Sidharth Shukla ଙ୍କ ନିଧନ ପରେ Shehnaaz Gill ଙ୍କ ଭିଡିଓ ହେଲା ଭାଇରାଲ, ଦେଖନ୍ତୁ ଇମୋସନାଲ କରିଦେବା ଭଳି ଏହି Video

ନମସ୍କାର ବନ୍ଧୁଗଣ ଅଭିନେତା ସିଦ୍ଧାର୍ଥ ଶୁକ୍ଳା ଙ୍କ ହୃଦଘାତ ରେ ମୃତ୍ୟୁ ର ଘଟଣା କୁ ତିନି ସପ୍ତାହ ହୋଇ ଗଲାଣି । ତେବେ ସେ ୪୦ ବର୍ଷ ରେ ମୃତ୍ୟୁ ବରଣ କରିଥିଲେ । ସେ ବାଳିକା ବଧୂ, ଦିଲ ସେ ଦିଲ ତକ୍, ଆଦି ଧାରାବାହିକ ରେ ସେ ସୁନ୍ଦର ଅଭିନୟ କରି ଲୋକ ମାନଙ୍କ ହୃଦୟ ଜିଣିବାରେ ସଫଳ ହୋଇ ପାରିଥିଲେ । ତେବେ ସେ ବିଗ ବସ ୧୩ ରେ ଅଧିକ ସଫଳତା ହାସଲ କରିଥିଲେ ।

ତେବେ ଏହି ବିଗ ବସ ରେ ସେ ଶେହନାଜ ଗିଲ ଙ୍କ ବହୁତ ନିକଟତର ହୋଇଥିଲେ ଏବଂ ଦର୍ଶକ ମାନେ ମଧ୍ୟ ଦୁହିଁଙ୍କ ଯୋଡି କୁ ଖୁବ ଭଲ ମଧ୍ୟ ପାଉଥିଲେ । ତେବେ ସିଦ୍ଧାର୍ଥ ଏବଂ ସେହନାଜ ଙ୍କ ସହ ଏକ ମିୟୁଜିକ ଭି-ଡି-ଓ ମଧ୍ୟ ରିଲିଜ ହୋଇଥିଲା । ତେବେ ସିଦ୍ଧାର୍ଥ ଏବଂ ଶେହନାଜ ଙ୍କ ଫ୍ୟାନ ମାନେ ତାଙ୍କୁ ସିଡନାଜ ବୋଲି ମଧ୍ୟ ଡାକୁଥିଲେ । ତେବେ ଏହି ଦୁଃଖଦ ଖବର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସମସ୍ତ ଙ୍କ ମନରେ ଦୁଃଖ ଭରି ଦେଇଥିଲା ।

ତେବେ ସୂଚନା ଅନୁସାରେ ଶେହନାଜର ବର୍ତ୍ତମାନ ହାଲତ ବହୁତ ଖରାପ ଅଛି । ସେ ଏହି ଖବର କି ବିଶ୍ୱାସ ବି କରି ପାରୁ ନାହାନ୍ତି । ସୂଚନା ରୁ ଜଣା ପଡ଼ିଛି କି ସବୁଦିନ ଭଳି ସିଦ୍ଧାର୍ଥ କୁ ସକାଳୁ ଡାକିବା ପାଇଁ ଯାଇଥିଲେ ତାଙ୍କ ମାଆ କିନ୍ତୁ ସେ ଉଠି ନଥିଲେ ପରେ ନିଜ କୋଳରେ ମଧ୍ୟ ଶୁଆଇ ଥିଲେ କିନ୍ତୁ ସିଦ୍ଧାର୍ଥ କୌଣସି ଉତ୍ତର ଦେଇ ନଥିଲେ । ତେବେ ପରେ ତାଙ୍କ ପରିବାର ଲୋକ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ ।

ତେବେ ସିଦ୍ଧାର୍ଥ ଏବଂ ଶେହନାଜ ଙ୍କ ଯୋଡି କୁ ଲୋକମାନେ ବହୁତ ପସନ୍ଦ କରୁଥିଲେ ଏବଂ ବହୁତ ଭଲ ପାଇବା ମଧ୍ୟ ଦେଉଥିଲେ । ବର୍ତ୍ତମାନ ଶେହନାଜ ଙ୍କ ଏକ ଭିଡିଓ ଟି ଖୁବ ଭା-ଇ-ରା-ଲ ହେଉଛି ଯେଉଁଥିରେ ସେ ଏକ ଗୀତ ଗାଉଛନ୍ତି । ତେବେ ଗୀତର ନାମ ହେଉଛି ରୋଇ ନା ଯେ ୟାଦ ମେରେ । ତେବେ ଏହି ଗୀତ ଟି କୁ ଫ୍ୟାନ ମାନେ ଶୁଣି ବହୁତ ଦୁଃଖ ମଧ୍ୟ ପ୍ରକାଶ କରିଛନ୍ତି । ଏହି ଗୀତ ଟି ସିଦ୍ଧାର୍ଥ ଙ୍କ ର ମଧ୍ୟ ବହୁତ ପସନ୍ଦ ଥିଲା ସେ ଅନେକ ଥର ଏହି ଗୀତ ଗାଇବାର ନଜର ଆସିଛନ୍ତି ।

ତେବେ ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ପରେ ଶେହନାଜ ଙ୍କ ର କୌଣସି ପୋ-ଷ୍ଟ କିମ୍ବା ସେ ନିଜେ ମଧ୍ୟ ନଜର ଆସି ନାହାନ୍ତି । ହୁଏ ତ କେହି ଫ୍ୟାନ ପେଜ ଶେହନାଜ ଙ୍କ ପୁରୁଣା ଭି-ଡି-ଓ କୁ ପୋ-ଷ୍ଟ କରିଛି । ତେବେ ଏହି ଭିଡିଓ ରେ ଲୋକମାନେ ବହୁତ କମେଣ୍ଟ ମଧ୍ୟ ଦେଇଛନ୍ତି । ଏହା ଛଡା ଶେହନାଜ କେମିତି ଅଛନ୍ତି କିପରି ରହୁଛନ୍ତି ତା ବିଷୟ ରେ ମଧ୍ୟ ପ୍ରଶ୍ନ କରିଛନ୍ତି । ତେବେ ଆମେ ଆଶା କରୁଛୁ ଶେହନାଜ ଏହି ଶୋ-କ ରୁ ଜଲ୍ଦି ବାହାରି ଆସିବେ ତେବେ ସିଦ୍ଧାର୍ଥ ଙ୍କ ମୃ-ତ୍ୟୁ ଏକ ଅପୁରଣୀ କ୍ଷତି ଇଣ୍ଡଷ୍ଟ୍ରୀ ପାଇଁ ।

Leave a Reply

Your email address will not be published. Required fields are marked *