Ollywood ର ସୁପର ଷ୍ଟାର Siddhant Mohapatra ଙ୍କ ମୋଟ ସମ୍ପତ୍ତି କେତେ ? ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ !

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ପ୍ରସିଦ୍ଧ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତା ଙ୍କ ଭଳି ଓଡ଼ିଶା ରେ ଅନ୍ୟ କୌଣସି ଅଭିନେତା ହୋଇପାରିବେ ନାହିଁ । ଏହି ଅଭିନେତା ଙ୍କ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ମଧ୍ୟ ଫିଲ୍ମ ଫ୍ଲଫ୍ ହୋଇନାହିଁ । ଅଭିନେତା ସିଦ୍ଧାନ୍ତ ମହାପାତ୍ର ୧୯୯୯ ମସିହାରେ ଅଭିନେତ୍ରୀ ରଚନା ବ୍ୟାନାର୍ଜୀ ଙ୍କ ସହିତ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ ।

ତାଙ୍କର ପ୍ରଥମ ଓଡ଼ିଆ ଫିଲ୍ମ ହେଉଛି “ଶ୍ରଦ୍ଧାଞ୍ଜଳି” । ରଚନା ଓ ସିଦ୍ଧାନ୍ତ ଙ୍କ ଯୋଡ଼ି ଓଡ଼ିଶା ର ସୁପରହିଟ ଏବଂ ଦର୍ଶକ ମାନଙ୍କ ପ୍ରିୟ ଯୋଡ଼ି ଅଟେ । ସିଦ୍ଧାନ୍ତ ଓ ରଚନା ଏକତ୍ର ପାଖାପାଖି ୪୦ ଟି ଓଡ଼ିଆ ଫିଲ୍ମ ରେ କାମ କରିଛନ୍ତି । ଏମାନଙ୍କ ସମସ୍ତ ଫିଲ୍ମ ସୁପରହିଟ ହୋଇଥିଲା । ୨୦୦୪ ମସିହାରେ ଏହି ଯୋଡ଼ି ଙ୍କ ବ୍ରେକ୍ଅପ ହୋଇଯାଇଥିଲା ।

ଏହାପରେ ରଚନା ବ୍ୟାନାର୍ଜୀ ଓଡ଼ିଶା ଛାଡ଼ି କୋଲକତା ପଳାଇଥିଲେ ଏବଂ କେବେବି ଓଡ଼ିଶା ଫେରି ନଥିଲେ । ଏହାର ପରବର୍ତ୍ତୀ ସମୟ ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ମାମା ମିଶ୍ର ଙ୍କୁ ବିବାହ କରିଥିଲେ । ଏହି ଯୋଡ଼ି ଙ୍କ ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ଏହି ଅଭିନେତା ୨୦୦୯ ମସିହାରେ ରାଜନୀତି କ୍ଷେତ୍ରରେ ପାଦ ଦେଇଥିଲେ ଏବଂ ଲଗାତାର ଦୁଇ ଥର ଏମ୍ ପି ପଦବୀ ହାସଲ କରିଥିଲେ ।

ଏହି ଅଭିନେତା ପାଖାପାଖି ୧୫୦ ଟି ଓଡ଼ିଆ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ ସେ ନିଜର ଅଭିନୟ କ୍ୟାରିଅର କୁ ଜାରି ରଖିଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଅଭିନେତା ସିଦ୍ଧାନ୍ତ ମହାପାତ୍ର କେତେ ସମ୍ପତ୍ତି ର ମାଲିକ ଅଟନ୍ତି । ଏହି ଅଭିନେତା ଗୋଟିଏ ଓଡ଼ିଆ ଫିଲ୍ମ କରିବା ନିମନ୍ତେ ୫ ରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ନେଇଥାନ୍ତି ।

ଆପଣ ମାନେ ଦେଖିଥିବେ ଯେ ସେ ବହୁତ ଗୁଡ଼ିଏ ବ୍ରାଣ୍ଡ ର ପ୍ରମୋସନ୍ କରନ୍ତି । ଏଥିପାଇଁ ସେ ଦେଢ଼ ଲକ୍ଷ ଟଙ୍କା ନେଇଥାନ୍ତି । ସିଦ୍ଧାନ୍ତ ମହାପାତ୍ର ଙ୍କ ବରଂପୁର ଠାରେ ଏକ ରାଜକୀୟ ଘର ରହିଛି ଏବଂ ଗୋଟିଏ ଲକ୍ସରି କାର୍ ମଧ୍ୟ ଅଛି । ଏହା ସହିତ ତାଙ୍କ ପାଖରେ ଦୁଇ ରୁ ତିନୋଟି ସୁପର ବାଇକ୍ ମଧ୍ୟ ଅଛି । ଯାହାର ଦାମ ପ୍ରାୟ ୨୫ ରୁ ୩୦ ଲକ୍ଷ ଟଙ୍କା ଅଟେ ।

ଏହି ଅଭିନେତା ଏମ୍ ପି ଥିବା ସମୟ ରେ ତାଙ୍କ ଦରମା ଥିଲା ୧ ଲକ୍ଷ ଟଙ୍କା । ବର୍ତ୍ତମାନ ତାଙ୍କୁ ୬୦ ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ୍ ମଧ୍ୟ ମିଳୁଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କ ମୋଟ ସମ୍ପତ୍ତି ର ଆନୁମାନିକ ମୂଲ୍ୟ ପାଖାପାଖି ୨୫ ରୁ ୩୦ କୋଟି ଟଙ୍କା ମଧ୍ୟରେ ।

Leave a Reply

Your email address will not be published. Required fields are marked *