କେବଳ ମାତ୍ର 10 ଦିନରେ ପୁରୁଷଙ୍କ ତ୍ୱଚାକୁ ଗୋରା, ସୁନ୍ଦର ଓ ଦାଗହୀନ ବନାଇବା ପାଇଁ ରାମବାଣ ଉପାୟ- Baba Ramdev Health Tips

ବନ୍ଧୁଗଣ ସାଧାରଣତଃ ପୁରୁଷ ମାନଙ୍କର ଯେଉଁ ଚେହେରା ଢାଙ୍କି ହୋଇ ରହିଥାଏ ସେହି ଚେହେରା ସଫା ଦେଖା ଯାଇନଥାଏ । କାରଣ ପୁରୁଷ ମାନେ ନିଜ ଚେହେରା ପ୍ରତି ଅଧିକ ଧ୍ୟାନ ଦେଇନଥାନ୍ତି । ହେଲେ ବର୍ତ୍ତମାନର ଦୁନିଆରେ ପୁରୁଷ ମାନଙ୍କୁ ନିଜ ଚେହେରା ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ ଅଟେ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜି ଆମେ ଆପଣ ମାନଙ୍କ ପାଇଁ ଏପରି ଏକ ଉପାୟ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜ ଚେହେରାକୁ ସୁନ୍ଦର, ଚିକ୍କଣ, କୋମଳ ଓ ଦାଗହୀନ କରିପାରିବେ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଉପାୟ କହିବାକୁ ଯାଉଛୁ ଯାହାକୁ ଆପଣ ଘର ମଧ୍ୟରେ ପ୍ରସ୍ତୁତ କରିପାରିବେ ଓ ଏହି ରେମେଡିର କୌଣସି ସାଇଡ ଇଫେକ୍ଟ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ରେମେଡି ବା ଉପାୟ ବିଷୟରେ ।


ବନ୍ଧୁଗଣ ଆମର ଏହି ଉପାୟ ପାଇଁ ଆପଣ ମାନଙ୍କୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିବ ଆଲୋବେର ଜେଲର । ମାର୍କେଟରୁ ମିଳୁଥିବା ଆଲୋବେରା ଜେଲର ବ୍ଯବହର ନକରି ଆପଣ ଏକ ଆଲୋବେରା ଗଛ ଆଣନ୍ତୁ ତାହାକୁ କାଟି ତାହାର ଜେଲକୁ ଛୁରୀ ଦ୍ଵାରା ବାହାର କରିଦିଅନ୍ତୁ । ଏକ ପାତ୍ରରେ ଆପଣ କମ ସେ କମ ଦୁଇ ଚାମଚ ଆଲୋବେରା ଜେଲ ରଖନ୍ତୁ । ଦ୍ଵିତୀୟରେ ଆପଣ ଏଥିରେ ଏକ ଚାମଚ ଗୋଲାପ ଜଳର ପ୍ରୟୋଗ କରନ୍ତୁ ।

ବନ୍ଧୁଗଣ ତୃତୀୟରେ ଆପଣ ଏଥିରେ ପେସ୍ତା ବାଦାମ ତେଲ ଏକ ଚାମଚ ମିଶାଇ ଦିଅନ୍ତୁ । ବନ୍ଧୁଗଣ ଏହି ତେଲ ଆପଣ ମାନଙ୍କୁ ମାର୍କେଟରୁ ବହୁତ ସହଜରେ ମିଳିଯିବ । ଆମର ଶେଷ ସାମଗ୍ରୀ ହେଉଛି ଆପଣ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାଇ ଦିଅନ୍ତୁ । ଏହା ପରେ ବନ୍ଧୁଗଣ ଆପଣ ଏହି ସମସ୍ତ ଜିନିଷକୁ ଗ୍ରାଇଣ୍ଡର ସାହାର୍ଯ୍ୟରେ ଭଲ ଭାବରେ ପେଶୀ ଦିଅନ୍ତୁ । ଏହା ପରେ ଆମର ଶିରମ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଯିବ ।


ବନ୍ଧୁଗଣ ଏହି ଶିରମକୁ ଆପଣ ଏକ କାଚ ପାତ୍ରରେ ରଖିଦିଅନ୍ତୁ । ପ୍ରଥମେ ଆପଣ ନିଜ ଚେହେରାକୁ ଅଳ୍ପ ଉଷୁମ ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ ଓ ଏକ ଟାଉଲରେ ଭଲ ଭାବରେ ଚେହେରାକୁ ପୋଛି ଦିଅନ୍ତୁ । ଏହା ପରେ ଆପଣ ଏକ କଟନ ବା ତୁଳା ସାହାର୍ଯ୍ୟରେ ନିଜ ଚେହେରାରେ ଏହି ଶିରମକୁ ମାଲିସ କରନ୍ତୁ । କମ ସେ କମ ଏହାକୁ ୫ ରୁ ୧୦ ମିନିଟ ପର୍ଯ୍ୟନ୍ତ ନିଜ ଚେହେରାରେ ମାଲିସ କରନ୍ତୁ । ଏହାକୁ ଆପଣ ରାତିରେ ଲଗାଇ ସକାଳ ସମୟରେ ଧୋଇ ପାରିବେ । ଆପଣ ସକାଳ ସମୟରେ ଅଳ୍ପ ଉଷୁମ ପାଣି ବା ଗୋଲାପ ଜଳ ମାଧ୍ୟମରେ ନିଜ ଚେହେରାକୁ ଭଲ ଭାବରେ ସଫା କରିଦିଅନ୍ତୁ ।


ବନ୍ଧୁଗଣ ପ୍ରଥମେ ଦିନରେ ଆପଣଙ୍କୁ ଏହାର ଫରକ ଦେଖିବାକୁ ମିଳିଯିବ । କେବଳ ୧୦ ଦିନର ପ୍ରୟୋଗ ଦ୍ଵାରା ଆପଣଙ୍କ ଚେହେରା ସଂପୂର୍ଣ୍ଣ ସଫା, ଦାଗହୀନ, ସୁନ୍ଦର ଓ ଗ୍ଲୋ କରିବାକୁ ଲାଗିବ । ତା ହେଲେ ବନ୍ଧୁଗଣ ଆପଣ ଏହି ଉପାୟର ବ୍ୟବହାର କରି ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *