ମାର୍କେଟ କୁ ଆସିଗଲା Viral Boy Santanu ଙ୍କ ନୂଆ ଗୀତ ‘ଟୋକାଟା ଚଗଲା ହେଲା’, ଦେଖନ୍ତୁ Video ହସି ହସି ଗଡିଯିବେ…  

ବର୍ତ୍ତମାନର ସମୟରେ ଦୁନିଆର ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆ ସହ ଯୋଡି ହୋଇ ରହୁଛନ୍ତି । ତେବେ ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଦୁନିଆର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରିବା ସହ ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ଦୁନିଆର ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ବନ୍ଧୁଗଣ ଅନେକ ଲୋକ ସୋସିଆଲ ମିଡିଆରେ ନିଜ ଟ୍ୟାଲେନ୍ଟ ଦେଖାଇ ଫେମସ ହୋଇଯାନ୍ତି । ତେବେ ସୋସିଆଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯେଉଁଠି ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ । ବନ୍ଧୁଗଣ ଏବେ ସୋସିଆଲ ମିଡିଆରେ ଆମ ଓଡିଶାର ଜଣେ କୁନି ପୁଅ ବହୁତ ଚର୍ଚ୍ଚାରେ ରହୁଛି । ଏହି ଛୋଟ ପୁଅର ନାମ ହେଉଛି ସାନ୍ତନୁ କୁମାର ମହାନ୍ତି ।

ସାନ୍ତନୁ ଭଲ ଗୀତ ଗାଇବା ସହ ଭଲ କମେଡି କରୁଛନ୍ତି । ସୋସିଆଲ ମିଡିଆରେ କେବଳ ତାଙ୍କର ଅନେକ ଭିଡିଓ ବହୁତ ଭାଇରାଲ ହେଉଛି । ଏତେ କମ ବୟସରେ ସାନ୍ତନୁ ଓଡିଶା ବାସୀଙ୍କ ମନ ଜିତିପାରି ଛନ୍ତି । ତେବେ ଓଡିଆ ରିଆଲିଟି ସୋ ‘ଓଡିଶାର ନୂଆ ସ୍ଵର’ରେ ପ୍ରତିଯୋଗୀ ରୂପେ ନଜର ଆସୁଛନ୍ତି ସାନ୍ତନୁ । ଏବେ ସାନ୍ତନୁ ସମସ୍ତଙ୍କ ଭଲ ପାଇବା ପାଉଛନ୍ତି ।

ତେବେ ଗତ କିଛି ସମୟ ହେବ ସାନ୍ତନୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆଜି ଆମେ ଆପଣ ମାନଙ୍କୁ ସାନ୍ତନୁଙ୍କର ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।ବନ୍ଧୁଗଣ ଶାନ୍ତନୁଙ୍କର ପ୍ରଥମ ଆଲବମ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଆଲବମରେ ଶାନ୍ତନୁ କଣ୍ଠାଦାନ କାରିଛନ୍ତି ।

ଏହି ଗୀତର ନାମ ହେଉଛି ‘ଟିକାଟା ଚଗଲା ହେଲା’ । ଏହି ଗୀତଟିକୁ ୟୁଟ୍ୟୁବ ଚ୍ଯାନେଲ ‘ରୋହନ କ୍ରିଏସନ’ରେ ଲଞ୍ଚ କରାଯାଇଛି । ଭିଡିଓରେ ଶାନ୍ତନୁ ସୋମେଷ ଷ୍ଟୂଡିଓ ଭୁବନେଶ୍ବରରେ ରହି ବହୁତ ଜବରଦସ୍ତ ଗୀତ ଗାଉଥିବାର ନଜର ଆସୁଛନ୍ତି । ଶାନ୍ତନୁ ବହୁତ କମ ବର୍ଷ ବୟସରେ ଓଡିଶାରେ ବହୁତ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶାନ୍ତନୁଙ୍କ ଏହି ଆଲବମ ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *