ଧିମା ହେଲା କ୍ଯାରିୟର ତ ୭ ବର୍ଷ ବଡ ଡାଇରେକ୍ଟର ଙ୍କ ସହ କରିନେଲେ ବିବାହ, ଏବେ ଲାଗୁଛନ୍ତି ଅପ୍ସରା ପରି ସୁନ୍ଦର, ଦେଖନ୍ତୁ କିଏ ଏହି ସୁନ୍ଦରୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବନ୍ଧୁଗଣ ଏହା ବ୍ୟତୀତ ଏହି ଅଭିନେତ୍ରୀ ମାନେ ନିଜ ବିବାହ ଓ ନିଜ ଲଭ ଲାଇଫ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରାନୀ ମୁଖାର୍ଜୀ । ଆପଣ ମାନେ ସମସ୍ତେ ରାନୀଙ୍କର ଅନେକ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ରାନୀ ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ରାନୀ ସୋସିଆଲ ମିଡିଆରେ ନିଜର ସୁନ୍ଦରତା ପାଇଁ ବହୁତ ଚର୍ଚାରେ ରୁହନ୍ତି ।

ଗୋଟେ ସମୟରେ ରାନୀ ବଲିଉଡରେ ଗୋଟେ ପରେ ଗୋଟେ ସୁପର ହିଟ ଫିଲ୍ମ ଦେଉଥିଲେ ହେଲେ ଏପରି ମଧ୍ୟ କିଛି ସମୟ ଥିଲା ଯେବେ ରାନୀଙ୍କ କାରିୟର ଧୀରେ ଧୀରେ ଶେଷ ହେବାକୁ ଲାଗିଲା । ବନ୍ଧୁଗଣ ସେହି ସମୟରେ ରାନୀ ନିଜ ଠାରୁ ୭ ବର୍ଷ ବଡ ଫିଲ୍ମ ଡାଇରେକ୍ଟରଙ୍କ ସହ ବିବାହ କରିଥିଲେ । ଆଜିଆମେ ଆପଣ ମାନଙ୍କୁ ରାନୀଙ୍କ ବୈବାହିକ ଜୀବନୀ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ରାନୀ ନିଜ ଠାରୁ ୭ ବର୍ଷ ବଡ ଏକ ଫିଲ୍ମ ଡାଇରେକ୍ଟରଙ୍କ ସହ ବିବାହ କରିଛନ୍ତି । ସେହି ଫିଲ୍ମ ଡାଇରେକ୍ଟର ଜଣକ ହେଉଛନ୍ତି ଆଦିତ୍ୟ ଚୋପଡା । ଆଦିତ୍ୟ ଚୋପଡା ହେଉଛନ୍ତି ‘ୟଶ ରାଜ ଫିଲ୍ମ୍ସ’ ଇଣ୍ଡଷ୍ଟ୍ରିର ଡାଇରେକ୍ଟର । ସେ ୟଶ ଚୋପଡାଙ୍କ ବଡ ପୁଅ ଅଟନ୍ତି । ଆଦିତ୍ୟଙ୍କୁ ବର୍ତ୍ତମାନ ୪୮ ବର୍ଷ ବୟସ ହୋଇସାରିଛି ଓ ଅନ୍ୟ ପକ୍ଷରେ ରାନୀ ୪୧ ବର୍ଷ ବୟସର ଅଛନ୍ତି ।

ବନ୍ଧୁଗଣ ଏହି ଦୁଇଜଣଙ୍କ ମଧ୍ୟରେ ବୟସର ଅଧିକ ଅନ୍ତର ହୋଇଥିଲେ ମଧ୍ୟ ଏମାନେ ନିଜ ଜୀବନକୁ ବହୁତ ଖୁସିରେ ଅତିବାହିତ କରୁଛନ୍ତି । ରାନୀ ବର୍ତ୍ତମାନ ନିଜ ଫ୍ୟାମିଲି ପ୍ରଡକ୍ସନ ହାଉସରେ କାମ କରୁଛନ୍ତି । 2 ବର୍ଷ ତଳେ ‘ମରଦାନି ୨’ରିଲିଜ ହୋଇଥିଲା । ବନ୍ଧୁଗଣ ଏହି ଫିଲ୍ମରେ ରାନୀ ବହୁତ ସୁନ୍ଦର ଭୂମିକା ପଦର୍ଶନ କରି ଲୋକ ମାନଙ୍କର ମନକୁ ଜିତି ପାରିଥିଲେ ।

ଏହି କିଛି ମାସ ପୂର୍ବରୁ ରାନୀ ମୁମ୍ବାଇ ପୋଲିସର ଏକ କାର୍ଯ୍ୟ କ୍ରମ ‘ଅମଙ୍ଗ’ରେ ପହଞ୍ଚି ଥିଲେ । ସେହି ସ୍ଥାନକୁ ରାନୀ ଏକ ହଟ୍ ଡ୍ରେସ ପିନ୍ଧି ଯାଇଥିଲେ ଓ ସୋସିଆଲ ମିଡିଆରେ ତାଙ୍କର ଏହି ହଟ୍ ଫଟୋ ଗୁଡିକ ବହୁତ ଭାଇରାଲ ହୋଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରାନୀ ମୁଖାର୍ଜୀଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *