ସିରିୟଲ ‘ଦିୟା ଅର ବାତି ହମ’ ର ଅଭିନେତ୍ରୀ ଦୀପିକା ସିଂହଙ୍କ ରିଅଲ ଲାଇଫ ହଜବ୍ୟାଣ୍ଡ ଦେଖିବାକୁ ବହୁତ ହ୍ୟାଣ୍ଡସମ, ଶୁଟିଙ୍ଗ ସେଟ ରୁ ହିଁ ହେଇ ଯାଇଥିଲା ପ୍ରେମ

ସାଙ୍ଗମାନେ ଆପଣମାନଙ୍କୁ ଆମ ଲେଖାକୁ ସ୍ଵାଗତ । ଟିଭି ସିରିୟଲ “ଦିୟା ଅର ବାତି ହମ” ଷ୍ଟାର ପ୍ଲସ ର ଫେମସ ସିରିୟଲ ମଧ୍ୟରୁ ଗୋଟିଏ ଥିଲା । ୨୯ ଅଗଷ୍ଟ ୨୦୧୧ ରୁ ୧୦ ସେପ୍ଟେମ୍ବର ୨୦୧୬ ପର୍ଯ୍ୟନ୍ତ ଏହା ପ୍ରସାରିତ ହେଲା । ଏହି ଧାରାବାହିକର ସମୁଦାୟ ୧୪୮୭ ଏପିସୋଡ ପ୍ରସାରିତ ହୋଇଥିଲା । ଏହି ଧାରାବାହିକରେ ଆଇପିଏସ ସନ୍ଧ୍ୟା ରାଠୀ ଙ୍କର ଚରିତ୍ରରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ଆପଣ ସମସ୍ତଙ୍କୁ ମନେ ଥିବ ।

ଆପଣଙ୍କୁ କହିଦେଉଛୁ କି ଏହି ଅଭିନେତ୍ରୀଙ୍କ ପ୍ରକୃତ ନାମ ଦୀପିକା ସିଂହ ଅଟେ । ସେ ଟିଭି ର ଅନେକ ବଡ ସିରିଆଲ ରେ ବିବାହ କରିଛନ୍ତି । ତାଙ୍କର ପୁରା ନାମ ଦୀପିକା ସିଂହ ଗୋୟଲ ଅଟେ । ଦିପିକାଙ୍କ ଜନ୍ମ ୨୬ ଜୁଲାଇ ୧୯୭୯ ରେ ଦିଲ୍ଲୀ ରେ ହୋଇଥିଲା । ସେ ବର୍ଷ ୨୦୧୪ ରେ ଟିଭି ସିରିୟଲ ର ଡାଇରେକ୍ଟର ଓ ପ୍ରଡ୍ୟୁସର ରୋହିତ ରାଜ ଗୋୟାଲଙ୍କ ସହିତ କରିଥିଲେ ଓ ଏବେ ତାଙ୍କର ଗୋଟିଏ ପୁଅ ବି ଅଛି ।

ଆପଣଙ୍କୁ କହି ଦେଉଛୁ କି ଦୀପିକା ସିଂ ନଚ ବଲିୟେ ୫, ୟେ ହେଁ ମୋହବତେଂ ଭଳି ଅନେକ ଟିଭି ସୋ ରେ ନଜର ଆସି ସାରିଛନ୍ତି । ତାଙ୍କୁ ଷ୍ଟାର ପରିବାର ଆୱାର୍ଡ, ଜୀ ଗୋଲ୍ଡ ଆୱାର୍ଡ, ଇଣ୍ଡିଆନ ଟେଲି ଆୱାର୍ଡ ଭଳି ଅନେକ ବଡ ପୁରସ୍କାର ଦ୍ଵାରା ତାଙ୍କୁ ସମ୍ମାନିତ କରା ଯାଇ ସାରିଛି ।

ସେମିତିରେ ଦିୟା ଓ ବାତି ରେ ସନ୍ଧ୍ୟା ଚରିତ୍ର ଆପଣଙ୍କୁ କିପରି ଲାଗିଥିଲା ଆମକୁ ଜଣାନ୍ତୁ । ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରି ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *