ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ସମସ୍ତ ଅଭିନେତ୍ରୀ ମାନଙ୍କୁ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ବିଭିନ୍ନ ପ୍ରକାରର ଲୁକରେ ନଜର ଆସିଛନ୍ତି । ଆପଣ ମାନେ ଏହି ଅଭିନେତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାର ଡ୍ରେସରେ ଦେଖିଥିବେ, ହେଲେ କଣ ଆପଣ ମାନେ ଏହି ବଲିଉଡ ଅଭିନେତ୍ରୀ ମାନଙ୍କୁ ସ୍କୁଲ ଡ୍ରେସରେ ଦେଖିଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ବଲିଉଡ ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ ସ୍କୁଲ ଡ୍ରେସରେ ବହୁତ ଅଧିକ ସୁନ୍ଦର ଓ କ୍ୟୁଟ ନଜର ଆସନ୍ତି । ତେବେ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।
କଲ୍କି କୋଚ୍ଲିନ- ଆମ ପ୍ରଥମ ଲିଷ୍ଟରେ ଅଛନ୍ତି ବଲିଉଡ ଅଭିନେତ୍ରୀ କଲ୍କି କୋଚ୍ଲିନ । ବନ୍ଧୁଗଣ ଆପଣ ମାନେ ସମସ୍ତେ କଲ୍କିଙ୍କୁ ବିଭିନ୍ନ ଫିଲ୍ମରେ ଅଭିନୟ କରୁଥିବାର ଦେଖିଥିବେ । ହେଲେ ଫିଲ୍ମ ‘ଦେବ ଡି’ରେ କଲ୍କି ସ୍କୁଲ ଡ୍ରେସରେ ନଜର ଆସିଥିଲେ । ସ୍କୁଲ ଡ୍ରେସରେ କଲ୍କି ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସିଥିଲେ ।
ୟାମି ଗୌତମ- ବନ୍ଧୁଗଣ ଆମ ଦୁତୀୟ ଲିଷ୍ଟରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ୟାମି ଗୌତମ । ୟାମି ସମସ୍ତ ଡ୍ରେସରେ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ହେଲେ ଫିଲ୍ମ ‘ସନମ ରେ’ରେ ୟାମି ସ୍କୁଲ ଡ୍ରେସରେ ନଜର ଆସିଥିଲେ । ଏହି ଫିଲ୍ମଟି ସୁପର ହିଟ ହୋଇଥିଲା ଓ ଏହି ଫିଲ୍ମରେ ୟାମି ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସିଥିଲେ । ଲୋକମାନେ ୟାମିଙ୍କର ଏହି ଲୁକକୁ ବହୁତ ପସନ୍ଦ କରିଥିଲେ ।
ପ୍ରିୟାଙ୍କା ଚୋପଡା- ଆମ ଲିଷ୍ଟର ତୃତୀୟ ଲିଷ୍ଟରେ ଅଛନ୍ତି ବଲିଉଡ ଓ ହଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟାଙ୍କା ଚୋପଡା । ବର୍ତ୍ତମାନ ପ୍ରିୟାଙ୍କା ନିକ ଜୋନସଙ୍କ ସହ ବିବାହ କରି ଆମେରିକାରେ ରହୁଛନ୍ତି । ପ୍ରିୟାଙ୍କା ମଧ୍ୟ ସ୍କୁଲ ଡ୍ରେସରେ ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସନ୍ତି । ଫିଲ୍ମ ‘ମେରିକମ’ରେ ପ୍ରିୟାଙ୍କା ସ୍କୁଲ ଡ୍ରେସରେ ନଜର ଆସିଥିଲେ । ଦର୍ଶକ ମାନେ ମଧ୍ୟ ପ୍ରିୟାଙ୍କାଙ୍କର ଏହି ଲୁକକୁ ବହୁତ ଅଧିକ ପସନ୍ଦ କରିଥିଲେ ।
ପ୍ରୀତି ଜେଣ୍ଟା- ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପ୍ରୀତି ଜେଣ୍ଟା । ବର୍ତ୍ତମାନ ପ୍ରୀତି ବଲିଉଡକୁ ତ୍ୟାଗ କରିସାରିଛନ୍ତି ହେଲେ ସେ ବଲିଉଡକୁ ବହୁତ ସୁପର ହିତ ଫିଲ୍ମ ଦେଇଛନ୍ତି । ତାଙ୍କର ଲୋକପ୍ରିୟତା ବର୍ତ୍ତମାନ ମଧ୍ୟ ବହୁତ ଅଧିକ ରହିଛି । ଫିଲ୍ମ ‘କ୍ୟା କେହେନା’ରେ ପ୍ରୀତି ସ୍କୁଲ ଡ୍ରେସରେ ନଜର ଆସିଥିଲେ । ସ୍କୁଲ ଡ୍ରେସରେ ପ୍ରୀତି ବହୁତ ସୁନ୍ଦର ଓ କ୍ୟୁଟ ନଜର ଆସନ୍ତି ।
ସୋନମ କପୁର- ଆମ ଲିଷ୍ଟରେ ପଞ୍ଚମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ସୋନମ କପୁର । ଫିଲ୍ମ ‘ରାଞ୍ଝାନା’ରେ ସୋନମ ସ୍କୁଲ ଡ୍ରେସରେ ନଜର ଆସିଥିଲେ । ଏହି ଲୁକରେ ସେ ବହୁତ ଅଧିକ କ୍ୟୁଟ ନଜର ଆସିଛନ୍ତି । ତାଙ୍କର ସବୁ ଫିଲ୍ମରେ ଭିନ୍ନ ଭିନ୍ନ ଲୁକ ରହିଛି ହେଲେ ଦର୍ଶକ ମାନେ ତାଙ୍କର ସ୍କୁଲ ଡ୍ରେସର ଲୁକକୁ ବହୁତ ଅଧିକ ପସନ୍ଦ କରିଛନ୍ତି ।
ଜୟା ବଚନ- ବନ୍ଧୁଗଣ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଜୟା ବଚନ । ଜୟା ବଚନ ମଧ୍ୟ ସ୍କୁଲ ଡ୍ରେସରେ ବହୁତ କ୍ୟୁଟ ନଜର ଆସନ୍ତି । ସେ ଫିଲ୍ମ ‘ଗୁଡି’ରେ ଏକ ନଟଖଟିଆ ସ୍କୁଲ ଝିଅର ଭୂମିକା ପଦର୍ଶନ କରିଥିଲେ । ଏହି ଫିଲ୍ମରେ ବଲିଉଡର ଦିଗଜ ଅଭିନେତା ଧର୍ମେନ୍ଦ୍ର ମଧ୍ୟ ନଜର ଆସିଥିଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ