ସଖାଳୁ ଉଠିବା ପରେ କରନ୍ତୁ ଏହି 1 କାମ, କେବେ ବି ହେବ ନାହିଁ ଧନର ଅଭାବ, ଜଲ୍ଦି ଦେଖନ୍ତୁ- Chanakya Niti

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ବଞ୍ଚିବା ପାଇଁ ଇଛା କରନ୍ତି । ସେଥିପାଇଁ ମଣିଷ ଦିନ ରାତି କଷ୍ଟ କରନ୍ତି । ହେଲେ ସମସ୍ତଙ୍କ ଭାଗ୍ୟରେ ଏକ ସୁଖମୟ ଜୀବନ ନଥାଏ । ସମସ୍ତ ମଣିଷଙ୍କ ଜୀବନରେ କିଛି ନା କିଛି ଆର୍ଥିକ ସମସ୍ୟା ଲାଗିରହିଥାଏ । ଯଦି ଆପଣଙ୍କ ଜୀବନରେ ଆର୍ଥିକ ସମସ୍ୟା ଲାଗି ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜର ଆର୍ଥିକ ସମସ୍ୟାକୁ ସଂପୂର୍ଣ୍ଣ ଭାବରେ ଦୂର କରିପାରିବେ । ବନ୍ଧୁଗଣ ଏହି ଉପାୟର ଉପଚାର କରିଲେ ଆପଣଙ୍କୁ କେବେବି ଧନର ଅଭାବ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଉପଚାର ବିଷୟରେ ।

୧. ସର୍ବ ପ୍ରଥମେ ଆପଣ ସଖାଳ ସମୟରେ ଉଠିବା ମାତ୍ରେ ନିଜର ଦୁଇ ହାତ ପାପୁଲିକୁ ଯୋଡି ଦର୍ଶନ କରନ୍ତୁ ଓ ତା ପରେ ସେହି ହାତ ପାପୁଲିକୁ ନିଜ ମୁହଁରେ ସ୍ପର୍ଶ କରନ୍ତୁ । ଯେହେତୁ ଆମ ହାତରେ ବ୍ରହ୍ମା ବିଷ୍ଣୁ ଓ ମହେଶ୍ଵରଙ୍କ ବାସ ରହିଥାଏ ତେଣୁ ଆପଣଙ୍କୁ ସର୍ବ ପ୍ରଥମେ ସଖାଳ ସମୟରେ ଉଠି ନିଜ ହାତ ପାପୁଲିର ଦର୍ଶନ କରିବା ଉଚିତ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଧନ ପ୍ରାପ୍ତିର ଯୋଗ ମଧ୍ୟ ବଢିଯାଇଥାଏ । ଏପରି କରିବା ଦ୍ଵାରା ଆପଣଙ୍କ ଜୀବନରେ କୌଣସି କଠିନ ପରିସ୍ଥିତି ଆସି ନଥାଏ ଓ ଆପଣଙ୍କ ଦିନ ମଧ୍ୟ ବହୁତ ଭଲରେ ଯାଇଥାଏ ।

୨. ବନ୍ଧୁଗଣ ସଖାଳ ସମୟରେ ଉଠିବା ପରେ ଆପଣ ସ୍ନାନ କରି ସୂର୍ଯ୍ୟଙ୍କୁ ଜଳ ଅର୍ପଣ ନିଶ୍ଚୟ କରନ୍ତୁ । ଯେଉଁ ଲୋକମାନେ ସରକାରୀ ଚାକିରି ପାଇବା ପାଇଁ ଇଛା କରୁଛନ୍ତି ସେମାନଙ୍କ ପାଇଁ ଏହା ବହୁତ ଲାଭଦାୟକ । ଆପଣ ମାନେ ତମ୍ବା ପାତ୍ରରେ ଜଳ ଅର୍ପଣ କରନ୍ତୁ ଏହା ବହୁତ ଶୁଭ ହୋଇଥାଏ । ଜଳ ସହ ଆପଣ ଚାହିଁଲେ କିଛି ଚାଉଳ ମଧ୍ୟ ଅର୍ପଣ କରିପାରିବେ । ଏହା ଦ୍ଵାରା ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟ ବଳବାନ ହୋଇଥାନ୍ତି ଓ ଆପଣଙ୍କ ଉପରେ ପ୍ରସନ୍ନ ମଧ୍ୟ ରହିଥାନ୍ତି ।

୩. ସଖାଳୁ ଉଠିବା ପରେ ଆପଣ ମାନେ ନିଜ ଘରେ ଝାଡୁ ନିଶ୍ଚୟ ଲଗାନ୍ତୁ । ଯେଉଁ ଘରେ ସଖାଳ ସମୟରେ ଝାଡୁ ଲଗାଯାଇ ନଥାଏ ସେହି ଘରେ କେବେହେଲେ ମା ଲକ୍ଷ୍ମୀ ରହିନଥାନ୍ତି । ହେଲେ କେବେବି ସନ୍ଧ୍ୟା ସମୟରେ ଘରେ ଝାଡୁ ଲଗାଇବେ ନାହିଁ ଏହା ଆପଣଙ୍କ ଘର ପାଇଁ ବହୁତ ଅଶୁଭ ହୋଇଥାଏ । ସଖାଳ ସମୟରେ ଝାଡୁ ଲଗାଇବା ଦ୍ଵାରା ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କ ବାସ ରହିଥାଏ ଯାହାଫଳରେ ଆପଣଙ୍କ ଆର୍ଥିକ ଅବସ୍ଥା ମଝବୁତ ହୋଇଥାଏ ।

ତେଣୁ ବନ୍ଧୁଗଣ ସଖାଳ ସମୟରେ ଏହି ସବୁ ଉପାୟକୁ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *