Bollywood ର ଏହି ଫେମସ Actor 70 ବର୍ଷରେ କରିଛନ୍ତି ଚତୁର୍ଥ ବିବାହ, ସେମାନଙ୍କ ମଧ୍ୟରେ ଥିବା ବୟସ ଅନ୍ତର ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୭୦ ବର୍ଷରେ କରୁଛନ୍ତି ଚତୁର୍ଥ ବିବାହ । ହଁ ବନ୍ଧୁଗଣ ବଲିଉଡରେ ଜଣେ ଭେଟରାନ ଆକ୍ଟର କବୀର ଭେଦୀ ନିଜ କ୍ଯାରିଅରରେ ବଲିଉଡରେ ଅନେକ ଗୁଡିଏ ଫିଲ୍ମରେ ସେ କାର୍ଯ୍ୟ କରି ବହୁ ସଫଳତା ହାସଲ କରିଛନ୍ତି । ହେଲେ କବୀର ବେଦୀଙ୍କର ନିଜ ଫିଲ୍ମ ଫିଲ୍ମ ଇଣ୍ଡଷ୍ଟ୍ରି ଠୁ ଅଧିକ ନିଜର ବ୍ୟକ୍ତିଗତ ଜୀବନ ପାଇଁ ବହୁ ଚର୍ଚାରେ ରହିଆସିଛନ୍ତି । ତେବେ ବ୍ୟତିଗତ ଜୀବନରେ ବିଷୟରେ ଆଲୋଚନା କରିବାକୁ ଗଲେ ।

କବୀର ବେଦି ବର୍ତ୍ତମାନ ସମୟରେ ତାଙ୍କୁ ୭୦ ବର୍ଷ ଚାଲିଥିବା ସମୟରେ ନିଜର ଚତୁର୍ଥ ବିବାଘର କରିଛନ୍ତି । ତେବେ ସେ ନିଜ ଠାରୁ ବୟସରେ ୩୦ ବର୍ଷର ଝିଅକୁ ବିବାହ କରିଛନ୍ତି । ତେବେ ସେହି ଯୁବତୀ ଜଣଙ୍କ ତାଙ୍କ ଠାରୁ ୩୦ ବର୍ଷ ସାନ ହୋଇ ମଧ୍ୟ ଉଭୟ ଲଭ ରିଲେସନରେ ଥିଲେ । ତାପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ତେବେ କବୀର ବେଦୀଙ୍କର ଏହି ଚତୁର୍ଥ ବିବାହ ପାଇଁ ସେ ବହୁତ ଚର୍ଚାରେ ରହିଛନ୍ତି ।

କାରଣ ପୂର୍ବରୁ ମଧ୍ୟ ସେ ୩ ଥର ବିବାହ କରିଛନ୍ତି । ଏହା ସହିତ ତାଙ୍କ ପୁଅ ଓ ଝିଅ ମଧ୍ୟ ରହିଛନ୍ତି । ହେଲେ ସେମାନଙ୍କ ସହିତ କବୀର ବେଦୀଙ୍କର ପାରିବାରିକ ସମସ୍ଯା କାରଣରୁ ମନ ମନାନ୍ତର ଘଟିଥିଲା । ତାପରେ ସେ ଗୋଟିଏ ପରେ ଗୋଟିଏ କରି ଜଣ ଜଣଙ୍କୁ ବିବାହ କରିଥିଲେ । ହେଲେ ବିବାହ ବନ୍ଧନରେ କବୀର ବେଦୀ ଜଣଙ୍କ ସହିତ ଜୀବନ ସାରା ବିତାଇ ପାରିନଥିଲ୍ରେ ।

ତେବେ ଏବେ ବୟସର ଉର୍ଦ୍ଧରେ ଅର୍ଥାତ ୭୦ ବର୍ଷ ବୟସରେ ନିଜ ଠାରୁ ବୟସରେ ୩୦ ବର୍ଷ କମ୍ ବୟସରେ ବାହା ହୋଇ ବହୁ ଚର୍ଚାର ପରିସରକୁ ଆସିଯାଇଛନ୍ତି । ତେବେ ଉଭୟଙ୍କର ସହମତି କ୍ରମେ ଏହି ବିବାହ କାର୍ଯ୍ୟଟି ସମ୍ପର୍ଣ୍ଣ ହୋଇଥିଲା । ତେବେ କବୀର ବେଦୀ ଓ ତାଙ୍କ ନବ ବିବାହିତ ପତ୍ନୀ ମଧ୍ୟ ବିବାହରେ ବହୁତ ଖୁସି ଥିବାର ଜଣାପଡ଼ୁଛନ୍ତି । ତେବେ ପ୍ରେମ ଏକ ପବିତ୍ର ସମ୍ପର୍କ ।

ପ୍ରେମରେ ଧର୍ମ, ବର୍ଣ୍ଣ ଓ ବୟସ କିଛି ମଧ୍ୟ ଦେଖା ଯାଇନଥାଏ । ତେବେ ଏହି କଥା ଆଧାରରେ କବୀର ବେଦୀ ଓ ତାଙ୍କ ଠାରୁ ୩୦ ବର୍ଷ ବୟସରେ ସାନ ଝିଅ ଅର୍ଥାତ ତାଙ୍କ ଗାର୍ଲଫ୍ରେଣ୍ଡ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ନିଜର ମତାମତ କମେଣ୍ଟ ଦ୍ଵାରା ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *