ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସାହାଜ୍ଯ ନାମରେ ୫୦, ୦୦୦ ଟଙ୍କାର ଠକେଇ । ତେବେ ସୂଚନା ମୁତାବକ ଜଣେ ଓଡିଆ ଫିଲ୍ମ ପ୍ରଯୋଜକ ଅଭିନେତା ପିନ୍ଟୁ ନନ୍ଦଙ୍କୁ ତାଙ୍କ ସ୍ଵାସ୍ଥବସ୍ତା ଖରାପ ସମୟରେ ୫୦, ୦୦୦ ତାଙ୍କର ଚେକ ସାହାଜ୍ଯର ହାତ ବଢେଇ ଥିଲେ । ତେବେ କେବଳ ସାହାଜ୍ଯ ନୁହେଁ । ଗଣ ମାଧ୍ୟମ ନିକଟରେ ମଧ୍ୟ ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯ କରିଥିବା ଯୋଗୁ ନିଜର ମତ ମଧ୍ୟ ରଖିଥିଲେ ।

ତେବେ ସେହି ବ୍ୟକ୍ତି ଜଣଙ୍କର କହିବା ଅନୁସାରେ ମୁଁ ଜଣେ ପୁତୁରା ହୋଇ ମୋ ଦାଦାଙ୍କୁ ସାହାଜ୍ଯ କରିବାକୁ ଆସିଛି । ତେବେ ଠାକୁରଙ୍କ ନିକଟରେ ମଧ୍ୟ ପ୍ରାଥନା କରୁଛି । ମୋ ଦାଦା ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ବହୁତ ଶୀଘ୍ର ଭଲ ହୋଇଯାଉ । ତେବେ ପିନ୍ଟୁ ଦାଦାଙ୍କ ପ୍ରତି ଓଡିଶାର ଅନେକ ଭଲ ପାଇବା ଓ ଶୁଭକାମନା ରହିଛି । ମୋ ଦାଦା ବହୁତ ଶୀଘ୍ର ଭଲ ହୋଇଯିବେ । ତେବେ ଏପରି କିଛି ମିଠା ମିଠା କଥା କହି ୫୦, ୦୦୦ ତାଙ୍କର ଚେକ ଧରେଇ ଚାଲିଗଲେ ।
ଯେତେବେଳେ ବ୍ୟକ୍ତି ଜଣଙ୍କ ଦେଇଥିବା ନମ୍ବରରେ କଲ୍ କରଯାଇଥିଲା । ସେତେବେଳେ ବ୍ୟକ୍ତି ଚେକ ଦେଇଥିବା କଥାକୁ ଆଉ ଶୁଣିନଥିଲେ । ତାପରେ ଦେଇଥିବା ୫୦ ହଜାର ଟଙ୍କାର ଚେକଟି ମଧ୍ୟ ବାଉନ୍ସ ବାହାରିଥିଲା । ତେବେ ଏପରି କଥାକୁ ଅଭିନେତା ବବି ମିଶ୍ର ଘୋର ବିରୋଦ୍ଧ କରିଥିଲେ । ତେବେ ବବି ମିଶ୍ରଙ୍କ କହିବା ଅନୁଯାଇ ଜଣେ ବ୍ୟକ୍ତିର ଏପରି ସ୍ଵାସ୍ଥବସ୍ତା ଖରାପ ଥିବା ସମୟରେ ବି ଲୋକ ନିଜର ପପୁଲାରୀଟି ପାଇଁ କିଛି ମଧ୍ୟ କରିବାକୁ ଲୋକେ ପଛଘୁଞ୍ଚା ଦେଉନାହାନ୍ତି ।
ଦାଦା ଦାଦା କହି ଇମୋସୋନାଲ ଡ୍ରାମା କରି ୫୦ ହଜାର ଟଙ୍କାର ଚେକ ଦେଲା । ହେଲେ ଚେକଟି ବାଉନ୍ ହୋଇଗଲା । ତେବ ଏପରି ଠକାମୀ କାମ କରିଥିବା ଲୋକ ମଧ୍ୟ ନିଜେ ନିହାତି ଭାବରେ ବଡ ଠକାମୀର ଶିକାର ଦିନେ ନା ଦିନେ ହୋଇବ । ତେବେ ଜଣଙ୍କର ସ୍ଵାସ୍ଥ ଗୁରୁତର ଥିବା ସମୟରେ କିଛି ଲୋକଙ୍କୁ ଥଟ୍ଟା ଲାଗିଛି ।

ତେବେ ବବି ମିଶ୍ରଙ୍କ କହିବା ଆଧାରରେ ଏହି ୫୦, ୦୦୦ ଟଙ୍କାର ଚେକ ଠକେଇ ଯେଉଁ ବ୍ୟକ୍ତି କରିଛି । ସେ ଆଉ କେହି ନୁହନ୍ତି । ଆମ ସିନେମା ଜଗତର ଜଣେ ପ୍ରଯୋଜକ ଅଟନ୍ତି । ତେବେ ତାଙ୍କୁ ତାଙ୍କ କର୍ମର ଫଳ ନିହାତି ଭାବରେ ମିଳିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

