ନମସ୍କାର ବନ୍ଧୁଗଣ, ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ମାମଲାରେ ଗୋପାଳ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟ ଜନକ ତଥ୍ୟ ଦେବାରେ ଲାଗିଛି । ତେବେ ଗୋପାଳ କିଭଳି ସା-ଜି-ସ ରଚିଥିଲା ଏତେ ବଡ ଏକ ଘଟଣା ଘଟାଇବା ପାଇଁ ତାହା ଉପରୁ ଗୋପାଳ ବର୍ତ୍ତମାନ ପରଦା ଉଠାଇଛି । ଗୋପାଳ ପୋଲିସଙ୍କ ସାମ୍ନାରେ bandhuka ଉଠାଇ କଣ କରୁଛି ତାହା ଏବେ ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ସୂଚନା ଅନୁଯାୟୀ ଗୋପାଳ ପୋଲିସଙ୍କ ସାମ୍ନାରେ ଆଜି bandhuka ଉପରକୁ ଉଠାଇ ସମସ୍ତଙ୍କୁ ଚକିତ କରିସାରିଛି । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା । ଖବର ଅନୁଯାୟୀ ଗୋପାଳ ଆଜି ନିଜ ହାତରେ bandhuka ଧରି ପୋଲିସଙ୍କୁ ଏହା ଜଣାଉଛି କି ସେ କିଭଳି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ bandhukaରେ ମ-ଆରିଥିଲା । ମନ୍ତ୍ରୀକୁ ସେଦିନ କିଭଳି ମ-ଆରିଥିଲା ତାହାର ଡେମୋ ଦେଖାଉଛି ଗୋପାଳ ।
bandhuka ବାହାର କିଭଳି ଅତି ନିକଟରୁ gulee mariଥିଲା ଗୋପାଳ ତାହା ସମ୍ପର୍କରେ ପୋଲିସଙ୍କୁ ଅବଗତ କରାଉଥିବାର ଦେଖିବାକୁ ମିଳିଛି ଆଜି । କ୍ର-ଆ ଇ-ମବ୍ରାଞ୍ଚର କର୍ତ୍ତୁପକ୍ଷଙ୍କ ସାମ୍ନାରେ ତାଙ୍କ ପ୍ରଶ୍ନର ଉତ୍ତର ଅନୁଯାୟୀ ନିଜ bandhuka ଧରିବାର ଟ୍ରିକ ସବୁ ଜଣାଉଛି ଗୋପାଳ । ସ୍ପଷ୍ଟ ଭାବରେ ଗୋପାଳ ଅଫିସର ମାନଙ୍କୁ ଦେଖାଇଲା ସୋ ଅପ କିଭଳି କରିଥିଲା ସେହିଦିନ ଏହି guleeକାଣ୍ଡ ।
ଅଳ୍ପ ସମୟ ପାଇଁ କ୍ର-ଆ ଇ-ମ ବ୍ରାଞ୍ଚ କର୍ତ୍ତୁପକ୍ଷ ତାଙ୍କୁ ଦେଇଥିଲେ bandhuka । ସେତିକି ସମୟରେ ହିଁ ଗୋପାଳ ଖୁବ ଆରାମର ସହ କରିଥିବା କାଣ୍ଡର ଅଙ୍ଗ ଭଙ୍ଗିକୁ ଦର୍ଶାଇଛି ଗୋପାଳ । ମନ୍ତ୍ରୀ ଯେଉଁ ପୋଜିସନରେ ଥିଲେ ସେହିଭଳି ଜଣେ କାରରେ ବସିଲେ ଏବଂ ତାଙ୍କୁ କୁହାଗଲା ସେହିଦିନ ଭଳି ଚାଲିକି ଆସିକି ତାଙ୍କୁ gulee କରିବାର ଡେମୋ ଦେଖାଇବା ପାଇଁ ।

ସେହି ଦିନର ଘଟଣା ଭଳି ସମସ୍ତ ବାସ୍ତବ ବସ୍ତୁକୁ ସାମ୍ନାରେ ରଖାଯାଇ ତାଙ୍କୁ ପୁଣି ସେହିଦିନ କରିଥିବା କାଣ୍ଡର ପ୍ରତିଛବି ଭଳି କାର୍ଯ୍ୟ କରିବା ପାଇଁ ପୋଲିସ କହୁଥିବାର ଦେଖିବାକୁ ମିଳିଛି ।ଗୋପାଳ ବହୁତ ଭଲ ଭାବରେ ତଦନ୍ତ ସମୟରେ ତଥା ଏହି କାର୍ଯ୍ୟରେ ପୋଲିସକୁ ସହଯୋଗ କରୁଥିବାର ଦେଖିବାକୁ ମିଳିଛି ।
ତେବେ ଆଜି ଗୋପାଳ ସେହିଦିନର ଘଟଣାକୁ ପୁଣି ଥରେ ସମସ୍ତଙ୍କ ସାମ୍ନାରେ ଦେଖାଇଛନ୍ତି । ବହୁତ ଶୀଘ୍ର ସତ ସାମ୍ନାକୁ ଆସିବାର ଅନୁମାନ ଲଗା ଯାଉଛି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

