ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସରେଣ୍ଡର ସରେଣ୍ଡର କରୁଛି ବୋଲି ଚିତ୍କ-ଆର ଯାହାକି ଗୋପାଳଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା । ତେବେ ପୂର୍ବତନ ସ୍ଵାସ୍ଥ ମନ୍ତ୍ରୀ ନବ ଦାସଙ୍କୁ ମ-ଆରିବାର ଯୋଜନା କରିବା ପୂର୍ବରୁ ହିଁ ବହୁତ କିଛି ଯୋଜନା ବହିସ୍କୃତ ଗୋପାଳ ଦାସ ଭାବିଦେଇଥିଲା । ତେବେ ଯେଉଁଠାରେ ବର୍ତ୍ତମାନ ସମୟରେ ଗୋପାଳ ଦାସ ଉପରେ ମନ୍ତ୍ରୀ ହତୟଆ ସମ୍ପର୍କିତ ତଥ୍ୟ ପଚରା ଉଚରା ଚାଲିଛି ।

ଏହା ସହିତ ମାନସିକ ବିକୃତି ସମସ୍ଯା ଗୋପାଳର ଅଛି କି ନାହିଁ ତାହା ଜାଣିବାକୁ ମଧ୍ୟ ଗୋପାଳର ମାନସିକ ସ୍ଥିତିର ପରୀକ୍ଷା ମଧ୍ୟ କରାଯାଉଛି । ତେବେ ଗୋପାଳକୁ ଜେରା କରିବାର ସମୟ ଅବଧି ମଧ୍ୟରେ ଗୋପାଳ ମୁହଁରୁ ଅନେକ କିଛି ବୟାନ ମଧ୍ୟ ଶୁଣିବାକୁ ମିଳିଛି । ଯେଉଁଠି ବର୍ତ୍ତମାନ ସମୟରେ ଗୋପାଳ କହୁଛି । ମୁଁ ଆଗରୁ ଜାଣିଥିଲି । ଯେତେବେଳେ ମନ୍ତ୍ରୀ ନବ ଦାସଙ୍କୁ ମୁଁ gulee mada କରିବି ।
ତାହା ପରେ ମୋର ଅବସ୍ଥା ସେଠାରେ ଯେ କଣ ହେବ । ତାହା ମୋତେ ଆଗରୁ ଜଣାଥିଲା । କାରଣ ଗୋପାଳ ମଧ୍ୟ ବହୁ ବର୍ଷ ଧରି ପୋଲିସ କର୍ମଚାରୀ ଭାବରେ କାମ କରିଆସିଛନ୍ତି । ତେବେ ଗୋପାଳ ଯେତେବେଳେ ଅତି କୋଲ୍ଜ ରେଞ୍ଜରୁ ମନ୍ତ୍ରୀ ନବ ଦାସଙ୍କୁ gulee କରି ମ-ଆରିବାକୁ ଉଦ୍ୟମ କରିଥିଲା । ସେତେବେଳେ guleeଟି ସିଧା ଯାଇ ମନ୍ତ୍ରୀଙ୍କ ଛ-ଆତିରେ ବାଜିଥିଲା । ଯେଉଁ କାରଣରୁ ମନ୍ତ୍ରୀ କିଏ ମ-ଆରିଦେଲାରେ କହି ଠିଆ ହୋଇଥିବା ସ୍ଥାନରେ ହିଁ ଟଳିପଡିଥିଲେ ।

ତେବେ ସେହି ସମୟରେ ଗୋପାଳ ଏପରି କାଣ୍ଡ ଘଟାଇ ସାରିବା ପରେ ତା’ ର ଯେ ଅବସ୍ଥା ମନ୍ତ୍ରୀ ସମର୍ଥକ ଓ ପୋଲିସ ଟିମ କଣ କରିବେ ତାହା ଭାବି ସଙ୍ଗେ ସଙ୍ଗେ ସେମାନଙ୍କର ଆଗରେ ସରେଣ୍ଡର ସରେଣ୍ଡର କରି ଚିତ୍କ-ଆର କରିଦେଇଥିଲା ଗୋପାଳ । ତେବେ ଖାଲି ସେତିକି କାହିଁକି ମନ୍ତ୍ରୀ ନବ ଦାସଙ୍କୁ gulee କରିଛି । ବୋଲି ଗୋପାଳର ଅବସ୍ଥା ଶୋଚନୀୟ ହୋଇଯିବ ବୋଲି ସେ ଆଗରୁ ହିଁ ଜାଣିପାରିଥିଲା ।
ତେବେ ଆଗକୁ କିଛି କହିବାର ସୁଯୋଗ ମିଳିବ କି ନାହିଁ ତାହା ଭାବି ଭାବି ସେ ଆଉ ଏକ ଯୋଜନା ମଧ୍ୟ କରିଦେଇଥିଲା । ତେବେ ଗୋପାଳ ଧଳା କାଗଜ ଉପରେ ନାଲି ନାଲି ଅକ୍ଷରରେ କିଛି ତଥ୍ୟ ମଧ୍ୟ ଲେଖି ଦେଇ ତାହାକୁ ପକେଟରେ ପୁରାଇ ଦେଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

