7 ବର୍ଷ ପୂର୍ବେ ସିରିଏଲ ‘ସପନେ ସୁହାନେ ଲଡକପନ କେ’ ରେ ସାଧା ସିଧା ଦେଖା ଯାଉଥିବା ଏହି Actress ଆଜି ଦେଖା ଯାଆନ୍ତି ବହୁତ ସୁନ୍ଦର ଆଉ ଷ୍ଟାଇଲିସ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ସମସ୍ତ ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ସିରିଏଲ ‘ସପନେ ଲଡାକପାନ କେ’ ସିରିଏଲଟି ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ସିରିଏଲଟି ଦୁଇଟି ଭଉଣୀଙ୍କ ଉପରେ ଆଧାରିତ ଥିଲା । ଏହି ସିରିଏଲରେ ଗୋଟେ ଭଉଣୀ ବହୁତ ସିଧା ସାଧା ଭୂମିକାରେ ନଜର ଆସୁଛନ୍ତି ତ ଅନ୍ୟ ଜଣ ବହୁତ ଷ୍ଟାଇଲିସ । ଦର୍ଶକ ମାନେ ଏହି ସିରିଏଲକୁ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି ।

ବନ୍ଧୁଗଣ ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାର ମାନେ ନିଜର ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି । ବନ୍ଧୁଗଣ ଏହି ସିରିଏଲଟି ରଚନା ଓ ଗୁଞ୍ଜନ ନାମକ ଦୁଇଟି ଝିଅଙ୍କ ଉପରେ ଆଧାରିତ ଥିଲା  ।

ଏମାନେ ଏହି ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଏହି ସିରିଏଲରେ ରଚନାର ଭୂମିକା ପଦର୍ଶନ ଅଭିନେତ୍ରୀ ବର୍ତ୍ତମାନ ବହୁତ ବଡ ହୋଇସାରିଛନ୍ତି ଓ ପୂର୍ବ ଅପେକ୍ଷା ବହୁତ ବଦଳି ମଧ୍ୟ ଯାଇଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ ।

ବନ୍ଧୁଗଣ ଏହି ସିରିଏଲରେ ରଚନାର ଭୂମିକା ପଦର୍ଶନ କରିଥିବା ଅଭିନେତ୍ରୀଙ୍କ ରିଅଲ ନାମ ହେଉଛି ମହିମା ମକୱାନା । ମହିମାଙ୍କ ଜନ୍ମ ୫ ଅଗଷ୍ଟ ୧୯୯୯ ମସିହାରେ ମୁମ୍ବାଇରେ ହୋଇଥିଲା । ବନ୍ଧୁଗଣ ସେ ନିଜ ଅଭିନୟ କାରିୟର ଟିଭି ସିରିଏଲ ‘ବାଲିକା ବଧୁ’ରୁ କରିଥିଲେ । ଏହି ସିରିଏଲରେ ସେ ଗୌରିର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ଏହି ସିରିଏଲ ପରେ ତାଙ୍କ ‘ସପନେ ସୁହାନେ ଲଡାକପନ’ରେ ମୁଖ୍ୟ ଅଭିନେତ୍ରୀର ଭୂମିକା ଦିଆଯାଇଥିଲା । ବନ୍ଧୁଗଣ ଏହି ସିରିଏଲରେ ସେ ନିଜର ସୁନ୍ଦର ଭୂମିକାକୁ ପଦର୍ଶନ କରି ଦର୍ଶକ ମାନଙ୍କର ବହୁତ ମନୋରଞ୍ଜନ କରିଥିଲେ । ଏହି ସିରିଏଲ ପାଇଁ ସେ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ଏହି ସିରିଏଲ ପରେ ସେ ‘ଦିଲ କି ବାତ ଦିଲ ହି ଜାନେ’ ଓ ‘ହମାରି ଅଧୁରୀ କାହାନି’ ଆଦି ସିରିଏଲରେ ମଧ୍ୟ ନଜର ଆସିଥିଲେ ।

ହେଲେ ଏହି ଦୁଇଟି ସିରିଏଲ ପରେ ସେ ଅନ୍ୟ କୌଣସି ଟିଭି ସିରିଏଲରେ ନଜର ଆସିନାହାନ୍ତି । ବନ୍ଧୁଗଣ ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ବହୁତ ଅଧିକ ବଦଳିଯାଇଛନ୍ତି । ସେ ବର୍ତ୍ତମାନ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସୁଛନ୍ତି । ଯଦି ଆପଣ ମାନଙ୍କୁ ମହିମାଙ୍କ ଅଭିନୟ ଭଲ ଲାଗିଥାଏ ତେବେ ଆମ ପୋଷ୍ଟକୁ ଲାଇକ ଓ ସେୟାର କରିବାକୁ ଭୁଲିବେ ନାହିଁ, ଧନ୍ୟବାଦ ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହି ଆକ୍ଟ୍ରେସ କିପରି ଲାଗନ୍ତି ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *