ସ୍କୁଲ ଛାତ୍ରୀ ପ୍ରେମ କରୁଥିଲା ସମୟରେ ପଡିଗଲେ ଧରା, ଦେଖନ୍ତୁ ଏହି ଭାଇରାଲ ଭିଡିଓ

ନମସ୍କାର ବନ୍ଧୁଗଣ ତେବେ ଆମେ କହି ଥାଉ ଯେ ପ୍ରେମ ଏକ ପବିତ୍ର ସମ୍ପର୍କ ହୋଇ ଥାଏ ଯେଉଁଠି କେବଳ ନିସ୍ଵାର୍ଥପର ଭଲ ପାଇବା ରହି ଥାଏ । ପ୍ରେମ ରେ କାହାରି ପ୍ରତି ଛନ୍ଦ କପଟ ରହି ନଥାଏ କେବଳ ସ୍ୱଚ୍ଛ ଭଲ ପାଇବା ହିଁ ଥାଏ । କିନ୍ତୁ ଆଜି ର ଏହି ଟେକନୋଲୋଜି ଦୁନିଆଁ ରେ ଛୋଟ ପିଲା ମଧ୍ୟ ପ୍ରେମ କରି ବସିଲେଣି । ସ୍କୁଲ ବୟସରୁ ପ୍ରେମ ଆଜିକାଲି ନିତିଦିନିଆ କଥା ହେଇଗଲାଣି । ବର୍ତ୍ତମାନ ଯାହାକୁ ଦେଖିବ ତ ନୁହଟି ଭାବେ ସ୍କୁଲ ଏବଂ କଲେଜ ରେ ପ୍ରାୟ ଯୁବକ ଯୁବତୀଙ୍କ ପ୍ରେମ ସମ୍ବନ୍ଧ ରହିଛି l


କିନ୍ତୁ ଖୁବ କମ ବୟସରେ ପ୍ରେମକୁ ଭୁଲଦିଗକୁ ନେବାପାଇଁ ଆଜିକାଲି ପିଲାମାନଙ୍କ ପାଇଁ ବେଶୀ ସମୟ ଲାଗୁନି । ପ୍ରେମର ପ୍ରକୃତ ଅର୍ଥ ହେଉଛି ଭଲପାଇବା ଏବଂ ବିଶ୍ୱାସ । କିନ୍ତୁ ଆଜିର ସମାଜରେ ପ୍ରେମ କୁ ଭୁଲ ଦିଗରେ ନେବାକୁ ବସିଛନ୍ତି ଆଜିର ଯୁବକ ଯୁବତୀ । ପ୍ରେମ ର ଅର୍ଥ କଣ ଜାଣି ନାହାଁନ୍ତି କିନ୍ତୁ ଯାହାକୁ ନାହିଁ ତାକୁ ଦେଖି ଏକ ପ୍ରେମ ନାଁ ଦେଇ ଦେଉଛନ୍ତି । ତେବେ ପ୍ରେମ ମାନେ ହିଁ ଆଜି କଳି ଯୁବ ପିଢ଼ି କେବଳ ଶାରୀରିକ ସମ୍ପର୍କ ରଖିବା ଭାବି ନେଇଛନ୍ତି ।

ସେମାନେ ଜାଣି ପାରୁ ନାହାଁନ୍ତି ଯେ ଏଭଳି କାର୍ଯ୍ୟ କରିବା ଦ୍ୱାରା ସେମାନଙ୍କ ଜୀବନ କେବଳ ନଷ୍ଟ ହିଁ ହେବ ଏବଂ ଆଗାମୀ ଯୁବ ପିଢ଼ି ଙ୍କ ଉପରେ ମଧ୍ୟ ଏହା ବହୁତ କୁ ପ୍ରଭାବ ପକାଇବ । ଆଜି କାଲି ର ୧୮ ବର୍ଷ ରୁ କମ ଅର୍ଥାତ ସାବାଳକ ମାନେ ମଧ୍ୟ ଶାରୀରିକ ସମ୍ପର୍କ ରଖି ନିଜର ବଦନାମ ହିଁ କରୁଛନ୍ତି ଏବଂ ଲଜ୍ୟା ଜନକ କାମ କରି ବସୁଛନ୍ତି ।

ତେବେ ଆଜି ଏଭଳି ଏକ ଘଟଣା ବିଷୟ ରେ କହିବୁ ଯାହାକୁ ଶୁଣିଲେ ଆପଣ ମଧ୍ୟ ଏହି ସମାଜ ଯୁବ ପିଢ଼ି ଙ୍କୁ ଘୃଣା କରିବେ, ଭାବି ପାରିବେ ନାହିଁ ଯେ ଛୋଟ ଛୋଟ ଛୁଆ ଯେଉଁ ମାନେ ଦୁନିଆଁ କୁ ଠିକ ଭାବରେ ଦେଖି ନାହାଁନ୍ତି ସେମାନେ ମଧ୍ୟ ଏଭଳି ଲଜ୍ୟାହୀନ କାର୍ଯ୍ୟ କରୁଛନ୍ତି ।


ତେବେ ଏକ ସ୍ଥାନ ରେ ଦେଖିବା ପାଇଁ ମିଳିଛି ଯେ ଏକ ସ୍କୁଲ ର ଛାତ୍ରୀ ଅର୍ଥାତ ବୟସ ରେ ଯିଏ ବହୁତ ହିଁ ଛୋଟ ହେବ, ସେ ସ୍କୁଲ ଯିବ ବାହାନା କରି ଘର ଲୋକ ଙ୍କୁ ମିଛ କହି ପ୍ରେମିକ ସହ ଏକ ନିଛାଟିଆ ଜଙ୍ଗଲ ରେ ଅପ୍ରିତିକର କାର୍ଯ୍ୟ ରେ ଲିପ୍ତ ରହି ଥିଲେ । ତେବେ ସେହି ନିଛାଟିଆ ଜଙ୍ଗଲ ସ୍ଥିତ ଗ୍ରାମ ବାସୀ ମାନେ ଦୁହେଁ ଙ୍କୁ ଦେଖି ଦେଇ ଥିଲେ ଏବଂ ଅନେକ ପ୍ରଶ୍ନ ପଚାରିବା ଆରମ୍ଭ କରି ଦେଇ ଥିଲେ କିନ୍ତୁ ଛାତ୍ରୀ ଜଣେ ଡରିକି କିଛି ମଧ୍ୟ ଉତ୍ତର ଦେଇ ନଥିଲେ ।

ତେବେ ସେଠିକାର ଲୋକ ମାନେ ଦୁହେଁ ଙ୍କୁ ଅନେକ ଗାଳି କରି ଥିଲେ, ସେଠାକାର ଦୃଶ୍ୟ କୁ କେହି ଜଣେ ମୋବାଇଲ ର ରେକର୍ଡ କରି ଥିଲେ ଏବଂ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଦେଇ ଥିଲେ ଯାହାକି ଖୁବ ମାତ୍ରା ରେ ଏ ମୋବାଇଲ କୁ ସେ ମୋବାଇଲ ଭାଇରାଲ ହେବାରେ ଲାଗିଛି । ତେବେ ଏଭଳି ଲଜ୍ୟା ଜନକ କାର୍ଯ୍ୟ କରିବା କେତେ ଦୂର ଠିକ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *