ସ୍ଵାମୀ-ସ୍ତ୍ରୀ ଟାଟୁ ବିବାଦ: ଶାଶୁଙ୍କ ବିରୁଦ୍ଧରେ ବୋହୁ ଆଣିଲେ ଏହି ସାଂଘାତିକ ଅଭିଯୋଗ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ପାଦ ତଳୁ ମାଟି ଖସିଯିବ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜି କାଲି ଆପଣ ମାନେ ସ୍ୱାମୀ ସ୍ତ୍ରୀ ସଂପର୍କ କୁ ନେଇ ଅନେକ ଖବର ଶୁଣିବାକୁ ପାଉଥିବେ । କେତେବେଳେ ସ୍ୱାମୀ ର ଅ-ତ୍ୟା-ଚା-ର ସ୍ତ୍ରୀ ସହି ନ ପାରି ଥାନା ର ଦ୍ୱାରସ୍ତ ହେଉଥିବା ବେଳେ ସେପଟେ ସ୍ତ୍ରୀ ର ଧୋ-କା ପ୍ର-ତା-ର-ଣା ସ୍ୱାମୀ ସହି ନ ପାରି ହୁଏ ତ ଆ-ତ୍ମ-ହ-ତ୍ୟା ନଚେତ ଅଭିଯୋଗ କରୁଛି ।

ତେବେ ସେହି ଭଳି ଏକ ଅଭିଯୋଗ ନେଇ ଆସିଥିଲେ କଟକରେ ରହୁଥିବା ମୋହିତ ନାମକ ଜଣେ ଯୁବକ । ତେବେ ତାଙ୍କ ସ୍ତ୍ରୀ ଅନେକ ପର ପୁରୁଷ ଙ୍କ ସହ ସଂପର୍କ ରଖିଛନ୍ତି ବୋଲି ସେ ଅଭିଯୋଗ କରିଥିଲେ ଏବଂ ସେ ଏସବୁ ମିଡ଼ିଆ ଆଗରେ ମଧ୍ୟ ପ୍ରକାଶ କରିଥିଲେ ଏବଂ ସେ ତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ନି-ର୍ଯ୍ୟା-ତ-ନା ଦେଉଥିଲେ । ତେବେ ଏହି ସବୁ ପରେ ମୋହିତ ଙ୍କ ପତ୍ନୀ ମିଡ଼ିଆ ଆଗରେ ନିଜର ମୁହଁ ଖୋଲିଛନ୍ତି ।

ତେବେ ସେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ଏବଂ ତାଙ୍କ ସହ ହେଉଥିବା ନି-ର୍ଯ୍ୟା-ତ-ନା ବିଷୟରେ ସେ ମିଡ଼ିଆ ଆଗରେ ସବୁ କହିଛନ୍ତି ତେବେ ଆସନ୍ତୁ ଜାଣିନେବା ସେ କଣ ସବୁ କହିଛନ୍ତି । ତାଙ୍କ କହିବା ଅନୁସାରେ ବିବାହ ର ଏକ ମାସ ପରେ ସମସ୍ତେ ତାଙ୍କୁ ଅ-ତ୍ୟା-ଚା-ର ଆରମ୍ଭ କରିଦେଇଥିଲେ ଏବଂ ତାଙ୍କୁ ମିଛ କହି ଏକ ଔଷଧ ଖୁଆଇ ତାଙ୍କ ଛୁଆ କୁ ନଷ୍ଟ କରିବା ପାଇଁ ମଧ୍ୟ ଚେଷ୍ଟା କରିଥିଲେ ।

ତେବେ ମୋହିତ ବର୍ତ୍ତମାନ କହୁଛନ୍ତି କି ଏହି ଛୁଆ ତାଙ୍କର ନୁହେଁ ତେବେ ଆପଣ ମାନେ ଡ଼ିଏନଏ ଟେଷ୍ଟ କରନ୍ତୁ ତାପରେ ସବୁ ସତ କଥା ଆପେ ଆପେ ଜଣା ପଡିଯିବ । ଏହା ଛଡା ସେ କହିଛନ୍ତି କି ସେ ଯେଉଁ ଭିଡିଓ କରିଛନ୍ତି ସେ ସବୁ ଫେକ୍ ଭିଡିଓ ଏଡିଟ କରାଯାଇଛି । ଏହା ଛଡା ତାଙ୍କ କହିବା ଅନୁସାରେ ସେ ବିବାହ ପରେ ଫୋନ ବ୍ୟବହାର କରୁନଥିଲେ ମୋହିତ ଙ୍କ ଫୋନ ରେ କଥା ହେଉଥିଲେ ଯେଉଁଠିକି ଯାଉଥିଲେ ସେଠି ମଧ୍ୟ ସେ ଏକୁଟିଆ ଯାଉ ନଥିଲେ । ତେବେ ବର୍ତ୍ତମାନ ମୋ ଚରିତ୍ର ଉପରେ ପ୍ରଶ୍ନ କରୁଛନ୍ତି ।

ଏହା ସହ ସେ ଏହା ମଧ୍ୟ କହିଛନ୍ତି କି ମୋହିତ ତାଙ୍କର ଅତୀତ ବିଷୟରେ ସବୁ କିଛି ଜାଣିଥିଲେ ଏବଂ ମୋହିତ ସେହି ପୁଅ ସହିତ କଥା ମଧ୍ୟ ହୋଇଥିଲେ ଏବଂ ଟାଟୁ କୁ ରିମୁଭ କରିବା ପାଇଁ ମଧ୍ୟ ନେଇକି ଯାଇଥିଲେ । ସେ ସବୁ ଜାଣିଥିଲେ ଏବଂ ମୋର କୌଣସି ଅସୁବିଧା ନାହିଁ ତୁମ ଅତୀତ କୁ ନେଇ ଏବଂ ସେ କିଛି ଫୋଟୋ ମଧ୍ୟ ଦେଖାଇ କହିଥିଲେ କି ଯଦି ବିବାହ ରେ ସେ ଖୁସି ନଥିଲେ ଏବଂ ମୁଁ ନି-ର୍ଯ୍ୟା-ତ-ନା ଦେଉଥିଲେ ତେବେ ଏ ସବୁ ଫୋଟୋ କେଉଁଠୁ ଆସିଲା ।

ଏହା ଛଡା ସେ ନିଜ ଶାଶୁ ଙ୍କ ନାମ ରେ ମଧ୍ୟ ଅଭିଯୋଗ କରିଛନ୍ତି ସେ କହିଛନ୍ତି କି ତାଙ୍କ ଶାଶୁ ତାଙ୍କୁ ଦେ-ହ ବ୍ୟ-ବ-ସା-ୟ କରିବା ପାଇଁ ବାଧ୍ୟ କରୁଥିଲେ ଏବଂ ସେ ମନା କରିବାରୁ ନିଜ ବାପ ଘରୁ ପଇସା ଆଣିବାକୁ କହିଥିଲେ ତେବେ ସେ କିଛି ନ ଶୁଣିବାରୁ ତାଙ୍କ ଉପରେ ଅ-ତ୍ୟା-ଚା-ର ଆରମ୍ଭ କରିଦେଲେ ଏବଂ ଷ-ଡ଼-ଯ-ନ୍ତ୍ର କରି ତାଙ୍କ ନାମ ରେ ମିଥ୍ୟା ଅଭିଯୋଗ କରି ତାଙ୍କୁ ଘରୁ ବାହାର କରି ଦେଇଛନ୍ତି ।

ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *