ତେବେ ତାଙ୍କ ମାଆ ଙ୍କୁ ସେ କହି ଥିଲେ କି ତାଙ୍କର ଛାତି ରେ ଯ-ନ୍ତ୍ର-ଣା ହେଉଛି ଏବଂ କିଛି ଅଜବ ଲାଗୁଛି । ତେବେ ତାଙ୍କ ମାଆ ଏହାକୁ ସାଧାରଣ କଥା ଭାବି ପାଣି ଦେଇଥିଲେ ଏବଂ ଶୋଇବାକୁ କହିଥିଲେ କିନ୍ତୁ ତାଙ୍କ ମାଆ ଜାଣି ନଥିଲେ କି ଏହି ରାତି ଥିଲା କାଳ ରାତି ଏବଂ ସିଦ୍ଧାର୍ଥ ଆଉ ସକାଳେ ଉଠିବେ ନାହିଁ ।

ତେବେ ସକାଳେ ତାଙ୍କ ମାଆ ତାଙ୍କୁ ଡାକି ଥିଲେ କିନ୍ତୁ ସେ କୌଣସି ଉତ୍ତର ଦେଇ ନଥିଲେ ପରେ ତାଙ୍କ ଭଉଣୀ ମଧ୍ୟ ଆସି ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ତାହା ବି ହେଲାଣି ଶେଷ ରେ ସେମାନେ ସିଦ୍ଧାର୍ଥ କୁ ହସ୍ପିଟାଲକୁ ନେଇ ଯାଇଥିଲେ କିନ୍ତୁ ସେଠାରେ ଡାକ୍ତର ସିଦ୍ଧାର୍ଥ ଙ୍କୁ ମୃ-ତ ଘୋଷଣା କରିଥିଲେ ।

ତେବେ ଏହା ପରେ ତାଙ୍କ ମାଆ ନିଜକୁ ବହୁତ ଧୋର୍ୟ୍ଯ ର ସହିତ ସମ୍ଭାଳି ଛନ୍ତି ସେ ଭିତରୁ ପଛେ ଭାଙ୍ଗି ଯାଇଛନ୍ତି କିନ୍ତୁ କାହା ଆଗରେ ନିଜର ଦୁଃଖ ଏବଂ କଷ୍ଟ କୁ ପ୍ରକଟ କରୁ ନାହାନ୍ତି । ଯେଉଁଠି ନିଜ ସ୍ୱାମୀ ଙ୍କୁ ହରାଇବା ପରେ କଷ୍ଟରେ ନିଜ ପୁଅ ଙ୍କୁ ବଡ଼ କରିଥିଲେ ଏବଂ ଯୋଗ୍ୟ କରିଥିଲେ ଆଜି ସେହି ପୁଅ ତାଙ୍କୁ ଛାଡି ଆରପାରି କୁ ଚାଲିଗଲା । ତେବେ ସେ ଫୁଣି ମାତ୍ର ୪୦ବର୍ଷ ବୟସରେ ।

ତେବେ ସିଦ୍ଧାର୍ଥ ଙ୍କ ମାଆ ଙ୍କର କିଛି ଫଟୋ ଭା-ଇ-ରା-ଲ ହେଉଛି ଯେଉଁଠି ସେ ନିଜ ଫୋନ କୁ ଛାତିରେ ଧରି ରଖିଛନ୍ତି ତେବେ ଅସଲରେ ସେ ସେହି ଫୋନ ରେ ସିଦ୍ଧାର୍ଥ ଙ୍କ ଶେଷ ଭିଡିଓ ଏବଂ ଶେଷ ଫଟୋ କୁ ରଖିଥିଲେ ଏବଂ ତାକୁ ହିଁ ନିଜ ଛାତିରେ ଧରି ରଖିଥିଲେ ।

ତେବେ ସିଦ୍ଧାର୍ଥ ଙ୍କୁ ସମସ୍ତେ ଷ୍ଟ୍ରଙ୍ଗ ଏବଂ ବାଘ କହୁଥିଲେ ତେବେ ଯାହାଙ୍କ ମାଆ ହିଁ ଏତେ ଷ୍ଟ୍ରଙ୍ଗ ତାଙ୍କ ପୁଅ ନିଶ୍ଚିତ ସେହି ଭଳି ହେବ । ତେବେ ବିଗ ବସ ରେ ଯେତେବେଳେ ସିଦ୍ଧାର୍ଥ ଙ୍କ ମାଆ ଆସିଥିଲେ ସେତେବେଳେ ତାଙ୍କ ଶାନ୍ତ ଏବଂ ନମ୍ର ବ୍ୟବହାର ରେ ସମସ୍ତେ ତାଙ୍କ ଫ୍ୟାନ ହୋଇଯାଇଥିଲେ । ତେବେ ସିଦ୍ଧାର୍ଥ ସବୁବେଳେ ଆମ ଭିତରେ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *