ଅଭିନୟ ଛାଡ଼ି ସନ୍ୟାସୀ ହେଲେ ମୋହନା (Chandita)

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ସିରିଏଲରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ମୋହନା । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ତାରାତାରିଣୀ’ ସିରିଏଲରେ ମୋହନାଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ସିରିଏଲରେ ମୋହନା ନେଗେଟିଭ ଭୂମିକାରେ ନଜର ଆସିଥିଲେ ମଧ୍ୟ ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ମୋହନା ସୋସିଆଲ ମିଡିଆରେ ଏହି କିଛି ସମୟ ହେବ ବହୁତ ଚର୍ଚାରେ ଅଛନ୍ତି ।

କାରଣ ଖବର ମିଳିଛି ଯେ, ମୋହନା ଅଭିନୟ ଛାଡି ସନ୍ୟାସୀ ହୋଇଯାଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ ପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ମୋହନାଙ୍କ ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ‘ତାରାତାରିଣୀ; ସିରିଏଲର ମୋହନାଙ୍କ ଜବରଦସ୍ତ ଅଭିନୟକୁ ନିଶ୍ଚୟ ଦେଖିଥିବେ । ସେ ନେଗେଟିଭ ଭୂମିକାରେ ଆସି ଲକ୍ଷ ଲକ୍ଷ ଲୋକଙ୍କ ମନକୁ ଜିତି ପାରିଛନ୍ତି ।

ଏହି ସିରିଏଲଟି ମଧ୍ୟ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି । ଏହି ସିରିଏଲରେ ସଫଳତା ପାଇଁ ମୋହନାଙ୍କର ଏକ ବହୁତ ବଡ ଅବଦାନ ରହିଛି । ବନ୍ଧୁଗଣ ମୋହନା ‘ତାରାତାରିଣୀ; ସିରିଏଲ କରିବା ପୂର୍ବରୁ ଅନ୍ୟ କେତେକ ସିରିଏଲରେ ବହୁତ ଭଲ କାମ କରିଛନ୍ତି । ଆପଣ ମାନେ ମଧ୍ୟ ତାଙ୍କୁ ଅନ୍ୟ କେତେକ ସିରିଏଲରେ ନିଶ୍ଚୟ ଦେଖିଥିବେ । ସେ ଓଡିଆ ଲୋକପ୍ରିୟ ଧାରାବାହିକ ‘ତୋ ଅଗଣାର ତୁଳସୀ ମୁ’ରେ ଖଳନାୟକ ଭୂମିକାରେ ନଜର ଆସିଥିଲେ  ।

ବନ୍ଧୁଗଣ ଏହି କିଛି ଦିନ ହେବ ମୋହନାଙ୍କର ସନ୍ୟାସୀ ରୂପର କିଛି ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ଏହି ଫଟୋ ଗୁଡିକୁ ଦେଖି ଲୋକମାନେ ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ସାଧାରଣତଃ ଅଧିକାଂଶ ଲୋକଙ୍କ ମତରେ ମୋହନା ଅଭିନୟ ଛାଡି ସନ୍ୟାସୀ ହୋଇଛନ୍ତି । ହେଲେ ବନ୍ଧୁଗଣ ଏହା ସଂପୂର୍ଣ୍ଣ ମିଛ ଅଟେ କାରଣ ମୋହନା ସୁ-ଟି-ଙ୍ଗ ସେଟର କିଛି ଫଟୋକୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଦେଖି ଲୋକ ମାନେ ଭାବୁଛନ୍ତି ଯେ, ମୋହନା ଅଭିନୟ ଛାଡି ସନ୍ୟାସୀ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ମୋହନାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *