ଶାଶୁଘରେ ଚପଲ ମାଡ ଖାଇ ଏହି Actress ଙ୍କର ହୋଇଥିଲା ସ୍ଵାଗତ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ଏହି ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ଅଭିନୟ ପାଇଁ ବହୁତ ଚର୍ଚାରେ ଥାନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବଲିଉଡର ଜଣେ ଦିଗଜ ଅଭିନେତ୍ରୀ । ବନ୍ଧୁଗଣ ସେହି ଅଭିନେତ୍ରୀଙ୍କ ନାମ ହେଉଛି ରେଖା । ଆପଣ ମାନେ ସମସ୍ତେ ରେଖାଙ୍କର ବହୁତ ସୁପର ହିଟ ଫିଲ୍ମକୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ଜଣଙ୍କର ଜୀବନ ରହସ୍ୟରେ ଭରି ରହିଛି ।

ବନ୍ଧୁଗଣ ରେଖାଙ୍କ ଜୀବନରେ ବହୁତ ପୁରୁଷ ଆସିଛନ୍ତି ହେଲେ ସେ ଯାହାକୁ ସଚ୍ଚା ପ୍ରେମ କରୁଥିଲେ ତାକୁ ପାଇ ପାରିଲେ ନାହିଁ । ଏହା ସଫଳ ଅଭିନେତ୍ରୀ ହୋଇ ମଧ୍ୟ ରେଖାଙ୍କ ଜୀବନରେ ଏମିତି ଏକ ସମୟ ଆସିଥିଲା ଯେଉଁଠି ସେ ବିନୋଦ ମେହେରାଙ୍କ ମା’ଙ୍କ ଠାରୁ ଚପଲ ମାଡ ଖାଇଥିଲେ, ଏହି ଘଟଣା ସେହି ସମୟର ଯେତେବେଳେ ରେଖା ଓ ବିନୋଦ ମେହେରାଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ଥିଲା ।

 

ରେଖା ବିନୋଦଙ୍କୁ ବହୁତ ପ୍ରେମ କରୁଥିଲେ ଓ ସେ ବିନୋଦଙ୍କୁ ନିଜ ଜୀବନସାଥି ମାନି ଥିଲେ । ହେଲେ ଫଳ ସ୍ୱରୂପ ରେଖାଙ୍କୁ ମାଡ ଖାଇବାକୁ ପଡିଥିଲା । ରେଖା ଓ ବିନୋଦଙ୍କ ସାକ୍ଷାତ ଫିଲ୍ମ ‘ଘର’ର ଶୁଟିଙ୍ଗ ସମୟରେ ହୋଇଥିଲା ।

ଏହି ଫିଲ୍ମରେ କାମ କରିବା ସମୟରେ ଏହି ଦୁଇଜଣ ପରସ୍ପର ସହ ବହୁତ କ୍ଳୋଜ ଆସିଯାଇଥିଲେ । କିଛି ସମୟ ରିଲେସନରେ ରହିବା ପରେ ଏହି ଦୁଇଜଣ ନିଷ୍ପତ୍ତି ନେଇଥିଲେ ଏମାନେ କଲିକତାର ଏକ ମନ୍ଦିରରେ ପରସ୍ପର ସହ ବିବାହ କରିବେ ।

ଏହାପରେ ଏହି ଦୁଇଜଣ କଲିକତାର ଏକ ମନ୍ଦିରରେ ପରସ୍ପର ସହ ବିବାହ କରିଥିଲେ । ରେଖା ଓ ବିନୋଦ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥିଲେ । ହେଲେ ରେଖାଙ୍କୁ ନା ଏକ ସ୍ତ୍ରୀର ସମ୍ମାନ ମିଳିଥିଲା ନା ଶଶୁର ଘରେ ଏକ ବୋହୁର ସମ୍ମାନ । ରେଖାଙ୍କୁ ନିଜ ଶଶୁର ଘରେ ବହୁତ କଷ୍ଟ ସହିବାକୁ ପଡିଥିଲା । ହେଲେ ସେ ସେତେବେଳେ ମଧ୍ୟ ବିନୋଦଙ୍କ ଅପେକ୍ଷାରେ ରହିଥିଲେ ।

ହେଲେ ବିନୋଦ ନିଜ ମାଙ୍କ ବିରୋଧରେ ଯାଇପାରି ନଥିଲେ ଓ ରେଖାଙ୍କ ସପୋର୍ଟ ମଧ୍ୟ କରିପାରିଲେ ନାହିଁ । ହେଲେ ବହୁତ ସମୟ ପରେ ଯେତେବେଳେ ବିନୋଦ ରେଖାଙ୍କ ଜୀବନରେ ଆସିଥିଲେ ସେତେବେଳେ ରେଖା ନିଜ ଜୀବନରେ ସଫଳତା ପାଇବା ପାଇଁ ଆଗକୁ ବଢିବାର ନିଷ୍ପତ୍ତି ନେଇସାରିଥିଲେ ଓ ନିଜର ବାକି ଜୀବନ କିରଣ କୁମାରଙ୍କ ସହ ଅତିବାହିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *