Shivani ଙ୍କ ସ୍କୁଟି ପଛରେ ବସି Swaraj ଙ୍କର ହେଲା ଏମିତି ଅବସ୍ଥା, ଦେଖିଲେ ହସି ହସି ଗଡିଯିବେ….ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ଓଲିଉଡ ଜଗତରେ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତା ସ୍ୱରାଜ ଶିବାନୀ ଙ୍କ ଗାଡି ପଛରେ ବସିଲେ ଏବଂ କଣ କଣ କହିଲେ ଆସନ୍ତୁ ଜାଣିନେବା ।

ତେବେ ସ୍ୱରାଜ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା । ସେ ଶିଶୁ କଳାକାର ଭାବେ ମଧ୍ୟ ଅନେକ ସିନେମା ତଥା ଅନେକ ଧାରାବାହିକ ରେ କାମ କରିଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷକ ତାଙ୍କ ଅଭିନୟ ଏବଂ ଲୁକ କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ତେବେ ସ୍ୱରାଜ ଙ୍କ ପୁରା ନାମ ହେଉଛି ସ୍ୱରାଜ ବାରିକ ।
ସ୍ୱରାଜ ବର୍ତ୍ତମାନ ସମୟରେ ଓଲିଉଡ ର ଜଣେ ଲୋକପ୍ରିୟ ଏବଂ ସଫଳ ଅଭିନେତା ।

ସେ ଏହି ଇଣ୍ଡଷ୍ଟ୍ରୀ ରେ ଛୋଟ ବେଳୁ ହିଁ ଅଛନ୍ତି ପ୍ରଥମେ ଶିଶୁ କଳାକାର ବର୍ତ୍ତମାନ ସୁପରଷ୍ଟାର ମଧ୍ୟ ହୋଇ ଯାଇଛନ୍ତି । ସେହିଭଳି ଶିବାନୀ ସଂଗୀତା ସିଏ ମଧ୍ୟ ଜଣେ ଶିଶୁ କଳାକାର ଭାବରେ ଏହି ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ ତେବେ ସେ ଅନେକ ସିନେମା ତଥା ଅନେକ ଧାରାବାହିକ ରେ କାମ କରିଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷକ ତାଙ୍କ ଅଭିନୟ ଏବଂ ଲୁକ କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରନ୍ତି ।

ଶିବାନୀ ‘ସିଷ୍ଟର ଶ୍ରୀଦେବୀ’ ‘ପ୍ରେମ କୁମାର’ ‘ଦିଲ ମୋର ମାନେନା’ ଆଦି ସିନେମା ରେ ସେ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଛନ୍ତି । ତାଙ୍କ ପୁରା ନାମ ହେଉଛି ଶିବାନୀ ସଂଗୀତା । ସେ ଭୁବନେଶ୍ୱର ରେ ବାସ କରନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ରେ ଦେଖିବାକୁ ମିଳୁଛି ଯେଉଁ ଥିରେ ସେ ସ୍ୱରାଜ ଙ୍କୁ ନିଜ ସ୍କୁଟି ପଛରେ ବସାଇ ଛନ୍ତି ଏବଂ ଶିବାନୀ ଙ୍କୁ ସମସ୍ତେ ପଚାରୁଛନ୍ତି କି ପକେଇ ଦେବ ନାହିଁ ତ । ତେବେ ଶିବାନୀ ଉତ୍ତର ରେ କହୁଛନ୍ତି ମୋର ଅଭ୍ୟାସ ଅଛି ।

ତେବେ ଏହା ଛଡା ଆଉ ଏକ ଭିଡିଓ ରେ ଦେଖିବାକୁ ମିଳୁଛି ଶିବାନୀ ଜାଗର କରିଛନ୍ତି ଏବଂ ସ୍ୱରାଜ ତାଙ୍କୁ ଚିଡାଉ ଛନ୍ତି ଏବଂ କିଛି ଖାଇବ କି ନାହିଁ ବୋଲି ପଚାରୁଛନ୍ତି ତେବେ ଶିବାନୀ କହୁଛନ୍ତି ମୁଁ କାଷ୍ଠା ଅଛି କିଛି ଖାଇବିନି କି ପିଇବିନି କିମ୍ବା ଛେପ ବି ଢ଼ୋକି ବି ନାହିଁ । ତେବେ ଶିବାନୀ ଏବଂ ସ୍ୱରାଜ ଙ୍କ ବନ୍ଧୁତ୍ୱ ବହୁତ ଲୋକପ୍ରିୟ ମଧ୍ୟ ସେମାନଙ୍କ ଯୋଡି କୁ ମଧ୍ୟ ଲୋକମାନେ ଖୁବ ଭଲ ପାଇବା ଦେଇଥାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *