ସିଦ୍ଧାର୍ଥ…ସିଦ୍ଧାର୍ଥ… କହି ଆମ୍ବୁଲାନ୍ସ ପଛରେ ଦୌଡିଲେ Shehnaaz Gill, ପୁରା Video ଦେଖିଲେ ଆପଣଙ୍କ ଆଖିରେ ବି ଆସିଯିବ ଲୁହ

ନମସ୍କାର ବନ୍ଧୁଗଣ ସିଦ୍ଧାର୍ଥ ଶୁକ୍ଳା ଙ୍କ ହୃ-ଦ-ଘା-ତ ରେ ମୃ-ତ୍ୟୁ ଘ-ଟି-ଥି-ବା ଖବର ପରେ ସାରା ଇଣ୍ଡଷ୍ଟ୍ରୀ ରେ ବର୍ତ୍ତମାନ ଶୋକ ର ଛାୟା ଖେଳି ଯାଇଛି । ତେବେ ସେ ବର୍ତ୍ତମାନ ୪୦ ବର୍ଷ ର ଥିଲେ । ସେ ବାଳିକା ବଧୂ, ଦିଲ ସେ ଦିଲ ତକ୍, ଆଦି ଧାରାବାହିକ ରେ ସେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଥିଲେ । ତେବେ ସେ ବିଗ ବସ ୧୩ ରେ ଅଧିକ ସଫଳତା ହାସଲ କରିଥିଲେ ।

ତେବେ ଏହି ବିଗ ବସ ରେ ସେ ଶେହନାଜ ଗିଲ ଙ୍କ ବହୁତ ନିକଟତର ହୋଇଥିଲେ ଏବଂ ଦର୍ଶକ ମାନେ ମଧ୍ୟ ଦୁହିଁଙ୍କ ଯୋଡି କୁ ଖୁବ ଭଲ ମଧ୍ୟ ପାଉଥିଲେ । ତେବେ ସିଦ୍ଧାର୍ଥ ଏବଂ ସେହନାଜ ଙ୍କ ସହ ଏକ ମିୟୁଜିକ ଭି-ଡି-ଓ ମଧ୍ୟ ରିଲିଜ ହୋଇଥିଲା । ତେବେ ସିଦ୍ଧାର୍ଥ ଏବଂ ଶେହନାଜ ଙ୍କ ଫ୍ୟାନ ମାନେ ତାଙ୍କୁ ସିଡନାଜ ବୋଲି ମଧ୍ୟ ଡାକୁଥିଲେ । ତେବେ ଏହି ଦୁଃଖଦ ଖବର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତ ଙ୍କ ମନରେ ଦୁଃଖ ଭରି ଦେଇଯାଇଛି ।

ତେବେ ସୂଚନା ଅନୁସାରେ ଶେହନାଜର ବର୍ତ୍ତମାନ ହାଲତ ବହୁତ ଖରାପ ଅଛି । ସେ ଏହି ଖବର କି ବିଶ୍ୱାସ ବି କରି ପାରୁ ନାହାନ୍ତି । ସୂଚନା ରୁ ଜଣା ପଡ଼ିଛି କି ସବୁଦିନ ଭଳି ସିଦ୍ଧାର୍ଥ କୁ ସକାଳୁ ଡାକିବା ପାଇଁ ଯାଇଥିଲେ ତାଙ୍କ ମାଆ କିନ୍ତୁ ସେ ଉଠି ନଥିଲେ ପରେ ନିଜ କୋଳରେ ମଧ୍ୟ ଶୁଆଇ ଥିଲେ କିନ୍ତୁ ସିଦ୍ଧାର୍ଥ କୌଣସି ଉତ୍ତର ଦେଇ ନଥିଲେ । ତେବେ ପରେ ତାଙ୍କ ପରିବାର ଲୋକ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

ତେବେ ଶେହନାଜ ଙ୍କ ବାପାଙ୍କ କହିବା ଅନୁସାରେ ତାଙ୍କ ଝିଅ ଭାଙ୍ଗି ପଡିଛି ଏବଂ ସେ କହୁଛି କି ମୋ ହାତରେ ମୋ କୋଳରେ ସେ ଆଖିବନ୍ଦ କରିଦେଲା ମୁଁ ତା ବିନା କିପରି ବଞ୍ଚିବି । ସେ ଏହା ମଧ୍ୟ କହି ଛନ୍ତି କି ଆଉ ଟିକେ ପରେ ତାକୁ ଜାଲିଦେବେ ମୁ କେମିତି ରହିବି । ତେବେ ସିଦ୍ଧାର୍ଥ ଏବଂ ଶେହନାଜ ଙ୍କ ଯୋଡି କୁ ଲୋକମାନେ ବହୁତ ପସନ୍ଦ କରୁଥିଲେ ଏବଂ ବହୁତ ଭଲ ପାଇବା ମଧ୍ୟ ଦେଉଥିଲେ ।

ତେବେ ମିଡ଼ିଆ ଦ୍ୱାରା ସିଦ୍ଧାର୍ଥ ଙ୍କ ଶେଷକୃତ୍ୟ ର କିଛି ଭି-ଡି-ଓ ଦେଖିବାକୁ ମିଳିଥିଲା ଯେଉଁଥିରେ ଶେହନାଜ କୁ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଶେହନାଜ ବହୁତ କାନ୍ଦିଥିଲେ ଏବଂ ଆମ୍ବୁଲାନ୍ସ ର ପଛରେ ସିଦ୍ଧାର୍ଥ ସିଦ୍ଧାର୍ଥ କହି ଦୌଡୁଥିଲେ, ସେତେବେଳେ ଶେହନାଜ ଙ୍କ ଭାଇ ସେହବାଜ ତାଙ୍କୁ ସମ୍ଭାଳି ଥିଲେ । ତେବେ ଶେହନାଜ ଙ୍କ ଏହି ଅବସ୍ଥା କୁ ତାଙ୍କ ଫ୍ୟାନ ମାନେ ଦେଖି ପାରୁ ନାହାଁନ୍ତି । ତେବେ ସିଦ୍ଧାର୍ଥ ଙ୍କ ମୃତ୍ୟୁ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ ।

Leave a Reply

Your email address will not be published. Required fields are marked *